Latest Odisha News

BREAKING NEWS

ବୟାନରେ ବୋମା ପକାଇଲେ ରଘୁରାଜ, ଜେଏନୟୁରେ ଚାଲିଛି ସେକ୍ସ ସ୍କାଣ୍ଡାଲ

ଅଲିଗଡ: ଉତରପ୍ରଦେଶର ରାଜ୍ୟମନ୍ତ୍ରୀ ତଥା ବିଜେପିର ବଡ ନେତା ରଘୁରାଜ ସିଂ ଆଜି ବିବାଦୀୟ ବୟାନ ବୋମା ପକାଇଛନ୍ତି । ସେ କହିଛନ୍ତି ଜବାହାର ଲାଲ ନେହେରୁ ୟୁନିଭରସିଟିରେ ସେକ୍ସ ସ୍କାଣ୍ଡାଲ ଚାଲୁଛି । ରାହୁଲ ଗାନ୍ଧୀ, କଂଗ୍ରେସର ବଡ ନେତାଙ୍କ ସମେତ ଦୀପିକା ପାଦୁକୋନ ବି ସେଠାକୁ ଯାଆନ୍ତି ।…

ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ,୨ ଗିରଫ

କନ୍ଧମାଳ :ଉଦ୍ଧାର ହେଲା ଜୀବନ୍ତ ବଜ୍ରକାପ୍ତା । ଦୁଇ ଜଣ ଅଭିଯୁକ୍ତ ଗିରଫ । କନ୍ଧମାଳ ଜିଲ୍ଲା କୋଟଗଡ ବନାଞ୍ଚଳରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ହୋଇଛି । ବନ ବିଭାଗ ଟିମ୍ ଚୋରା ଚାଲଣକାରୀଙ୍କ ନିକଟରୁ ବଜ୍ରକାପ୍ତା ଉଦ୍ଧାର କରିଛନ୍ତି । ଫରେଷ୍ଟର ଓ ଫରେଷ୍ଟ ଗାର୍ଡଙ୍କ ମିଳିତ ଉଦ୍ୟମରେ…

ସାଧାରଣ ଲୋକଙ୍କୁ ମହଙ୍ଗା ଝଟ୍‌କା; କାଲିଠୁ ଏହି ସବୁ ସାମଗ୍ରୀ ହୋଇପାରେ ମହଙ୍ଗା

ନୂଆଦିଲ୍ଲୀ: ଆସନ୍ତାକାଲି ଠାରୁ ନୂଆ ବର୍ଷ ଅର୍ଥାତ୍‌ ୨୦୨୨ ବର୍ଷ ଆରମ୍ଭ ହେଉଛି। ନୂତନ ବର୍ଷର ପ୍ରାରମ୍ଭରେ ସାଧାରଣ ଜନତା ମୁଦ୍ରାସ୍ଫୀତିର ଏକ ବଡ଼ ଝଟ୍‌କା ଲାଗିପାରେ। ବାସ୍ତବରେ, ୨୦୨୨ରୁ ଅନେକ ଜିନିଷ ଉପରେ ଟ୍ୟାକ୍ସ ବୃଦ୍ଧି ପାଉଛି। ଏଥିରେ ଏଟିଏମ୍‌ ଟ୍ରାନ୍‌ଜାକ୍ସନଠୁ, ରେଡିମେଡ୍‌…

ଆଉ ଜଣେ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ; ଆନ୍ଧ୍ର ପ୍ରଦେଶ

ହାଇଦ୍ରାବାଦ: ଆନ୍ଧ୍ର ପ୍ରଦେଶରେ ଜଣେ ୟୁଏଇର ଜଣେ ଫେରନ୍ତା ବ୍ୟକ୍ତି ଓମିକ୍ରନ୍‌ ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡ଼ଇଛି। ଆକ୍ରାନ୍ତଙ୍କ ବୟସ ୫୨ ବର୍ଷ। ବ୍ୟକ୍ତି ଜଣକ ବର୍ତ୍ତମାନ କ୍ବାରେଣ୍ଟାଇନ୍‌ରେ ଅଛନ୍ତି। ଆନ୍ଧ୍ରପ୍ରଦେଶରୁ ସମୁଦାୟ ୧୭ ଟି ଓମିକ୍ରନ୍ ମାମଲା ରିପୋର୍ଟ ହୋଇଛି।…

ବଢୁଛି ଓମିକ୍ରନ୍‌ ମାମଲା; ବଢିପାରେ କଟକଣା

ନୂଆଦିଲ୍ଲୀ: ଦେଶରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମହାରାଷ୍ଟ୍ରରେ ଦେଶରେ ପ୍ରଥମ ଓମିକ୍ରନ୍‌ ମୃତ୍ୟୁ ରିପୋର୍ଟ ହୋଇଛି। ଏହାକୁ ଦୃଷ୍ଟିରେ ରଖି କରୋନା ମହାରାଷ୍ଟ୍ରରେ ଅଧିକ ପ୍ରତିବନ୍ଧକ ଲଗାଯିବା ନେଇ ରାଜ୍ୟରେ କୋଭିଡ ନିୟନ୍ତ୍ରଣ ପାଇଁ ସ୍ଥାପିତ କୋଭିଡ-୧୯…

ଗତ ୨୪ଘଣ୍ଟାରେ ରାଜ୍ୟରେ ୨୨୮ଜଣ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: କରୋନା ସଂକ୍ରମଣ ଦିନକୁ ଦିନ ଉପରମୁହାଁ ହେଉଛି । ଗତ ୨୪ଘଣ୍ଟା ଭିତରେ ରାଜ୍ୟରେ ୨୨୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୩୧ଜଣ ସଙ୍ଗରୋଧରୁ ଓ ସ୍ଥାନୀୟ ସଂକ୍ରମଣରୁ ୯୭ଜଣ ଆକ୍ଟିଭ୍ କେସ୍ ରହିଛନ୍ତି । ୧୮ବର୍ଷରୁ କମ୍ ବୟସ ମଧ୍ୟରେ ୩୨ଜଣ କରୋନା ପଜିଟିଭ୍…

ଆମେରିକାରେ ରେକର୍ଡ ଭାଙ୍ଗିଲା ଦୈନିକ କରୋନା ମାମଲା; ବେଶି ଆକ୍ରାନ୍ତ ହେଉଛନ୍ତି ଶିଶୁ

ନୂଆଦିଲ୍ଲୀ: ଆମେରିକାରେ କରୋନା ମାମଲାରେ ବ୍ୟାପକ ବୃଦ୍ଧି ଯୋଗୁ ପିଲାମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହେଉଛନ୍ତି। ଆସନ୍ତା ସପ୍ତାହରେ ଏକ 'ଓମିକ୍ରନ୍ ବ୍ଲିଜାର୍ଡ' ବିଷୟରେ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି। ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି ଯେ ଅଧିକାଂଶ ଲୋକଙ୍କୁ ଟିକାକରଣ…

ଆଜିଠାରୁ ୩ଦିନ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ

ପୁରୀ: ରାତି ପାହିଲେ ନୂଆବର୍ଷ । ନୂଆବର୍ଷରେ ମନ୍ଦିର ଓ ପର୍ଯ୍ୟଟନସ୍ଥଳୀମାନଙ୍କରେ ଜମିଥାଏ ଲୋକଙ୍କ ଭିଡ଼ । ହେଲେ ଏହା ମଧ୍ୟରେ ରହିଛି କରୋନା ସଂକ୍ରମଣର ଭୟ । ରାଜ୍ୟରେ ଓମିକ୍ରନ ଧୀରେ ଧୀରେ ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି…

ବର୍ଷ ଶେଷ ୨୦୨୧; ବିବାଦ ଓ ସେଲିବ୍ରିଟି

ନୂଆଦିଲ୍ଲୀ: ଆସନ୍ତାକାଲି ନୂଆବର୍ଷ। ବ୍ୟକ୍ତିଗତ ହେଉ ଅବା ବୃତ୍ତିଗତ ଗତବର୍ଷ ଅନେକ ସେଲିବ୍ରିଟି କିଛି ନା କିଛି କାରଣରୁ ବିବାଦ ଘେରକୁ ଆସିଥିଲେ। ମୁମ୍ବାଇର କ୍ରୁଜ୍ ଡ୍ରଗ୍ସ ମାମଲାରେ ଆର୍ଯ୍ୟନ୍ ଖାନଙ୍କ ଗିରଫଦାରୀ ଠାରୁ ଆରମ୍ଭ କରି ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍‌ଙ୍କ ସହ ସୁକେଶ…

ଦେଶରେ ପ୍ରଥମ ଓମିକ୍ରନ ଆକ୍ରାନ୍ତଙ୍କ ମୃତ୍ୟୁ ! ୫୨ବର୍ଷୀୟ ବ୍ୟକ୍ତି ନାଇଜେରିଆ ଫେରନ୍ତା

ଦିଲ୍ଲୀ: ଓମିକ୍ରନ ଭାରିଏଣ୍ଟ ନିଜ କାୟା ବିସ୍ତାର କରି ଚାଲିଛି । ଏହି ମଧ୍ୟରେ ଭାରତରେ ଓମିକ୍ରନରେ ପ୍ରଥମ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଜନସ୍ୱାସ୍ଥ୍ୟ ବିଭାଗ ଅନୁଯାୟୀ, ମହାରାଷ୍ଟ୍ରର ପିମ୍ପରୀ ଚିଞ୍ଚୱାଡ଼ା ପୌର ନିଗମର ଜଣେ ୫୨ବର୍ଷୀୟ ବ୍ୟକ୍ତିଙ୍କ ହୃଦଘାତରେ ମୃତ୍ୟୁ ହୋଇଛି ।…