Latest Odisha News

BREAKING NEWS

ଚଳିତ ବର୍ଷ ଦେଶରେ ପ୍ରାଣ ହରାଇଛନ୍ତି ସର୍ବାଧିକ ୧୨୬ଟି ବାଘ

ନୂଆଦିଲ୍ଲୀ : ଚଳିତ ବର୍ଷ ଦେଶରେ ପ୍ରାଣ ହରାଇଛନ୍ତି ୧୨୬ଟି ବାଘ । ଗତ ୧୦ ବର୍ଷ ମଧ୍ୟରେ ଚଳିତ ବର୍ଷ ସବୁଠାରୁ ଅଧିକ ବାଘ ପ୍ରାଣ ହରାଇଛନ୍ତି । ବାଘ ମୃତ୍ୟୁ ନେଇ ଜାତୀୟ ବ୍ୟାଘ୍ର ସଂରକ୍ଷଣ ସଂସ୍ଥା ବା ଏନଟିସିଏ ପକ୍ଷରୁ ଏନେଇ ରିପୋର୍ଟ ପ୍ରକାଶ ପାଇଛି । ମୃତ ବାଘଙ୍କ ମଧ୍ୟରୁ ଶିକାର ଓ…

ଖଡ଼ିମାଟି ପଥର ଖନନ ବିରୋଧରେ ୫ ଖଣ୍ଡ ଗାଁ ଲୋକଙ୍କ ମେଳି

କୋରାପୁଟ : କୋରାପୁଟ ଖଡ଼ିମାଟିରେ ପଥର ଖନନକୁ ବିରୋଧ । ପଥର ଖନନକୁ ବିରୋଧ କରି ମେଳି କରିଛନ୍ତି ୫ ଖଣ୍ଡ ଗାଁ ଲୋକ । ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେଇଥିବାରୁ ୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଘଟଣାସ୍ଥଳରେ ଲମତାପୁଟ ତହସିଲଦାର ପହଞ୍ଚି ପରିସ୍ଥିତି ଉପରେ କଡ଼ା ନଜର…

ନିର୍ଦ୍ଧାରିତ ତାରିଖରେ ଉତ୍ତରପ୍ରଦେଶରେ ହେବ ନିର୍ବାଚନ

ଉତ୍ତରପ୍ରଦେଶ : ନିର୍ଦ୍ଧାରିତ ତାରିଖରେ ଉତ୍ତରପ୍ରଦେଶରେ ହେବ ବିଧାନସଭା ନିର୍ବାଚନ । ସଠିକ୍ ସମୟରେ ନିର୍ବାଚନ କରିବା ନେଇ ରାଜ୍ୟର ସମସ୍ତ ରାଜନୈତିକ ଦଳ ସହମତ ଅଛନ୍ତି । ଏନେଇ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ରା । ଉପଯୁକ୍ତ ତାରିଖରେ ନିର୍ବାଚନ…

ହୃଷୀକେଶ ମଲ୍ଲିକଙ୍କୁ ମିଳିବ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ଭୁବନେଶ୍ବର : ଘୋଷଣା ହେଲା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର । ୨୦୨୧ ମସିହା ପାଇଁ ‘ସରି ଯାଇଥିବା ଅପେରା’ କବିତା ବହି ପାଇଁ ହୃଷୀକେଶ ମଲ୍ଲିକଙ୍କୁ ମିଳିବ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର । ସେହିପରି ‘ଗୀତ କହେ ମାଟିର କଥା’ ପୁସ୍ତକ ପାଇଁ ଦେବରାଜ ବ୍ରହ୍ମାଙ୍କୁ ମିଳିବ ବାଲ୍…

ସିଲଭର୍ ସିଟି କଟକରେ ଜିରୋ ନାଇଟ ସେଲିବ୍ରେସନ ମନା ,ଚେକିଂ ଜୋରଦାର କରାଯିବ

କଟକ : କଟକରେ ଏଥର ଫିକା ପଡିବା ଜିରୋ ନାଇଟ ସେଲିବ୍ରେସନ । ଆଉ ଏ ବର୍ଷ ମଧ୍ୟ ସେଭଳି ଦେଖିବାକୁ ମିଳିବନି ଗହଳି ଚହଳି । ସିଲଭର୍ ସିଟି କଟକରେ ବିଭିନ୍ନ ହୋଟେଲ୍,କ୍ଲବ ରେଷ୍ଟୁରାଣ୍ଟରେ କୌଣସି ଆୟୋଜନ ହୋଇପାରିବ ନାହିଁ ବୋଲି ସରକାରଙ୍କ ଗାଇଡ୍ ଲାଇନ ଆସିଛି । ଡିସେମ୍ବର ୩୧ ରେ ଜିରୋ ନାଇଟ…

[ଭିଡିଓ] ମୋବାଇଲ ଚୋରି ଅଭିଯୋଗରେ ନାବାଳିକାଙ୍କୁ ନିସ୍ତୁକ ମାଡ

ଭୁବନେଶ୍ୱର: ଏବେ ବି ଲୋକଙ୍କ ମାନସିକତାରେ ଲୁଚି ରହିଛି ଜାତିଭେଦ । କେଉଁଠି ନା କେଉଁଠି ପ୍ରତିଦିନ ସାମ୍ନାକୁ ଆସୁଛି ଜାତିଆଣ ଆକ୍ଷେପ ଜନିତ ଅଘଟଣ । ଏହି ଧାରାରେ ଜଣେ ଦଳିତ ନାବାଳିକାକୁ ମୋବାଇଲ ଚୋରି ଅଭିଯୋଗରେ ନିସ୍ତୁକ ମାଡ ମରାଯାଇଥିବାର ଭିଡିଓ ଭାଇରାଲ୍ ହୋଇଛି । ଉତ୍ତରପ୍ରଦେଶ…

ଓଡିଶାରେ ଆଉ ୫ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରତିକ୍ରିୟା ରଖିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର : ଓଡିଶାରେ ଆଉ ୫ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରତିକ୍ରିୟା ରଖିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଓଡିଶାରେ ବଢୁଛି ଓମିକ୍ରନ କେଶ୍ । ଆଉ ପାଞ୍ଚ ଜଣ ସଂକ୍ରମିତ ଆଜି ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତ ସଂଖ୍ୟା ୧୪କୁ…

ମିଶନାରିଜ୍ ଅଫ ଚାରିଟୀର ଅନ୍ତେବାସୀ ଯେପରି ଅସୁବିଧାରେ ନପଡ଼ନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ…

ଭୁବନେଶ୍ୱର : ଓଡିଶାର ମିଶନାରିଜ୍ ଅଫ ଚାରିଟୀର ଅନ୍ତେବାସୀ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ  ନିର୍ଦ୍ଦେଶ ଦେଲେ। ଓଡିଶାରେ ମିଶନାରିଜ୍ ଅଫ ଚାରିଟୀ ଦ୍ବାରା ପରିଚାଳିତ ବିଭିନ୍ନ ସଂସ୍ଥା ଯଥା କୁଷ୍ଠାଶ୍ରମ ଓ ଅନାଥାଶ୍ରମ ମାନଙ୍କରେ…

କ୍ୱାକ ଡ଼ାକ୍ତରଙ୍କ ଭୁଲ ଇଞ୍ଜେକସନ ଯୋଗୁଁ ଚାଲିଗଲା ରୋଗୀର ଜୀବନ, ଘଟଣାସ୍ଥଳରେ ଉତ୍ତେଜନା

ସୋନପୁର: କ୍ୱାକ ଡ଼ାକ୍ତରଙ୍କ ଭୁଲ ଇଞ୍ଜେକସନ ଯୋଗୁଁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ । ଏହିଭଳି ଅଭିଯୋଗ ଆସିଛି ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁରରୁ । ମୃତକ ଜଣକ ହେଲେ ରଥପୁର ମେହେରପଡ଼ାର କାର୍ତ୍ତିକ ମେହେର । ଅଭିଯୋଗ ଅନୁସାରେ, ଦୁଇ ଦିନ ତଳେ କାର୍ତ୍ତିକଙ୍କୁ ଜ୍ୱର ଓ…

ନବରଙ୍ଗପୁର କଂଗ୍ରେସ ସଭା ମଣ୍ଡପରେ ଗଙ୍ଗାଜଳ ସିଂଚନ କରିଥିବା ବ୍ୟକ୍ତିମାନଙ୍କୁ ତୁରନ୍ତ ଗିରଫ କରାଯାଉ: କଂଗ୍ରେସ…

ଭୁବନେଶ୍ୱର: ଗତ ୨୭.୧୨.୨୦୨୧ରିଖ ସୋମବାର ଦିନ ଓଡ଼ିଶା ପ୍ରଦେଶ କଂଗ୍ରେସର ୧୦୦ବର୍ଷ ପୂର୍ତି ଅସବରରେ ନବରଙ୍ଗପୁର ଜିଲ୍ଲା କଂଗ୍ରେସ କମିଟିର ତରଫରୁ ଏକ ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଥିଲା । ଏହି ସମାବେଶରେ କଂଗ୍ରେସ ଦଳର ଜାତୀୟନେତା ଯଥା ଡଃ. କହ୍ନେୟା କୁମାର, ଗୁଜୁରାଟର ମାନ୍ୟବର ବିଧାୟକ…