Latest Odisha News

BREAKING NEWS

ତେଲେଙ୍ଗାନାରେ ସୁରକ୍ଷା କର୍ମୀଙ୍କ ମଧ୍ୟରେ ସଂଘର୍ଷ

ତେଲେଙ୍ଗାନା : ମାଲକାନଗିରି ସୀମାନ୍ତ ତେଲେଙ୍ଗାନାରେ ସୁରକ୍ଷା କର୍ମୀଙ୍କ ମଧ୍ୟରେ ସଂଘର୍ଷ । ତେଲେଙ୍ଗାନାର ଭେଙ୍କଟପୁରମ ପୋଲିସ ଷ୍ଟେସନ ଅନ୍ତର୍ଗତ ୩୯ତମ ସିଆରପିଏଫ କ୍ୟାମ୍ପରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମେସ୍ ଇନଚାର୍ଜ ଓ କାର୍ଯ୍ୟରତ ଏସଆଇଙ୍କ ମଧ୍ୟରେ ସଂଘର୍ଷ ହୋଇଛି । ଦୁଇ ଜଣଙ୍କ…

ପିଲାଙ୍କୁ ଟିକାକରଣ ଉପରେ ସରକାରଙ୍କ ନିଷ୍ପତ୍ତିକୁ ନେଇ ଏମିତି କହିଲେ ଏମ୍‌ସ ବିଶେଷଜ୍ଞ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ରାତିରେ ଦେଶକୁ ଦେଇଥିବା ସମ୍ବୋଧନରେ ଘୋଷଣା କରିଛନ୍ତି ଯେ ଜାନୁୟାରୀ ୩ ରୁ ୧୫ରୁ ୧୮ ବର୍ଷର ପିଲାମାନଙ୍କୁ କରୋନା ଟିକାକରଣ କରାଯିବ। ଅଧିକାଂଶ ବିଶେଷଜ୍ଞ ସରକାରଙ୍କ ଏହି ନିଷ୍ପତ୍ତିକୁ ପ୍ରଶଂସା କରୁଥିବାବେଳେ ଅନ୍ୟପକ୍ଷରେ ଅଲ୍ ଇଣ୍ଡିଆ…

କୁହୁଡ଼ି ପାଇଁ ୧୦ରୁ ଅଧିକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଶୀତରୁ ସାମାନ୍ୟ ଆଶ୍ୱସ୍ତ ମିଳିଛି । ରାଜ୍ୟରେ ଏକ ସପ୍ତାହ ଧରି ଶୀତର ପ୍ରବାହ ଜାରି ରହିଥିଲା । ଶନିବାର ରାତିରେ ସର୍ବନିମ୍ନ ତାପମାତ୍ରା ୧୦ ଡ଼ିଗ୍ରୀ ସେଲସିୟସ ରେକର୍ଡ଼ କରିଥିବାବେଳେ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଛି । ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟର କିଛି ଜିଲ୍ଲାରେ…

ଭାଇଜାନଙ୍କ ହାତରେ କାମୁଡ଼ିଲା ସାପ

ମୁମ୍ବାଇ: ବଲିଉଡର ଭାଇଜାନଙ୍କୁ କାମୁଡ଼ିଲା ସାପ । ବିଳମ୍ବିତ ରାତିରେ ହସ୍ପିଟାଲରେ ହେଲେ ଭର୍ତ୍ତି । ବାର୍ଥଡେ ସେଲିବ୍ରେସନ ସମୟରେ ଘଟିଲା ଅଘଟଣ । ସୂଚନା ଅନୁସାରେ, ଭେଟେରାନ ଅଭିନେତା ସଲମାନ ଖାନ୍ ପାନବେଲ ସ୍ଥିତ ଫାର୍ମ ହାଉସରେ ଥିଲା ବେଳେ ଶନିବାର ତାଙ୍କ ହାତକୁ ଏକ ସାପ କାମୁଡ଼ି ଦେଇଥିଲା…

ଓମିକ୍ରନ ଭୟ, ନୂଆବର୍ଷରେ ୩ ଦିନ ବନ୍ଦ ରହିବ ମା’ ମଝିଘରିଆଣୀଙ୍କ ମନ୍ଦିର

ରାୟଗଡ଼ା: ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ମନ୍ଦିର ଆସନ୍ତା ୩୧ରୁ ଜାନୁଆରୀ ୨ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । ନୂଆବର୍ଷରେ କୋଭିଡ଼ କଟକଣାକୁ ଦୃଷ୍ଟିରେ ରଖି ମନ୍ଦିର ବନ୍ଦ ରହିବ । ଏନେଇ ଜିଲ୍ଲା ପ୍ରଶାସନ ଓ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।…

ଫ୍ୟାକ୍ଟ୍ରିରେ ବିସ୍ଫୋରଣ, ୬ ମୃତ

ପାଟଣା: ବିହାରର ମୁଜାଫରପୁରରେ ଅଭାବନୀୟ ଘଟଣା । ରବିବାର ଏଠାରେ ଥିବା ଏକ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ ଘଟିଛି । ଯେଉଁଥିରେ ୬ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିବା ସହିତ ବହୁ ସଂଖ୍ୟକ ଲୋକ ଆହତ ହୋଇଥିବା ଜଣାପଡ଼ିଛି । ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି । ସୂଚନା…

ସାହିତ୍ୟ ଓ ଜୀବନ ପରସ୍ପର ପରିପୂରକ : ମହାଶ୍ୱେତା ସାହୁ

ଓଡ଼ିଆ ସାହିତ୍ୟର ଜଣେ ସମ୍ବେଦନଶୀଳ ଓ ପ୍ରାଣବନ୍ତ ପ୍ରତିଭା ମହାଶ୍ୱେତା ସାହୁ । ଗଳ୍ପ, ଉପନ୍ୟାସ, କବିତା, ପ୍ରବନ୍ଧ, ସମାଲୋଚନା ପ୍ରଭୃତି କ୍ଷେତ୍ରରେ ସେ ସାଉଣ୍ଟିଛନ୍ତି ବିପୁଳ ପାଠକୀୟତା । ତାଙ୍କ ସର୍ଜନା କ୍ଷେତ୍ରର ପରିସୀମା ମପାଯାଇ ପାରେନା । ଭାବ ଓ ଭାଷାର ସମ୍ମିଶ୍ରଣରେ ସେ…

‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ମୋଦି

ଦିଲ୍ଲୀ: ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆଜି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କୋଭିଡ଼-୧୯ ମହାମାରୀ ସମୟରେ ସମସ୍ତେ ଗୋଟିଏ ପରିବାର ଭଳି ଏକଜୁଟ ହୋଇଥିବାରୁ କାର୍ଯ୍ୟକ୍ରମ ପ୍ରାରମ୍ଭରେ ଦେଶବାସୀଙ୍କୁ ପ୍ରଶଂସା କରିଥିଲେ । ଓମିକ୍ରନକୁ ନେଇ ସତର୍କ କରାଇ…

୯ରୁ ୧୨ ମାସ ରହିପାରେ ଦ୍ବିତୀୟ ଡୋଜ୍ ଓ ବୁଷ୍ଟର୍ ଡୋଜ୍ ମଧ୍ୟରେ ବ୍ୟବଧାନ

ନୂଆଦିଲ୍ଲୀ: ରିପୋର୍ଟ ଅନୁଯାୟୀ, ଦ୍ବିତୀୟ ଡୋଜ୍ କରୋନା ଟିକା ଏବଂ ବୁଷ୍ଟର୍ ଡୋଜ୍ ମଧ୍ୟରେ ବ୍ୟବଧାନ ନଅରୁ ୧୨ ମାସ ହେବାର ସମ୍ଭାବନା ରହିଛି। ଭାରତର ଇନୋକ୍ୟୁଲେସନ ପ୍ରୋଗ୍ରାମ କୋଭିଶିଲ୍ଡ ଏବଂ କୋଭାକ୍ସିନରେ ବର୍ତ୍ତମାନ ବ୍ୟବହୃତ ହେଉଥିବା ଟିକାଗୁଡ଼ିକରେ ଥିବା ବ୍ୟବଧାନ ଉପରେ…

ଓମିକ୍ରନ୍‌ ଭୟ; ଏଥର ହେବନି ପଞ୍ଚାୟତ ନିର୍ବାଚନ

ଭୋପାଳ: ଦେଶରେ ଓମିକ୍ରନ୍‌ ଆତଙ୍କ ମଧ୍ୟରେ ମଧ୍ୟପ୍ରଦେଶରେ ପଞ୍ଚାୟତ ନିର୍ବାଚନ ବର୍ତ୍ତମାନ ସ୍ଥଗିତ ରଖାଯିବା ନେଇ ନିଷ୍ପତ୍ତି ନିଆଯାଇଛି। ଆଜି ମଧ୍ୟପ୍ରଦେଶରେ ସରକାରଙ୍କ କ୍ୟାବିନେଟ ବୈଠକରେ ପାରିତ ହୋଇଥିବା ଏହି ନିୟମ ପ୍ରତ୍ୟାହାର କରି ରାଜ୍ୟପାଳଙ୍କ ଅନୁମୋଦନ ପାଇଁ ପଠାଯାଇଛି।…