Latest Odisha News

BREAKING NEWS

ପୁର୍ନଜନ୍ମର ଅବିଶ୍ୱସନୀୟ ସତ୍ୟ: ୪ବର୍ଷର ଶିଶୁ ଖୋଲିଲା ୯ ବର୍ଷ ତଳର ମୃତ୍ୟୁ ରହସ୍ୟ

ଉଦୟପୁର: ପୁର୍ନଜନ୍ମ ଘଟଣା ନେଇ ଏବେ ବି ତର୍କ ଚାଲିଛି । ବୈଜ୍ଞାନିକ ଓ ଗବେଷକମାନେ ଏହା ସମ୍ଭବ ନୁହେଁ ଦାବୀ କରୁଥିବା ବେଳେ ଗୋଟିଏ ପରେ ଗୋଟିଏ ଘଟଣା ଏହି ରହସ୍ୟକୁ ଅନାବୃତ କରୁଛି । ରାଜସ୍ଥାନର ଉଦୟପୁରରେ ପୁନର୍ବାର ଏ ଭଳି ଏକ ଘଟଣା ଘଟିଛିି । ପରାବଲ ଗ୍ରାମର ରତନ ସିଂ ଚୁଡାବତଙ୍କ ୫ମ ଝିଅ…

[ଭିଡ଼ିଓ] ଚାଷୀଙ୍କ ପାଇଁ ବାଧକ ସାଜିଛି ରେଳ ଧାରଣା

କାମାକ୍ଷାନଗର: ଚାଷୀଙ୍କ ପାଇଁ କାଳ ସାଜିଛି ରେଳ ଧାରଣା । ତାଳଚେର ଓ ଡ଼ୁବୁରୀ ମଧ୍ୟରେ ଚାଲିଥିବ। ରେଳପ୍ରକଳ୍ପ ଏବେ ଚାଷୀଙ୍କ ପାଇଁ କାଳ ସାଜିଛି ।  କାମାକ୍ଷାନଗର ବ୍ଲକ ବଡସୁଆଁଳ ହାଟୁଆରି ଗ୍ରାମର ପ୍ରାୟ ଶହଶହ ଏକର ଜମି ରେଳଧାରଣା ଅପରପାର୍ଶ୍ୱରେ ରହିଅଛି । କିନ୍ତୁ ଜମିକୁ ଯିବା ପାଇଁ…

ସିଲ ହେଲା ଢ଼େଙ୍କାନାଳ ସିଭିଲ କୋର୍ଟ,୧୦ଜଣ କର୍ମଚାରୀ କରୋନା ପଜିଟିଭ

ଢ଼େଙ୍କାନାଳ: ମାଇକ୍ରୋ କଣ୍ଟେନମେଣ୍ଟ ସହ ସିଲ ହେଲା ଢ଼େଙ୍କାନାଳ ଜିଲ୍ଲା ସିଭିଲ କୋର୍ଟ । ୭୨ଘଣ୍ଟା ପାଇଁ ସିଲ୍ କଲା ପୌର ପ୍ରଶାସନ । ଏକାଧିକ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଜିଲ୍ଲାପାଳ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ସୂଚନା ଅନୁସାରେ, କୋର୍ଟର ୧୦ରୁ ଅଧିକ କର୍ମଚାରୀ କରୋନାରେ…

ଦିଲ୍ଲୀରେ ୧୫ ବର୍ଷରୁ କମ ବୟସ୍କ ପିଲା ଓ ଟିକା ନେଇନଥିବା ବ୍ୟକ୍ତି ସାଧାରଣତନ୍ତ୍ର ଦିବସ ପରେଡକୁ ଯିବାମନା

ନୂଆଦିଲ୍ଲୀ : ସାଧାରଣତନ୍ତ୍ର ଦିବସ ପାଇଁ ଆସିଲା ଗାଇଡ ଲାଇନ । ଟିକା ନନେଇଥିବା ବ୍ୟକ୍ତି ଓ ୧୫ ବୟସରୁ କମ ବୟସ୍କ ପିଲା ସାଧାରଣତନ୍ତ୍ର ଦିବସ ପରେଡକୁ ଯାଇ ପାରିବେ ନାହିଁ ବୋଲି ନୂଆ ଗାଇଡ ଲାଇନ ଆସିଛି । ୧୫ ବୟସରୁ କମ ବୟସର ପିଲାମାନେ ଯେଉଁମାନେ ଟିକା ନେଇନାହାନ୍ତି ସେମାନେ ପରେଡରେ…

ବହୁଚର୍ଚ୍ଚିତ କୋଟିଆ ମାମଲାର ଶୁଣାଣି ୪ ସପ୍ତାହ ଲାଗି ଘୁଞ୍ଚିଲା

ଦିଲ୍ଲୀ: ସୁପ୍ରିମକୋର୍ଟରେ ବହୁଚର୍ଚ୍ଚିତ କୋଟିଆ ମାମଲାର ଶୁଣାଣି ୪ ସପ୍ତାହ ଲାଗି ଘୁଞ୍ଚିଲା । ଆଜି ସୁପ୍ରିମକୋର୍ଟ ଏଭଳି ନିଷ୍ପତ୍ତି ଶୁଣାଇଛନ୍ତି । ଓଡ଼ିଶା ସରକାର ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ଏହି ବିବାଦର ସମାଧାନ ଲାଗି ଆଲୋଚନା ଜାରି ରହିଥିବା ନେଇ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ପତ୍ର…

ଦଶମ ଓ ଦ୍ୱାଦଶ ପିଲା ପରୀକ୍ଷା ପାଇଁ ପ୍ରସ୍ତୁତ ରୁହ : ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର : ଦଶମ ଓ ଦ୍ୱାଦଶ ପରୀକ୍ଷା ନେଇ ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ଦଶମ ଓ ଦ୍ୱାଦଶ ପିଲା ପରୀକ୍ଷା ପାଇଁ ପ୍ରସ୍ତୁତ ରୁହ । ରାଜ୍ୟ ସରକାର ଆଶାବାଦୀ ଅଛନ୍ତି ପରୀକ୍ଷା ଠିକ ସମୟରେ ହୋଇ ଫଳାଫଳ ବାହାରିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି । ଦଶମ…

ହାଟରୁ ଧରା ପଡିଲେ ଦୁଇ ମୋବାଇଲ ଲୁଟେରା, ୩ଟି ମୋବାଇଲ ଓ ଗୋଟିଏ ଗାଡି ଜବତ

ଢେଙ୍କାନାଳ : ମାତିଛନ୍ତି ଲୁଟେରା । ଦିନ ଦ୍ୱିପ୍ରହରେ ଲୋକଙ୍କ ଆଖି ଆଗରେ କରୁଛନ୍ତି ଲୁଟ । ମୋବାଇଲ ଲୁଟେରାଙ୍କୁ କାବୁ କଲେ ଗାଁ ଲୋକ । ଢେଙ୍କାନାଳ ଭୁବନ ଥାନା ଅନ୍ତର୍ଗତ ପରିବା ବଜାରରେ ଏପରି ଘଟଣା ଘଟିଛି । ଅଭିଯୁକ୍ତ ଲୁଟେରା ମାନଙ୍କ ନିକଟରୁ ୩ଟି ମୋବାଇଲ ଓ ଗୋଟିଏ ମୋଟର ସାଇକେଲ ଜବତ…

ଅଜଣା ଗାଡ଼ି ଧକ୍କାରେ ଜଣଙ୍କ ମୃତ୍ୟୁ, ଜଣେ ଗୁରୁତର

ବୌଦ୍ଧ: ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ନିକଟ ବାଇପାସ୍ ରାସ୍ତାରେ ସଡ଼କ ଦୁର୍ଘଟଣା । ଅଜଣା ଗାଡ଼ି ଧକ୍କାରେ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ମୃତକ ଚଉରିଆ ପଦର ଗାଁର ଶ୍ୟାମ ସୁନ୍ଦର ସାହୁ । ସୂଚନା ଅନୁସାରେ, ଦୁଇଜଣ ବାଇକରେ ନିଜ ଗାଁରୁ ବାହାରି ବାସୁଦେବପାଲି…

ପୁଲିସ ଏନକାଣ୍ଟରରେ ଜଣେ ହାର୍ଡକୋର ମାଓବାଦୀ ନିହତ

ମାଲକାନଗିରି : ପୁଣି ଏନକାଉଣ୍ଟର। ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି ପୁଲିସ ଓ ମାଓବାଦୀ।  ମାଲକାନଗିରି ଛତିଶଗଡ ସିମାନ୍ତ ନାରାୟଣପୁର ଜିଲ୍ଲାରେ ଏନକାଣ୍ଟର । ପୋଲିସ ଗୁଳିରେ ଜଣେ ହାର୍ଡକୋର ମାଓବାଦୀ ନିହତ ହୋଇଥିବା ସୁଚନା । ଘଟଣା ସ୍ଥଳରୁ ବନ୍ଧୁକ ସହ ଭାରି ମାତ୍ରାରେ ବିସ୍ଫୋରକ…

ଦିଲ୍ଲୀରେ ପ୍ରବଳ ଥଣ୍ଡା ଯୋଗୁଁ ୧୯ ଦିନରେ ଗଲାଣି ୧୦୬ ଜଣଙ୍କ ଜୀବନ !

ଦିଲ୍ଲୀ : ପ୍ରବଳ ଜାଡରେ ଥରୁଛି ଦିଲ୍ଲୀ । ପ୍ରବଳ ଥଣ୍ଡା ଯୋଗୁଁ ଦିଲ୍ଲୀରେ ଗୋଟିଏ ମାସ ଭିତରେ ୧୦୬ ଜଣଙ୍କର ମୃତ୍ୟୁ ହୋଇଯାଇଥିବା ସୂଚନା ମିଳିଛି । ଏନେଇ ସରକାରୀ ସଙ୍ଗଠନ ସେଣ୍ଟର ଫର ହୋଲିଷ୍ଟିକ ଡେଭଲପମେଣ୍ଟ (ସିଏଚଡି) ସ୍ୱେଚ୍ଛାସେବୀ ସଙ୍ଗଠନ ରିପୋର୍ଟ ସାମ୍ନାକୁ ଆଣିଛି । ସେପଟେ ଦିଲ୍ଲୀର…