Latest Odisha News

BREAKING NEWS

ମେ’ରେ ମହାମାରୀ ଦେଖାଇଛି ମହାରୂପ: ୮୮ ଲକ୍ଷ ପଜିଟିଭ୍, ୧ ଲକ୍ଷ ୧୭ହଜାର ମୃତ

ନୂଆଦିଲ୍ଲୀ: ମେ ମାସରେ ଦେଶରେ କରୋନା ସଂକ୍ରମଣ ପିକ୍ ଛୁଇଁଥିଲା । ମହାରୂପ ଦେଖାଇଥିଲା ମହାମାରୀ । ଲକ୍ଷ ଲକ୍ଷ ଲୋକ ସଂକ୍ରମିତ ହୋଇଛନ୍ତି । ଲକ୍ଷେରୁ ଅଧିକ ଜୀବନ ବି ନେଇଚି କରୋନା । ମେ ମାସରେ ଦୈନିକ ସଂକ୍ରମଣ ରେକର୍ଡ ୪ ଲକ୍ଷ ପାର କରିଥିଲା । ମୃତ୍ୟୁସଂଖ୍ୟା ବି ପାଖାପାଖି ୫ହଜାର ହୋଇଛି…

କେନ୍ଦ୍ରୀୟ ଭିସ୍ତା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସ୍ଥଗିତ ରଖିବା ଆବେଦନକୁ ଖାରଜ କଲେ ଏଚ୍‌ସି

ନୂଆଦିଲ୍ଲୀ: କେନ୍ଦ୍ରୀୟ ଭିସ୍ତା ପ୍ରକଳ୍ପରେ ଉପରେ ବନ୍ଦ କରିବାକୁ ଚାହୁଁଥିବା ଏକ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖଣ୍ଡନ କରିଛନ୍ତି ଏବଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ବୋଲି କହିଛନ୍ତି। ପ୍ରଧାନ ବିଚାରପତି ଡି.ଏନ୍ ପଟେଲ ଏବଂ ଜଷ୍ଟିସ୍ ଜ୍ୟୋତି ସିଂଙ୍କ ଦିଲ୍ଲୀ ହାଇକୋର୍ଟର ଖଣ୍ଡପୀଠରେ…

ଜାଣନ୍ତୁ, ମେ’ ମାସରେ ପେଟ୍ରୋଲ ଓ ଡିଜେଲ ଦାମ ବଢ଼ିଛି କେତେ ?

ନୂଆଦିଲ୍ଲୀ: ମେ ମାସରେ କରୋନା ସଂକ୍ରମଣ ଉପରମୁହାଁ ହୋଇଥିଲା । ତାସହ ପେଟ୍ରୋଲ ଓ ଡିଜେଲ୍ ଦାମ୍ ବି ବଢ଼ିଛି । ମେ ମାସରେ ମହଙ୍ଗା ହୋଇଛି ତୈଳ ଦର । ପେଟ୍ରୋଲ ଓ ଡିଜେଲ୍ ଦର ବୃଦ୍ଧି ଗ୍ରାହକଙ୍କ ପକେଟରେ ମହଙ୍ଗା ମାଡ଼ କରିଛି । ଗୋଟିଏ ମାସରେ ପେଟ୍ରୋଲ ଲିଟର ପ୍ରତି ଦର ୩ଟଙ୍କା ୮୩ ପଇସା ଓ…

ସୁରକ୍ଷାକର୍ମୀଙ୍କ ଗୁଳି ଟଳିଲା ହାର୍ଡକୋର ମହିଳା ମାଓବାଦୀ

ମାଲକାନଗିରି: ଛତିଶଗଡ଼ର ଦାନ୍ତେୱାଡା ଜିଲ୍ଲାରେ ପୋଲିସ-ମାଓବାଦୀ ଗୁଳିବିନିମୟ । ସୁରକ୍ଷାକର୍ମୀ ଗୁଳିରେ ଟଳିଲା ଜଣେ ହାର୍ଡଖୋର ମହିଳା ମାଓନେତ୍ରୀ । ତାଙ୍କ ନାମ ୱାଇ.କେ. ପୋକ୍କ । ସେ ପିଏଲଜିଏ ପ୍ଲାଟୁନ ନମ୍ବର ୧୬ର ସଦସ୍ୟ ଥିଲେ । ମୃତ ମହିଳା ମାଓବାଦୀଙ୍କ ନାଁରେ ଥିଲା ୨ ଲକ୍ଷ ଟଙ୍କାର…

ସୁପ୍ରିମକୋର୍ଟରେ CBSE ଦ୍ୱାଦଶ ଶ୍ରେଣୀ ପରୀକ୍ଷା ମାମଲା: ଆସନ୍ତା ୩ ତାରିଖକୁ ଘୁଞ୍ଚିଲା ଶୁଣାଣି

ନୂଆଦିଲ୍ଲୀ: ଚଳିତବର୍ଷ ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ହେବ କି ନାହିଁ ? ଯଦି ହେବ କେବେ ସୁଦ୍ଧା କରାଯିବ ? ଦ୍ୱନ୍ଦ୍ୱରେ ଛାତ୍ରଛାତ୍ରୀ ଓ ଅଭିଭାବକ । ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି । ଆଜି ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ସମ୍ପର୍କିତ ମାମଲାର ଶୁଣାଣି କରିଛନ୍ତି ସର୍ବୋଚ୍ଚ…

କୋଭିଶିଲ୍ଡ ଟିକା ନେଇ ଆଦର ପୁନାୱାଲାଙ୍କ ବିରୋଧରେ ଆସିଲା ସଙ୍ଗୀନ ଅଭିଯୋଗ

ଲକ୍ଷ୍ନୌ: ଲକ୍ଷ୍ନୌର ଜଣେ ବ୍ୟକ୍ତି ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଆଦର ପୁନାୱାଲା ଏବଂ ଅନ୍ୟମାନଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ଯେ କୋଭିଶିଲ୍ଡ ଡୋଜ ନେବା ସତ୍ତ୍ବେ ବି ତାଙ୍କର ଆଣ୍ଟିବଡି ବିକଶିତ ହୋଇନାହିଁ। ଲକ୍ଷ୍ନୌର ଆଶିଆନା ପୋଲିସ ଷ୍ଟେସନରେ ଆଦର ପୁନାୱାଲାଙ୍କ…

କୋଭିଡ୍‌ ଲକ୍‌ଡାଉନ୍‌ ଯୋଗୁ କମିଛି ଜୀବାଣୁ ଜନିତ ସଂକ୍ରମଣ; ରିପୋର୍ଟ

ନୂଆଦିଲ୍ଲୀ: ଅକ୍ସଫୋର୍ଡ ୟୁନିଭରସିଟିର ଏକ ଅଧ୍ୟୟନରୁ ଜଣାପଡିଛି ଯେ ନିମୋନିଆ, ମେନିଞ୍ଜାଇଟିସ୍ ଏବଂ ସେପସିସ୍ ଭଳି ଜୀବାଣୁ ଜନିତ ରୋଗ କୋଭିଡ-୧୯ କାରଣରୁ ଲଗାଯାଇଥିବା ଲକଡାଉନ୍ ଦ୍ୱାରା ହ୍ରାସ ପାଇଛି। ସଂକ୍ରାମକ ରୋଗ ବିଶେଷଜ୍ଞ ତଥା ଓଟାଗୋ ବିଶ୍ୱବିଦ୍ୟାଳୟର ଖ୍ରୀଷ୍ଟଚର୍ଚର ଡିନ୍…

ଭିମ୍‌ସାରରେ ବ୍ଲାକ୍‌ ଫଙ୍ଗସ୍‌ରେ ଆକ୍ରାନ୍ତ ରୋଗୀଙ୍କ ମୃତ୍ୟୁ ସନ୍ଦେହ

ସମ୍ବଲପୁର: ଭିମ୍‌ସାରରେ ଜଣେ ବ୍ଲାକ୍‌ ଫଙ୍ଗସ୍‌ରେ ଆକ୍ରାନ୍ତ ରୋଗୀଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଉକ୍ତ ରୋଗୀଙ୍କର ରବିବାର ରାତିରେ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ମେଡିକାଲ୍‌ରେ ମୃତ୍ୟୁ ହୋଇଛି। ଭିମ୍‌ସାର୍‌ ଅଧୀକ୍ଷକ ଲାଲ ମୋହନ ନାୟକ ଏହି ସୂଚନା ଦେଇଛନ୍ତି।…

ଲକଡାଉନରେ ମାତିଲେ ଲୁଟେରା, ପରିବା ଆଣିବାକୁ ଯାଉଥିବା ମହିଳାଙ୍କ ବେକକୁ କାଟିଲା ଦୁର୍ବୃତ୍ତ

ଭୁବନେଶ୍ୱର: ଲକଡାଉନ ବେଳେ ରାଜଧାନୀରେ ମାତିଲେ ଲୁଟେରା । ପରିବା ଆଣିବାକୁ ଯାଉଥିବା ବେଳେ ଭୁବନେଶ୍ୱରରେ ଜଣେ ମହିଳାଙ୍କୁ ଆକ୍ରମଣ କରି ଲୁଟ୍ ଉଦ୍ୟମ କରିଛନ୍ତି ଦୁର୍ବୃତ୍ତ । ମହିଳାଙ୍କ ବେକକୁ ଧାରୁଆ ଅସ୍ତ୍ରରେ କାଟି ଦେଇଛନ୍ତି । ଗୁରୁତର ଅବସ୍ଥାରେ ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି…

ନାଗ ଅଶ୍ୱୀନଙ୍କ ମେଗା ବଜେଟ ଫିଲ୍ମରେ ପ୍ରଭାସ, ଦୀପିକା

ମୁମ୍ବାଇ: ବହୁବଳୀ ଫେମ୍ ସୁପରଷ୍ଟାର ପ୍ରଭାସଙ୍କ ଆଗାମୀ ଫିଲ୍ମ ନେଇ ଚର୍ଚ୍ଚା ଜୋର ଧରିଛି । ମହନଟୀ ଫିଲ୍ମର ନିର୍ଦ୍ଦେଶକ ନାଗ ଅଶ୍ୱୀନ ତାଙ୍କର ଅଗାମୀ ଫିଲ୍ମରେ ପ୍ରଭାସଙ୍କୁ ନେଇଛନ୍ତି । ପ୍ରଭାସଙ୍କ ସହ ଦୀପିକା ପାଦୁକୋନ ଏବଂ ଅମିତାଭ ବଚ୍ଚନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ…