Latest Odisha News

BREAKING NEWS

ଆଜି ଭାରତ ଆସୁଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍, ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ହେବ ଆଲୋଚନା

ଦିଲ୍ଲୀ: ଆଜି ଭାରତ ଆସୁଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ଭାରତରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ । ଏଥିରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବ । ପ୍ରତିରକ୍ଷା, ବାଣିଜ୍ୟ, ଶକ୍ତି ଓ କୂଟନୈତିକ ସହଭାଗିତା, ଉଭୟ ରଷ୍ଟ୍ର ମଧ୍ୟରେ…

ପଶ୍ଚିମବଙ୍ଗ ଆଡ଼କୁ ମୁହାଁଇଲା ଜୱାଦ, ଆଜିଠୁ ପାଗରେ ହେବ ପରିବର୍ତ୍ତନ

ଭୁବନେଶ୍ୱର: ଜୱାଦ ଦୁର୍ବଳ ହେବା ପରେ ପଶ୍ଚିମବଙ୍ଗ ଆଡ଼କୁ ମୁହାଁଇଲା । ଜୱାଦ ପ୍ରଭାବରେ ଉତ୍ତର ଓଡ଼ିଶା ଉପକୂଳରେ ବର୍ଷା ହୋଇଛି । ସମୁଦ୍ର ଭିତରେ ବାତ୍ୟାର ରୂପ ନେବା ପରେ ସେହି ସମୁଦ୍ରରେ ତୀବ୍ର ଅବପାତ ଓ ପରେ ଅବପାତରେ ପରିଣତ ହୋଇଛି । ଏହା ଆହୁରି ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହେବ ।…

ଓଡ଼ିଆ ସାହିତ୍ୟ ଆଜି ଅସୁସ୍ଥ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ : ଶବ୍ଦ ତୂଣୀର…  ବୈଦିକ ସମାଜରୁ ବୈଧସମାଜର ସୀମାରେଖା ସ୍ପର୍ଶ କରି ବହିଆସୁଛି ସାରସ୍ୱତ ସୃଜନଧାରାର ଶାଶ୍ୱତୀ ସରସ୍ୱତୀ। କେବେ ହୋଇଛି କୂଳଲଂଘିନୀ ତ କେବେ ପୁଣି ଅନ୍ତଃସଲିଳା । ଆଉକେବେ ସାରସ୍ୱତ ସର୍ଜନାର ଏ ସରସ୍ୱତୀ ସମାଜର ଅନ୍ଧକାର ଯୁଗ ପରିକ୍ରମା…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଭାଗ : ୧୮  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । କୋଟି ବ୍ରହ୍ମlଣ୍ଡର କର୍ତ୍ତା ଶ୍ରୀ ଜଗନ୍ନାଥ କେବଳ ଏ ସମସ୍ତ ବିପତ୍ତିରୁ ସଂସାରକୁ ରକ୍ଷା କରିବାକୁ ସମର୍ଥ । ଯୁଗ ଯୁଗରୁ ଯୋଗୀ, ମୁନିମାନେ ସେଥିପାଇଁ ପ୍ରତେକ କଠିନ ପରିସ୍ଥିତିରେ…

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ଅସୀମକୁ ଦୃଷ୍ଟି  ଆକାଶକୁ କୋର୍ଟ ପିନ୍ଧେଇବାର ସ୍ପର୍ଦ୍ଧା କରିଥିଲି ଦିନେ । ତା'ର ମହାଶୂନ୍ୟତାକୁ ବେଢ଼େଇବାକୁ ଚାହିଁଥିଲି ଆବରଣ । ଚୁନା ଚୁନା ମେଘର ଆବେଗରେ ସଜେଇଥିଲି ତାର ଦେହ । ଖଞ୍ଜିଥିଲି ମଣିଷର ହାତ ଆଉ ରୋପିଥିଲି ପ୍ରେମର ସ୍ତବକ ସେହି ଦିବ୍ୟ ଆଙ୍ଗୁଠିର ବେଷ୍ଟନୀରେ । ବଢ଼େଇ…

ଧାରାବାହିକ ଉପନ୍ୟାସ : ଦେବୀ (୫)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୫ ଗାଆଁରେ ରାତି କିଛି ସ୍ତୁପିଭୂତ ରହସ୍ୟର ଭିତ୍ତିକଥା ପରି। ସେ ରହସ୍ୟ ଭିତରେ ଥାଏ ବୁଢ଼ୀ ଅସୁରୁଣୀର ଯାଦୁପେଡ଼ି। ଯାଦୁପେଡି ଭିତରେ କୁଆଁରୀ ହାଡ଼। ଯାହା ବଳରେ ମାଲ୍ୟାଣୀ କରେ ରାଜାପୁଅକୁ ମେଣ୍ଢା,ମେଣ୍ଢାକୁ ରାଜାପୁଅ।…

କବିତା : ଲୀଳାମୟ ତୁମେ ଜଗନ୍ନାଥ

ପ୍ରଶାନ୍ତ କୁମାର ନାଥ ଲୀଳାମୟ ତୁମେ ନୀଳ ଜଳଧିରେ କୋଟି ଜଳ ବିନ୍ଦୁ ରାଶି କେ ପାରିବ କଳି ତୁମ ରୂପ ରାଶି ଏ ଜଗତ ଦାଣ୍ଡରେ ବସି। ପ୍ରତି ହୃଦୟରେ ତୁମେ ବିରାଜିତ ସୁକ୍ଷ୍ମ ରୂପ ତୁମ ଧରି ମୃତେ ଵି ଜୀବିତ ଜୀଵିତେ ବି ମୃତ ଜୀବନକୁ କର ପାରି। ପିୟୁଷରେ ତୁମେ ବିଷରେ ବି ତୁମେ…

ଫାଇନାଲରେ ଜର୍ମାନୀକୁ ହରାଇ ଜୁନିଅର ହକି ବିଶ୍ବକପ ଟ୍ରଫି ହାତେଇଲା ଆର୍ଜେଣ୍ଟିନା

ଭୁବନେଶ୍ବର : ଶେଷ ହେଲା ଜୁନିଅର ହକି ମହାକୁମ୍ଭ । ଫାଇନାଲରେ ଜର୍ମାନୀକୁ ହରାଇ ଟାଇଟଲ ହାତେଇଛି ଆର୍ଜେଣ୍ଟିନା । ରୋମାଞ୍ଚକର ଫାଇନାଲ ମ୍ୟାଚରେ ଜର୍ମାନୀକୁ ୪-୨ ଗୋଲରେ ପରାସ୍ତ କରିଛି ଆର୍ଜେଣ୍ଟିନା । ନଭେମ୍ବର ୨୪ ତାରିଖରୁ ଆରମ୍ଭ ହେଇଥିବା ଏହି ହକି ମହାକୁମ୍ଭର ଆଜିର ଫାଇନାଲ…

ଜିଲ୍ଲାସ୍ତରୀୟ ସିନିୟର୍ ମହିଳା ଓ ପୁରୁଷ ହକି ଟୁର୍ଣ୍ଣାମେଣ୍ଟ ଉଦଯାପିତ

ସୁନ୍ଦରଗଡ଼ : ଉଦଯାପିତ ହୋଇଛି ଜିଲ୍ଲାସ୍ତରୀୟ ସିନିୟର୍ ମହିଳା ଓ ପୁରୁଷ ହକି ଟୁର୍ଣ୍ଣାମେଣ୍ଟ । ଭବାନୀ ସ୍ପୋର୍ଟସ କମ୍ପଲେକ୍ସ ଠାରେ ଦୁଇ ଦିନ ଧରି ଚାଲିଥିବା ଜିଲ୍ଲାସ୍ତରୀୟ ସିନିୟର୍ ମହିଳା ଓ ପୁରୁଷ ହକି ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଛି । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ…

କେନ୍ଦ୍ରାପଡ଼ାରେ ତୁହାକୁ ତୁହା ବର୍ଷା, ଉଜୁଡ଼ିବାକୁ ବସିଛି ଧାନ ଫସଲ

କେନ୍ଦ୍ରାପଡ଼ା : ବାତ୍ୟା ଜଓ୍ବାଦ ଟଳିଯାଇଛି । ମାତ୍ର କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଲାଗି ରହିଛି ତୁହାକୁ ତୁହା ବର୍ଷା । ଫଳରେ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପାଣିରେ ବୁଡ଼ି ରହିଛି ଧାନଫସଲ । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା, ରାଜନଗର, ପଟ୍ଟାମୁଣ୍ଡାଇ,…