Latest Odisha News

BREAKING NEWS

କରୋନା ମୃତ୍ୟୁରେ ଲାଗୁନି ବ୍ରେକ: ଆଜି ଗଲା ଆଉ ୩୫ ଜୀବନ

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ ଏବେ କମିଛି । କିନ୍ତୁ ମୃତ୍ୟୁସଂଖ୍ୟାରେ ଲାଗୁନି ଲଗାମ । ବଢୁଛି ଦୈନିକ ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ କରୋନା ଆଉ ୩୫ ଜଣଙ୍କର ଜୀବନ ନେଇଛି । ୧୪ ଜିଲ୍ଲାରୁ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ଅନୁଗୋଳ ଜିଲ୍ଲାରୁ ସର୍ବାଧିକ ୫…

ଆଜି ରାଜ୍ୟରୁ ୭୧୮୮ କରୋନା ଆକ୍ରାନ୍ତ ଚିହ୍ନଟ, ୮ଜିଲ୍ଲାରେ ଶହେ ତଳେ ନୂଆ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ୧୦ ହଜାର ତଳକୁ ଖସିଛି ଦୈନିକ କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୭ହଜାର ୧୮୮ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୪ହଜାର ୨୬ ଜଣ ଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୩ହଜାର ୧୬୨ଟି । ଖୋର୍ଦ୍ଧାରୁ ସର୍ବାଧିକ ୧୧ଶହ ୩୪…

କରୋନା ନେଲା ରାଜ୍ୟରୁ ଆଉ ଜଣେ ସାମ୍ବାଦିକଙ୍କ ଜୀବନ

ବାରିପଦା: କରୋନା ରାଜ୍ୟରୁ ଆଉ ଜଣେ ସାମ୍ବାଦିକଙ୍କ ଜୀବନ ନେଇଛି । ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ କନକ ନ୍ୟୁଜର କରଞ୍ଜିଆ ପ୍ରତିନିଧି । ତାଙ୍କ ନାଁ ଅସିତ କୁମାର ବେହେରା । ମୃତ୍ୟୁ ବେଳକୁ ତାଙ୍କୁ ୪୬ ବର୍ଷ ହୋଇଥିଲା । ନିକଟରେ ସେ କରୋନା ସଂକ୍ରମିତ ହୋଇଥିଲେ । ଏହାପରେ ବାରିପଦାର ଏକ…

ନବୀନଙ୍କ ପଞ୍ଚମ ପାଳି ସରକାରକୁ ପୂରିଲା ଦୁଇ ବର୍ଷ, ଆଜି ବସୁଛି ମନ୍ତ୍ରୀ ପରିଷଦ ବୈଠକ

ଭୁବନେଶ୍ୱର: ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳି ସରକାରକୁ ଦଇ ବର୍ଷ ପୂରିଛି । ଏହି ସମୟ ଭିତରେ ରାଜନୈତିକ ସ୍ତରରେ ଅନେକ ସଫଳତା ହାସଲ କରିଛନ୍ତି । ଅନେକ ଜନକଲ୍ୟାଣକାରୀ ଯୋଜନାର ପ୍ରଚଳନ ସହ ବିକାଶମୂଳକ କାମ କରି ଲୋକଙ୍କ ବିଶ୍ୱାସ ଜିଣିଛନ୍ତି ମୁଖ୍ୟମନ୍ତ୍ରୀ । ପଞ୍ଚମ ପାଳିରେ ସରକାର କରୋନା…

ଗଳ୍ପ: ଭୋକ-ମାରୀ

ଲୋପାମୁଦ୍ରା ପରିଡା  ଏଇ ଆମ ଦୋ'ତାଲା ଉପରୁ ରାସ୍ତାକୁ ଦେଖୁଥିଲି । ଚବିଶ ଘଣ୍ଟା ପେଁ ପେଁ ପେଁ କରୁଥିବା ଏ ରାସ୍ତା ଏବେ ଗଦ ଶୁଙ୍ଘେଇଲା ପରି ଅଚେତା ପଡିଥାଏ । ସଟ୍ ଡାଉନ ପରା ।ମଣିଷ ଭୁଲିଗଲାଣି ସଂସାର ଚଳମାନ ବୋଲି । ହଠାତ୍ ଦିଶିଲା ସିଏ । ନୂଆ ଚିଜଟେ ଦେଖିଲା ପରି ଆଖି ଆପେ ଆପେ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୨୯-୫-୨୦୨୧ ଶନିବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ମଇ ତା ୨୯ ରିଖ ଶନିବାର ବୃଷ ୧୫ ଦିନ ଜ୍ୟେଷ୍ଠ ମାସ କୃଷ୍ଣପକ୍ଷ ତୃତୀୟା ଭୁକ୍ତ ଚତୁର୍ଥୀ ତିଥି ପୂର୍ବାଷାଢା ନକ୍ଷତ୍ର ଧନୁ ଚନ୍ଦ୍ର ଘାତ ବାର-: ବୃଷ ସିଂହ ଓ କନ୍ୟା ରାଶିର ଘାତ ଚନ୍ଦ୍ର-: ତୁଳା କୁମ୍ଭ…

ଜୁନ୍ ପହିଲାରୁ ଖୋଲିବ ରାଜ୍ୟର ସମସ୍ତ ଡିଗ୍ରୀ କଲେଜ ଓ ବିଶ୍ବବିଦ୍ୟାଳୟ

ଭୂବନେଶ୍ବର : ଖରାଛୁଟି ପରେ ଖୋଲିବ କଲେଜ ଓ ବିଶ୍ବବିଦ୍ୟାଳୟ । କରୋନା ମହାମାରୀ ସଂକ୍ରମଣ ଆଶଙ୍କା ମଧ୍ୟରେ ଆସନ୍ତା ଜୁନ୍ ପହିଲାରୁ ରାଜ୍ୟର ସମସ୍ତ ଡିଗ୍ରୀ କଲେଜ ଓ ବିଶ୍ବବିଦ୍ୟାଳୟ ଖୋଲିବ । ରାଜ୍ୟ ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର ଏନେଇ ବିଶ୍ବବିଦ୍ୟାଳୟର କୁଳପତି ଓ ଡିଗ୍ରୀ କଲେଜର…

ଅଗଷ୍ଟ ୩୧ ଯାଏ କୋଭିଡ୍ ସାମଗ୍ରୀର ଆମଦାନୀ ଉପରେ ଲାଗିବନି ଜିଏସ୍‌ଟି

ନୂଆଦିଲ୍ଲୀ : ଜିଏସଟି ପରିଷଦରେ ନିଆଯାଇଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଦେଶରେ କରୋନା ମହାମାରୀ ବଢ଼ିବାରେ ଲାଗିଛି । ଏଥିପାଇଁ ବିଦେଶରୁ ଆମଦାନୀ ହେଉଥିବା କୋଭିଡ୍‌ ସମ୍ପର୍କିତ ସମସ୍ତ ସାମଗ୍ରୀକୁ ପୂର୍ବଭଳି ଜିଏସ୍‌ଟି ବାହାରେ ରଖାଯାଇଛି । ଆସନ୍ତା ଅଗଷ୍ଟ ୩୧ ଯାଏ କୋଭିଡ୍‌ ସାମଗ୍ରୀ…

ସିନେମା ନୁହେଁ ସତ କାହାଣୀ, ଏସିପି ଫିରୋଜ

ଦିଲ୍ଲୀ: କୌଣସି ଫିଲ୍ମ ଷ୍ଟୋରୀ ନୁହେଁ । ସିନେମାରେ ଦେଖିଥିବା କୌଣସି କାହାଣୀ ବି ନୁହେଁ । ଏହା ହେଉଛି ସମ୍ପୁର୍ଣ୍ଣ ସତ ଘଟଣାଟିଏ । ଏ ହେଉଛି ଜଣେ କନେଷ୍ଟବଳଙ୍କ ସଂଘର୍ଷର କାହାଣୀ । ତାଙ୍କର କଠିନ ପରିଶ୍ରମ ତାଙ୍କ ସ୍ୱପ୍ନ ଆଡକୁ ବାଟ କଢାଇ ନେଇଛି । ଦୀର୍ଘ ୧୦ବର୍ଷ ଧରି ବଡ ବାବୁ ମାନଙ୍କ…

ବାତ୍ୟା ‘ୟାସ୍’ର ପ୍ରାଥମିକ କ୍ଷୟକ୍ଷତି ରିପୋର୍ଟ ଦେଲେ ରାଜ୍ୟ ସରକାର

ଭୁବନେଶ୍ବର : ବାତ୍ୟା 'ୟାସ୍‌'ର ପ୍ରାଥମିକ କ୍ଷୟକ୍ଷତି ଆକଳନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ବାତ୍ୟାର ପ୍ରଭାବ ୧୨ଟି ଜିଲ୍ଲା ଉପରେ ପଡ଼ିଛି । ସେଥିରୁ ବାଲେଶ୍ବର, ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି ବୋଲି…