ଭାରତୀୟ ବକ୍ସରଙ୍କୁ ନେଇ ଯାଉଥିବା ବିମାନର ଜରୁରୀକାଳୀନ ଅବତରଣ !
ନୂଆଦିଲ୍ଲୀ: ୨୦୨୧ ଏଏସବିସି ଏସିଆନ୍ ବକ୍ସିଂ ଚାମ୍ପିୟନଶିପ ପାଇଁ ମେରୀ କମଙ୍କ ସମେତ ୩୧ ଭାରତୀୟ ବକ୍ସରଙ୍କୁ ନେଇ ଯାଉଥିବା ବିମାନ ଦୁବାଇ ବିମାନ ବନ୍ଦରରେ ଜରୁରୀକାଳୀନ ଅବତରଣ କରିଥିଲା । ଇନ୍ଧନର ଅଭାବ ଯୋଗୁ ପାଇଲଟ ବିମାନଟି ଲ୍ୟାଣ୍ଡିଂ କରିବାକୁ ବାଧ୍ୟ ହୋଇଥିଲେ । ଦୁବାଇ ବିମାନ ବନ୍ଦରରେ…