ଆଟାଂର୍କାଟିକାରେ ଭାଙ୍ଗିଲା ଦୁନିଆର ସବୁଠାରୁ ବଡ ହିମଖଣ୍ଡ
ନୂଆଦିଲ୍ଲୀ: ଜଳବାୟୁ ପରିବର୍ତନ ଏବଂ ଉତପ୍ତ ପରିବେଶ ନକରାତ୍ମକ ପ୍ରଭାବ ଧିରେ ଧିରେ ପଡିବା ଆରମ୍ଭ କରିଲାଣି । ଏହାର ଜ୍ୱଳନ୍ତ ଉଦାହରଣ ହେଲା ସର୍ବଦା ବରଫ ଚାଦରରେ ଢ଼ାଙ୍କିହୋଇ ରହିଥିବା ଆର୍ଟାକାଟିକାରେ ମଧ୍ୟ ଏହା ତରଳିବା ଆରମ୍ଭ କରିଛି । ନିକଟରେ ଏଠାରେ ଥିବା ବିଶ୍ୱର ସବୁଠାରୁ ବଡ ହିମଖଣ୍ଡ…