Latest Odisha News

BREAKING NEWS

ପାନ୍ନା ଟାଇଗର୍‌ ରିଜର୍ଭ; ୧୦ ଦିନରେ ୪ ବାଘ ମୃତ

ଭୋପାଳ: ମଧ୍ୟପ୍ରଦେଶର ପାନ୍ନା ଟାଇଗର ରିଜର୍ଭରେ ଗୋଟିଏ ରେଡିଓ କୋଲାରେଡ୍‌ ଟାଇଗର୍‌ର ମୃତଦେହ ମିଳିଥିବା ରବିବାର ଦିନ ବନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଏହାକୁ ମିଶାଇ ୧୦ ଦିନ ମଧ୍ୟରେ ରାଜ୍ୟରୁ ଏହା ହେଉଛି ଚତୁର୍ଥ ବାଘ ମୃତ୍ୟୁ। ଅଧିକାରୀ କହିଛନ୍ତି ଯେ ଭୋପାଳଠାରୁ…

ଭୁବନେଶ୍ୱରରେ ହୋଟେଲରେ ଅସ୍ଥାୟୀ କୋଭିଡ୍ ସେଣ୍ଟର ପାଇଁ ବିଏମସିର ଯୋଜନା

ଭୁବନେଶ୍ୱର: ରାଜ୍ୟରେ ଅଧିକ ସଂକ୍ରମିତ ଜିଲ୍ଲା ଖୋର୍ଦ୍ଧା । ଭୁବନେଶ୍ୱରରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ଏଭଳି ସ୍ଥିତିରେ ରାଜଧାନୀରେ ଥିବା ବିଭିନ୍ନ କୋଭିଡ୍ ହସ୍ପିଟାଲରେ ବେଡ୍ ବି ଭର୍ତ୍ତି ହୋଇ ଗଲାଣି । ଆଗକୁ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ବେଡ୍ ସଂଖ୍ୟା ହବଢ଼ାଇବାକୁ…

ବିଶେଷଜ୍ଞଙ୍କ ମତରେ ଓଡ଼ିଶାରେ ସପ୍ତାହେ ୧୦-୧୨ ହଜାର ରହିବ ଦୈନିକ ସଂକ୍ରମଣ

ଭୁବନେଶ୍ୱର: ଆସନ୍ତା ସପ୍ତାହେ ଯାଏ ରାଜ୍ୟରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୧୦-୧୨ ହଜାର ରହିବ । ବର୍ତ୍ତମାନ କରୋନା ପ୍ଲାଟ୍ୟୁ ସ୍ଥିତିରେ ରହିଛି । ପଜିଟିଭ୍ ହାର କୋଡିଏ ପ୍ରତିଶତ ରହୁଛି । ଟେଷ୍ଟ ଅଧିକ କିମ୍ବା କମ୍ କଲେ ବି ପଜିଟିଭିଟି ରେଟ୍ ୨୦ ପ୍ରତିଶତ ରହୁଛି । ପଜିଟିଭ୍ ହାର ହ୍ରାସ…

କବି ପାଇଁ ପ୍ରେମ ଏକ ମଧୁର ଯନ୍ତ୍ରଣା ଓ ମଧୁର ମୃତ୍ୟୁ : ଫନୀ ମହାନ୍ତି

ଓଡ଼ିଆ ସାହିତ୍ୟ ଜଗତର ଜଣେ ପ୍ରବୀଣ ଶିଳ୍ପୀ ଡ. ଫନୀ ମହାନ୍ତି । ତାଙ୍କର ପ୍ରତ୍ୟେକ ସୃଷ୍ଟିରେ ଥାଏ ଜୀବନ ଦର୍ଶନର ନିଖୁଣ ଛାପ । ମାନଚିତ୍ର , ମାୟା ଦର୍ପଣ, ଅହଲ୍ୟା, ବିଷାଦଯୋଗ , ପ୍ରିୟତମା, ମୃଗୟା, ସୁନୟନା, ବଂଶୀ ବାଦକ , ଚିତ୍ରନାରୀ, ଚିତ୍ର ପ୍ରତିମା, ଦ୍ଵିତୀୟ ଈଶ୍ୱର,…

ଓଡ଼ିଶାର ୯ ଜିଲ୍ଲାରେ ୯୫ ଡେଇଁଲା ପେଟ୍ରୋଲ୍, ମାଲକାନଗିରିରେ ଲିଟର ୯୮.୫୩ ଟଙ୍କା

ଭୁବନେଶ୍ୱର: ଦେଶରେ ତୈଳଦର ଆଜି ପୁଣି ବଢ଼ିଛି । ଯାହାର ପ୍ରଭାବ ଓଡ଼ିଶା ବଜାରରେ ମଧ୍ୟ ପରିଲକ୍ଷିତ ହୋଇଛି । ପେଟ୍ରୋଲ୍ ସହ ଡିଜେଲର ଦର ବୃଦ୍ଧି ପାଇଛି । ଗାଜା ପଟ୍ଟିରେ ବୃଦ୍ଧି ପାଉଥିବା ଉତ୍ତେଜନା ପାଇଁ ଆମେରିକା ଓ ପଶ୍ଚିମ ଏସିଆ ଦେଶର ତୈଳଶିଳ୍ପ ବ୍ୟାପକ ଭାବେ ପ୍ରଭାବିତ ହୋଇଛି ।…

ଦ୍ୱିତୀୟ ଡୋଜ୍ କରୋନା ଟିକା ନେଲେ ବିଗ୍‌ ବି

ନୂଆଦିଲ୍ଲୀ: ୭୮ ବର୍ଷୀୟ ଅମିତାଭ ବଚ୍ଚନ ତାଙ୍କର ଦ୍ୱିତୀୟ ଡୋଜ୍ କରୋନା ଟିକା ଗ୍ରହଣ କରିଛନ୍ତି। ଏ ନେଇ ବିଗ୍‌ ବି ସୋସିଆଲ ମିଡିଆରେ ଏହି ଖବର ସେୟାର କରିଛନ୍ତି। ରବିବାର ଦିନ ବିଗ୍ ବି ଇନଷ୍ଟାଗ୍ରାମରେ ଟିକାକରଣ କେନ୍ଦ୍ରରୁ ନିଜର ଏକ ଫଟୋ ପୋଷ୍ଟ କରିଛନ୍ତି। ଏ ନେଇ ଅମିତାଭ ବଚ୍ଚନ…

ଗଞ୍ଜାମରେ ବାହାଘର ପୂର୍ବରୁ ପରିବାର ଲୋକଙ୍କ କୋଭିଡ୍ ଟେଷ୍ଟ, ପଜିଟିଭ୍ ଆସିଲେ ଅନୁମତି ନାହିଁ

ଗଞ୍ଜାମ: କରୋନାର ସେକେଣ୍ଡ ଓ୍ୱେଭ ଦ୍ରୁତ ମାଡୁଛି । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ କଟକଣା ଅଧିକ କଡ଼ାକଡ଼ି ହେଲାଣି । ଏଣିକି ଗଞ୍ଜାମ ଜିଲ୍ଲାରେ ବାହାଘର ଆୟୋଜନ ନେଇ ନୂଆ ନିୟମ କରିଛି ପ୍ରଶାସନ । ବିବାହ ପୂର୍ବରୁ ପରିବାର ଲୋକଙ୍କ କୋଭିଡ୍ ଟେଷ୍ଟ ହେବ । ସମସ୍ତଙ୍କର…

ସ୍ୱାଧୀନତା ପରର ସବୁଠୁ ବଡ଼ ଆହ୍ୱାନ କରୋନା: ରଘୁରାମ ରାଜନ

ନୂଆଦିଲ୍ଲୀ: ମହାମାରୀ କରୋନା ସ୍ୱାଧୀନତା ପରର ଦେଶ ପାଇଁ ସବୁଠୁ ବଡ଼ ଆହ୍ୱାନ । ଦେଶ କରୋନାର ଦ୍ୱିତୀୟ ଲହର ସହ ଲଢ଼ୁଥିବା ବେଳେ ଏମିତି କହିଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ । ସେ କହିଛନ୍ତି, କେତେକ ସ୍ଥାନରେ ବିଭିନ୍ନ କାରଣକୁ ନେଇ ସରକାର ଲୋକଙ୍କୁ…

ବାତ୍ୟା ତାଉ’ତେ; କର୍ଣ୍ଣାଟକର ୭୩ ଗାଁ ପ୍ରଭାବିତ; ୪ ମୃତ

କର୍ଣ୍ଣାଟକ: ରବିବାର ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) କହିଛି ଯେ ବାତ୍ୟା ତାଉ'ତେ ଏକ ଭୟଙ୍କର ଘୂର୍ଣ୍ଣି ଝଡ଼ର ରୂପ ନେବାର ସମ୍ଭାବନା ରହିଛି। କର୍ଣ୍ଣାଟକ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (KSDMA) ଅନୁଯାୟୀ ଚାରିଜଣ ଲୋକ ଏପର୍ଯ୍ୟନ୍ତ ପ୍ରାଣ ହରାଇଛନ୍ତି ଏବଂ ୭୩ ଟି ଗାଁ…

କୋଭିଡ୍ ସୁପରିଚାଳନା ଲାଗି ୧୨ଗୋଟି ଟିମ୍ ଗଠନ କଲା ରାୟଗଡ଼ା ଜିଲ୍ଲା ପ୍ରଶାସନ

ରାୟଗଡ଼ା: କୋଭିଡ୍ ପରିଚାଳନା ନେଇ ରାୟଗଡ଼ା ଜିଲ୍ଲା ପ୍ରଶାସନ ୧୨ ଗୋଟି ଟିମ୍ ଗଠନ କରିଛି । ଏହି ଟିମ୍ ଜିଲ୍ଲାବ୍ୟାପୀ କୋଭିଡ୍-୧୯ ସମ୍ପର୍କିତ କାର୍ଯ୍ୟର ତଦାରଖ କରିବ । ପ୍ରତି ଟିମରେ ୩ରୁ ୪ ଜଣ ସଦସ୍ୟ ଅଛନ୍ତି । ସେମାନେ କୋଭିଡ୍ ହେଲଥ ସେଣ୍ଟର ପରିଚାଳନା, ମୃତଦେହ ଦାହ, ଆମ୍ବୁଲାନ୍ସ,…