Latest Odisha News

BREAKING NEWS

ବାତ୍ୟା ସହାୟତା ପାଇଁ ଓଡ଼ିଶାରୁ ଗୁଜରାଟ ଗଲା ୫ଟି NDRF ଟିମ୍

ଭୁବନେଶ୍ୱର: ଆରବସାଗରରେ ଆସୁଛି ଚଳିତବର୍ଷର ପ୍ରଥମ ବାତ୍ୟା ତାଉ’ତେ । ବର୍ତ୍ତମାନନ ମଡେଲ କହୁଛି, ବାତ୍ୟା ଗୁଜରାଟରେ ସ୍ଥଳଭାଗ ଛୁଇଁପାରେ । ମୁକାବିଲା ପାଇଁ ଜୋରସୋର ହୋଇଛି ପ୍ରସ୍ତୁତି । ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର ଓ ରିଲିଫ କାମରେ ସହୟତା ପାଇଁ ଓଡ଼ିଶାରୁ ଗୁଜରାଟ ଯାଇଛି ଏନଡିଆରଏଫର…

ଆଜି ପବିତ୍ର ଅକ୍ଷୟ ତୃତୀୟା; ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା। ଏହି ଦିନରେ ଓଡ଼ିଆ ଚାଷୀମାନେ ଅଖିମୁଠି ଅନୁକୂଳ କରିବା ସହିତ ଚାଷକାର୍ଯ୍ୟ ଆରମ୍ଭ କରିଥାଆନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ ଯୋଗେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। "ପବିତ୍ର ଅକ୍ଷୟ ତୃତୀୟା ତଥା କୃଷକ…

କବିତା : ପୃଷ୍ଠାଏ ଭୂପୃଷ୍ଠ

ବଳରାମ ପୂଜାରୀ  ଉତ୍ତପ୍ତ ତତ୍ତ୍ୱର ତତ୍ତ୍ୱାବଧାନରେ କଡ ଲେଉଟାଉଥିଲା ପୃଥିବୀ, ଭଙ୍ଗା ଭଙ୍ଗା ମନ ନେଇ ସଜେଇ ହେଉଥିଲେ ଦୂବରୁ ମହାଦ୍ରୁମ ଯାଏଁ ରଜସ୍ୱଳା ହେଉଥିଲେ ,ମାଣ ମାଣ ଭାଗ୍ୟରେଖା, ଫଟା ମାଟି ଆଁ କରି ଅନାଇ ଥିଲା ଆକାଶ ଭର୍ତ୍ତି ମେଘ ମାନଙ୍କ ଛାଇକୁ ଶୁଖିଲା ଜମିରେ ସୁନା…

ନାଗାଲାଣ୍ଡରେ ୪.୨ ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ଅନୁଭୂତ

ନାଗାଲାଣ୍ଡ: ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ୍) ଅନୁଯାୟୀ ଶନିବାର ସକାଳେ ରିଚ୍ଟର ସ୍କେଲରେ ୪.୨ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ନାଗାଲାଣ୍ଡରେ ଅନୁଭୂତ ହୋଇଛି। ମୋକୋକଚୁଙ୍ଗରୁ ୭୪ କିଲୋମିଟର ପୂର୍ବରେ ପ୍ରାୟ ୫ଟା ସମୟରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା। ଏହି ଭୂକମ୍ପର…

ବାତ୍ୟା ତାଉ’ତେ ନେଇ ଉଚ୍ଚସ୍ତରୀୟ ବୈଠକ ଡାକିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କରୋନା କାଳରେ ବାତ୍ୟା । ଆରବ ସାଗରରେ ଆଗକୁ ବଢ଼ୁଛି ସାଇକ୍ଲୋନିକ୍ ଷ୍ଟର୍ମ ତାଉ’ଡେ । ଅଧିକ ଘନୀଭୂତ ହୋଇ ଗୁଜରାଟ ଉପକୂଳ ମୁହାଁ ହେଉଛି । ବାତ୍ୟାକୁ ନେଇ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରସ୍ତୁତି ନେଇ ବିଭାଗୀୟ ମନ୍ତ୍ରୀ ଓ ଅଧିକାରୀଙ୍କ ସହ…

ତିନିଟି ଜିଲ୍ଲା ଗସ୍ତରେ ଯାଉଛନ୍ତି ପୋଲିସ ଡିଜି ଅଭୟ

ଭୁବନେଶ୍ୱର: ଆଜି ତିନିଟି ଜିଲ୍ଲା ଗସ୍ତରେ ଯାଉଛନ୍ତି ପୋଲିସ ଡିଜି ଅଭୟ । ସେ ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲା ଗସ୍ତରେ ଯିବେ । ମାଲକାନଗିରି ଜିଲ୍ଲାର ମୋଟୁ, କୋରାପୁଟ ଜିଲ୍ଲାର ସୁନାବେଡ଼ା ଯିବେ ପୋଲିସ ଡିଜି । ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ କୋଭିଡ୍ ଏନଫୋର୍ସମେଣ୍ଟ…

ଦେଶରେ ସାମାନ୍ୟ କମିଛି ସଂକ୍ରମଣ: ୨୪ ଘଣ୍ଟାରେ ୩ଲକ୍ଷ ୨୬ ହଜାର ପଜିଟିଭ୍, ୩୮୯୦ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ ଗତକାଲି ଅପେକ୍ଷା ଆଜି ସାମାନ୍ୟ ଖସିଛି କରୋନା ସଂକ୍ରମଣ ଓ ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩ଲକ୍ଷ ୨୬ହଜାର ୯୮ ନୂଆ ଆକ୍ରାନ୍ତ । ଏଗତକାଲି ଏହି ସଂଖ୍ୟା ଥିଲା ୩ଲକ୍ଷ ୪୩ହଜାର ୧୪୪ । ସେହିପରି ଚାରି ହଜାର ତଳକୁ ଖସିଛି ଦୈନିକ ମୃତ୍ୟୁସଂଖ୍ୟା । ଗତ ୨୪…

ଗୁଜରାଟ ମୁହାଁ ବାତ୍ୟା ତାଉ’ତେ: ଆଜି ନେବ ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ରୂପ

ନୂଆଦିଲ୍ଲୀ: ଆରବ ସାଗରରେ ସୃଷ୍ଟି ସାମୁଦ୍ରିକ ଝଡ଼ ତାଉ’ତେ ଘନୀଭୂତ ହେଉଛି । ଆଜି ସନ୍ଧ୍ୟା ସାଢ଼େ ୫ଟା ସୁଦ୍ଧା ସାଇକ୍ଲୋନିକ୍ ଷ୍ଟର୍ମ ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ । ଆସନ୍ତାକାଲି ସକାଳ ସାଢ଼େ ୧୧ଟା ବେଳକୁ ଏହା ଭେରି ଅତି ତୀବ୍ର ସାମୁଦ୍ରିକା ଝଡ଼ (ଭେରି ସିଭିୟର…

ଜୀବନ ନେଉଛି କରୋନା: ଆଜି ଓଡ଼ିଶାର ୧୧ ଜିଲ୍ଲାରୁ ୨୧ ମୃତ

ଭୁବନେଶ୍ୱର: କରୋନା ନେଉଛି ଜୀବନ । ଗତ ୨୪ ଘଣ୍ଟାରେ ଓଡ଼ିଶାରୁ ଆଉ ୨୧ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ୧୧ ଜିଲ୍ଲାରୁ ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ଭିତରେ ଅଛନ୍ତି ଭୁବନେଶ୍ୱରରୁ ୨ ଜଣ ।…

ବୈଶାଖ ଶୁକ୍ଳ ତୃତୀୟା -ଅକ୍ଷୟ ତୃତୀୟା ବା ଅକ୍ଷିତୃତୀୟା

ପବିତ୍ର ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥି ଦିବସ (ଦିନଟି) ଅକ୍ଷୟ ତୃତୀୟା ବା ଅକ୍ଷିତୃତୀୟା ନାମରେ ପରିଚିତ । ପୌରାଣିକ ଗ୍ରନ୍ଥ ଅନୁଯାୟୀ, ପବିତ୍ର ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ତିଥି, ଦିନ ଯେ କୌଣସି ଶୁଭ କାର‌୍ୟ୍ୟ କରାଗଲେ \'ଅକ୍ଷୟ ଫଳ\' ପ୍ରାପ୍ତ ହୋଇଥାଏ । ଏହି…