Latest Odisha News

BREAKING NEWS

ଅପହଞ୍ଚ ଇଲାକାରେ ବିକାଶ

ମାଲକାନଗିରି: ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ବିକାଶକୁ ନେଇ କେତେ କଣ୍ ଯୋଜନା । ରାଜ୍ୟ ସରକାର ଉନ୍ନତି ନେଇ ଡିଣ୍ଡିମ ପିଟୁଥିବା ବେଳେ ଆଜି ଆମେ ଏହାର ବାସ୍ତବ ଚିତ୍ର ଆପଣଙ୍କୁ ଦେଖାଇବାକୁ । ରାଲେଗାଡା ପଞ୍ଚାୟତରେ ଏମିତି ଅନେକ ଗାଁ ରହିଛି ଯେଉଠି ଆଜି ପର୍ଯ୍ୟନ୍ତ କୌଣସି ସରକାରି…

ଲକଡାଉନରେ ମଦ ହୋମ୍ ଡେଲିଭରିକୁ ଅନୁମତି

ଭୁବନେଶ୍ୱର: ରାଜ୍ୟରେ ଲକଡାଉନ ସମୟରେ ମଦର ହୋମ୍ ଡେଲିଭରି କରାଯିବ। ଅବକାରୀ ବିଭାଗ ଆଇଏମ୍ଏଫ୍ଏଲ୍ ଦୋକାନ ତଥା ଖାଦ୍ୟ ବିତରଣ ସଂସ୍ଥା ଦ୍ୱାରା ମଦ ହୋମ୍ ଡେଲିଭରି ଉପରେ ନିଷ୍ପତ୍ତି ନେବାକୁ ଗୁରୁବାର ଦିନ ଜିଲ୍ଲାପାଳଙ୍କୁ କହିଛି। ତେବେ ଏହାପୂର୍ବରୁ ବିଭାଗ ପକ୍ଷରୁ ଲକଡାଉନ ସମୟରେ ମଦର…

ସାତ ରଙ୍ଗର ‘ରେନ୍ ବୋ’ ନଦୀ

ନାଲି, ଧଳା, ଗୋଲାପୀ ଆଉ ନାରଙ୍ଗୀ ଏମିତି ବହୁତ ରଙ୍ଗର ହୋଇଛି ସମ୍ମିଶ୍ରଣ । ଏହା ରଙ୍ଗ ନୁହେଁ ଏ ହେଉଛି ଇନ୍ଦ୍ରଧନୁର ସାତ ରଙ୍ଗ ନେଇ ନଦୀର ଜଳ । ଆଖିକୁ ବିଶ୍ୱାସ ନହେଲେ ବି ସତ । ଏହି ନଦୀର ଜଳ ଇନ୍ଦ୍ର ଧନୁର ସାତ ରଙ୍ଗର ସମ୍ମିଶ୍ରଣ । ପ୍ରାକୃତିକ ମନୋରମ ପରିବେଶ ଭିତରେ ସାତ ରଙ୍ଗରେ…

୧୬ ସ୍ତ୍ରୀରୁ ୧୫୧ ଛୁଆ, ତଥାପି ଆଉ ଏକ ବିବାହକୁ ଅପେକ୍ଷା

ଭୁବନେଶ୍ୱର: ପଢିବାକୁ କିମ୍ବା ଶୁଣିବାକୁ ଅଜବ ଲାଗୁଥିବ ନିଶ୍ଚୟ । ହେଲେ ଜଣେ ବ୍ୟକ୍ତିଙ୍କର ୧୬ଜଣ ସ୍ତ୍ରୀ ଥିବାବେଳେ ୧୫୧ ଜଣ ପିଲାଛୁଆଙ୍କ ସେ ଅଧିକାରୀ । ତଥାପି ସେ ୧୭ତମ ସ୍ତ୍ରୀକୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ଜିମ୍ବାୱେ ହରାରେର ୬୬ ବର୍ଷୀୟ ଅବସରପ୍ରାପ୍ତ…

ଲକଡାଉନ ବେଳେ ଟ୍ବିନସିଟିରେ ମର୍ଣ୍ଣିଂଓ୍ବାକକୁ ନା

ଭୁବନେଶ୍ୱର: କରୋନା ସଂକ୍ରମଣକୁ ରୋକିବା ଲାଗି କମିଶନରେଟ ପୋଲିସ ଗୁରୁବାର ଦିନ ଟ୍ୱିନସିଟିରେ ନିୟମ ଗୁଡିକୁ କଡାକଡା କରିଛନ୍ତି। ଟ୍ୱିନସିଟି ପୋଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଲକଡାଉନ ସମୟରେ ମର୍ଣ୍ଣିଂଓ୍ବାକ ଓ ଇଭନିଂଓ୍ବାକ୍ ଏବଂ ସାଇକେଲ…

ଓଡ଼ିଶାରୁ ସୁସ୍ଥ ହେଲେ ଆଉ ୮୬୬୫ ଆକ୍ରାନ୍ତ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ବଢୁଥିବା ବେଳେ ଆଜି ସୁସ୍ଥ ହୋଇଛନ୍ତି ଆଉ ୮୬୬୫ ଜଣ। ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ। ଆଜିର ସଂଖ୍ୟାକୁ ମିଶାଇ ଏପର୍ଯ୍ୟନ୍ତ ରାଜ୍ୟରେ ସୁସ୍ଥ ହେଲେଣି ୪ ଲକ୍ଷ ୮୨ ହଜାର ୩୪୫ ଜଣ ଆକ୍ରାନ୍ତ।…

ପରଲୋକରେ ବିଶିଷ୍ଟ ବାନାମ (କେନ୍ଦରା) ଶିଳ୍ପୀ ଉଦୟ ମୁର୍ମୁ

ଯାଜପୁର: ବିଶିଷ୍ଟ କାଠ ଖୋଦେଇ ଆଦିବାସୀ ଶିଳ୍ପୀ ଉଦୟ ମୁର୍ମୁ ଆଖି ବୁଜିଛନ୍ତି । ଗତ କିଛି ଦିନ ହେଲା କିଡିନୀ ରୋଗରେ ପିଡିତ ଉଦୟ ଅର୍ଥ ଅଭାବରୁ ଉନ୍ନତ ଚିକିତ୍ସାପାଇଁ ହସପିଟାଲ ଯାଇ ପାରିନଥିଲେ । ଶେଷରେ ଘରେ ପଡି ପଡି ଗତ ୯ତାରିଖରେ ତାଙ୍କର ଦେହାନ୍ତ ହୋଇଥିଲା । ଆଦିବାସୀମାନେ…

ରମେଶ ପାୱାର ହେଲେ ଭାରତୀୟ ମହିଳା କ୍ରିକେଟ ଟିମ୍ କୋଚ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଗୁରୁବାର ରମେଶ ପାୱାରଙ୍କୁ ଜାତୀୟ ମହିଳା ଟିମର କୋଚ ଭାବେ ନିଯୁକ୍ତ କରିଛି । ସେ ଦ୍ୱିତୀୟ ଥର ପାଇଁ ଏହି ଗୁରୁ ଦାୟିତ୍ୱ ତୁଲାଇବେ । ୨୦୧୮ରେ ରମେଶ ମହିଳା ଦଳ କୋଚ ଥିବା ବେଳେ ମିଥାଲୀ ରାଜଙ୍କ ସହ ତାଙ୍କ ବିବାଦ ଚର୍ଚ୍ଚାର କାରଣ ସାଜିଥିଲା ।…

ମରିଯାଇଛି କି ମଣିଷ ପଣିଆ??

କାମାକ୍ଷାନଗର: ରୋଗ କ’ଣ ମାନବିକତାକୁ ବି ମାରିଦିଏ ??ମଷିଣ ପଣିଆ ବି ହଜିଯାଏ?? କରୋନା ତ ଯାହା କଲା । ହେଲେ ପ୍ରଶାସନ କଣ ଠିକ୍ କରିଲା । କରୋନାରେ ଆକ୍ରାନ୍ତ ଥିଲେ ବୋଲି ଜଣେ ଶିକ୍ଷକଙ୍କ ମୃତ ଦେହକୁ ଜଙ୍ଗଲରେ ଫିଙ୍ଗି ଦେବା କେତେ ଦୂର ଠିକ୍‌? ମୃତ ଦେହକୁ ଦାହ ନକରି କୁକର ବିଲୁଆଙ୍କ ପାଖରେ…

ଚହଲଙ୍କ ବାପା ଏବଂ ମାଆଙ୍କୁ କରୋନା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ସ୍ପିନର ୟୁଜଭେନ୍ଦ୍ର ଚହଲଙ୍କ ବାପା ଏବଂ ମାଆ କରୋନା ସଂକ୍ରମିତ ହୋଇଛନ୍ତି । ଚହଲଙ୍କ ପତ୍ନୀ ଧନଶ୍ରୀ ଏ ନେଇ ସୋସିଆଲ ସାଇଟରେ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ପାପା(ଶ୍ୱଶୁର)ଙ୍କ ଅବସ୍ଥା ଖରାପ ହେବାକୁ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି । ମାଆ…