Latest Odisha News

BREAKING NEWS

କଟକରେ ସିଏମସି କର୍ମଚାରୀ ଓ ପୋଲିସ ଗାଡ଼ି ଭାଙ୍ଗାରୁଜା ଘଟଣାରେ ୬୭ ବସ୍ତିବାସିନ୍ଦା ଗିରଫ

କଟକ: କାଳବୈଶାଖୀ ଜନିତ ବର୍ଷା ପବନରେ କଟକ ନୂଆପଡ଼ା ବାଲିସାହିରେ ବସ୍ତି ବାସିନ୍ଦାଙ୍କ ଟେଣ୍ଟ ଭାଙ୍ଗିବା ପରେ ଭଙ୍ଗାରୁଜା ଘଟଣାରେ କାର୍ୟ୍ୟାନୁଷ୍ଠାନ । ସିଏମିସି କର୍ମଚାରୀ ଓ ପୋଲିସ ଉପରେ ଆକ୍ରମଣ ଓ ଗାଡ଼ି ଭଙ୍ଗାରୁଜା ଘଟଣାରେ ୬୭ ଜଣ ବସ୍ତି ବାସିନ୍ଦାଙ୍କୁ ଗିରଫ କରାଯାଇଛି । ଆକ୍ରମଣ…

ଓଡ଼ିଶାରୁ କରୋନା ନେଲା ଆଉ ୧୯ ଜୀବନ, ମୃତ୍ୟୁସଂଖ୍ୟା ୨୧ଶହ ୫୧କୁ ବୃଦ୍ଧି

ଭୁବନେଶ୍ୱର: ଓଡ଼ିଶାରେ କରୋନା ସଂକ୍ରମଣ ସହ ବଢୁଛି ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ଆଉ ୧୯ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ମୃତକଙ୍କ ଭିତରେ ଅଛନ୍ତି ୧୫ ଜିଲ୍ଲାରୁ ସଂକ୍ରମିତ । ଅନୁଗୋଳ ଜିଲ୍ଲାରେ ଦୈନିକ ସଂକ୍ରମଣ ସହ ବଢୁଛି ମୃତ୍ୟୁସଂଖ୍ୟା । ଆଜି ଆଉ ୩ ଜଣ ଆକ୍ରାନ୍ତ ଆଖି ବୁଜିଛନ୍ତି ।…

କରୋନା ଲକ୍ଷଣ ଥାଇ ଶିକ୍ଷକଙ୍କ ମୃତ୍ୟୁ, ପୂର୍ବରୁ କରୋନା ନେଇଥିଲା ଜଣେ ଶିକ୍ଷକଙ୍କ ପ୍ରାଣ

ବୁଗୁଡ଼ା: ମହାମାରୀ କରୋନା ତାଣ୍ଡବ ଥମୁନି । ମୃତ୍ୟୁର ଫାଶରେ ବାନ୍ଧୁଛି ମହାମାରୀ । କରୋନା ଲକ୍ଷଣ ଥାଇ ବ୍ରହ୍ମପୁର ବଡ଼ ମେଡିକାଲରେ ଆଉ ଜଣେ ଶିକ୍ଷକଙ୍କ ମୃତ୍ୟୁ ହୋଇଛି । ବୁଗୁଡା ବ୍ଲକ କୁଶପଲ୍ଲୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଟି.ମୂରଲୀ ଆଖି ବୁଜିଛନ୍ତି । ଜର ଓ…

ରାଜ୍ୟର ଏସବୁ ଜିଲ୍ଲାରେ କାଳବୈଶାଖୀ ସକ୍ରିୟ, ଘଡ଼ଘଡ଼ି ସହ ବର୍ଷା ପବନ ସମ୍ଭାବନା

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଗତ କିଛି ଦିନ ହେବ କାଶବୈଶାଖୀ ଜନିତ ବର୍ଷା ପବନ ଲାଗି ରହିଛି । ଆସନ୍ତା ଦୁଇ ଦିନ (୧୫ ତାରିଖ ଯାଏ) ଏଭଳି ସ୍ଥିତି ଲାଗି ରହିବ । ଏଥିପାଇଁ ସତର୍କତା ଜାରି କରିଛି ଭୁବନେଶ୍ୱର ସ୍ଥିତି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର,…

ଓଡ଼ିଶାରେ ଲକ୍ଷେ ପାର କଲା କରୋନା ଆକ୍ଟିଭ୍ କେସ୍, ଆଜି ୧୦,୬୪୯ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ପୁଣି ୧୦ ହଜାର ଉପରେ କରୋନା ଟ୍ରେଣ୍ଡ । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୦ହଜାର ୬୪୯ ନୂଆ ଆକ୍ରାନ୍ତ । ଏହି ସମୟର ୫୧ହଜାର ୪୫୧ କୋଭିଡ୍ ଟେଷ୍ଟ କରାଯାଇଛି । ଗତକାଲି ଅପେକ୍ଷା ସଂକ୍ରମିତଙ୍କ ସଂଖ୍ୟା ଟିକେ ହ୍ରାସ ପାଇଛି । ଗତକାଲି ଏହି ସଂଖ୍ୟା ଥିଲା ୧୦ହଜାର ୯୮୨…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ  ତା ୧୩-୫-୨୦୨୧ ଗୁରୁବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ମଇ ତା ୧୩ ରିଖ ଗୁରୁବାର ମେଷ ୩୦ ଦିନ ବୈଶାଖ ମାସ ଶୁକ୍ଳ ପକ୍ଷ ଦ୍ବିତୀୟା ତିଥି ରୋହିଣୀ ନକ୍ଷତ୍ର ବୃଷ ଚନ୍ଦ୍ର ଘାତ ବାର-: ତୁଳା ଓ କୁମ୍ଭ ରାଶିର ଘାତ ଚନ୍ଦ୍ର-: ବିଛା ରାଶି ପୁରୁଷଙ୍କର ଆଜିର…

କବିତା : ମୁଁ ଏବେ ନିଖୋଜ

ପ୍ରାଣକୃଷ୍ଣ ମହାତ୍ତର  କେଉଁଠି ହଜେଇଛି ନିଜକୁ ଖୋଜିଖୋଜି ମୁଁ ନୟାନ୍ତ କେହି ଦେଖିଲେ ସନ୍ଦେଶ ଦେବେ ନାଁ ଜାଣିଶୁଣି ଲୁଚେଇଚି ଲୋକହସାର ଭୟରେ ନାଁ ନାଁ ମୁଁ ହଜିନି ମୋ ଆତ୍ମା ଏବେ ନିଖୋଜ ! ତୁମେ ପେଟେ ପ୍ରଣୟ ସୁରା ଦେଲ ସେ ପିଆଲା ପିଆଲା କରି ପିଇଦେଲା ବେହୋସ ହୋଇ…

ବୋରିସ୍ ଜନସନ୍‌ଙ୍କ ବଦାନ୍ୟତା

ବ୍ରିଟେନ୍: ବ୍ରିଟେନ୍ ର ଜଣେ ରାଇଟର ଆଉ ଜଣେ ଦକ୍ଷ ପଲିଟିସିଆନ୍ ହେଉଛନ୍ତି ଆଲେ୍‌ଜାଣ୍ଡର ବୋରିସ୍ ଜନସନ୍ । କରୋନା ଭଳି ସଙ୍କଟ ଜନକ ସ୍ଥିତିରେ ଭାରତ ପ୍ରତି ବଢାଇଛନ୍ତି ସହଯୋଗର ହାତ । ଦେଶ ପାଇଁ ସମସ୍ତ ସାହାଯ୍ୟ ସହଯୋଗ ତଥା ଚିକିତ୍ସା ଉପକରଣ ଯୋଗାଇବାରେ ସେ ଆଗରେ । ନ୍ୟୁୟର୍କ…

କରୋନା ମୁକାବିଲା ପାଇଁ ପଶ୍ଚିମ ଓଡ଼ିଶାକୁ ୨୫ କୋଟି

ଭୁବନେଶ୍ବର : ରାଜ୍ୟରେ ଜାରି ରହିଛି କରୋନା ମହାମାୀର ପ୍ରକୋପ । ପ୍ରତିଦିନି ଆକ୍ରାନ୍ତ ସଂଖ୍ୟା ବଢୁଥିବା ବେଳେ, ବେଶି ପ୍ରଭାତି ହୋଇଛି ପଶ୍ଚିମ ଓଡ଼ିଶା । କୋଭିଡ ମହାମାରୀ ମଧ୍ୟରେ ପଶ୍ଚିମ ଓଡ଼ିଶାରେ ସ୍ବାସ୍ଥ୍ୟସେବାକୁ ଅଧିକ ମଜଭୁତ୍ କରିବା ପାଇଁ ଗୁରୁତ୍ବ ଦେଇଛନ୍ତି ରାଜ୍ୟ ସରକାର ।…

ଜୁନ୍ ସୁଦ୍ଧା ଦୁଇ ଗୁଣା ବୃଦ୍ଧି ପାଇବ କୋଭାକ୍ସିନ୍ ଟିକା ଉତ୍ପାଦନ

ନୂଆଦିଲ୍ଲୀ : ସାରା ଦେଶରେ ଏବେ ଚିନ୍ତା ବଢ଼ାଇଛି ମହାମାରୀ କରୋନା । ସଂକ୍ରମଣ ବଢୁଥିବା ବେଳେ, ଏହାକୁ ରୋକିବାକୁ ଜୋରଦାର ପ୍ରୟାସ ଚଳାଇଛନ୍ତି ସରକାର । ଏଥିପାଇଁ ଟିକାକରଣକୁ ବ୍ୟାପକ କରାଯାଇଛି । କିନ୍ତୁ ସଂକ୍ରମଣ ଭିତରେ ଚିନ୍ତା ବଢ଼ାଇଛି ଟିକାର ଅଭାବ । ସାରା ଦେଶରେ ଏବେ ଟିକାର ଅଭାବ…