Latest Odisha News

BREAKING NEWS

‘କୋଠଘର ଆମ ସାହିତ୍ୟ ପରିବାର’ର କବିତା ସଙ୍କଳନ ‘କୋଠଘର’ ଉନ୍ମୋଚିତ

ଭୁବନେଶ୍ୱର : ବିଶିଷ୍ଟ ସାହିତ୍ୟିକ ଅନୁଷ୍ଠାନ 'କୋଠଘର ଆମ ସାହିତ୍ୟ ପରିବାର'ର ବାର୍ଷିକ ଉତ୍ସବ ଗୁଗୁଲ ମିଟ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠାନର ସଦସ୍ୟ ମାନଙ୍କ ସ୍ୱରଚିତ କବିତା ସଙ୍କଳନ 'କୋଠଘର' ଉନ୍ମୋଚିତ ହୋଇଯାଇଛି। ଏହି ଭରଚୁଆଲ ଉତ୍ସବକୁ ବିଶିଷ୍ଟ ସାହିତ୍ୟିକ…

କରୋନା ନେଲା ଆଉ ଜଣେ ସାମ୍ବାଦିକଙ୍କ ଜୀବନ

ବୌଦ୍ଧ: କାୟା ମେଲାଇ ଚାଲିଛି କରୋନା ମହାମାରୀ । ପ୍ରତିଦିନ ଖେଳୁଛି ମୃତ୍ୟୁର ଖେଳ । ଧନୀ ହେଉ ଅବା ଗରିବ, ନେଇ ଚାଲିଛି ଗୋଟିଏ ପରେ ଗୋଟିଏ ଜୀବନ । ଏହି ଧାରାରେ ଚାଲିଯାଇଛି ଓଡିଶାର ଆଉ ଜଣେ ସାମ୍ବାଦିକଙ୍କ ଜୀବନ । ଦୈନିକ ଖବର କାଗଜ “ଓଡିଶା ଭାସ୍କର”ର ବୌଦ୍ଧ ଜିଲ୍ଲା ପ୍ରତିନିଧି…

ଝାରପଡ଼ା ଜେଲରେ ଚଢ଼ାଉ, ଜବତ ହେଲା ୯ଟି ମୋବାଇଲ

ଭୁବନେଶ୍ବର : ଝାରପଡ଼ା ଜେଲରେ ଚଢ଼ାଉ । ଜେଲ୍ ଡିଜିଙ୍କ ନେତୃତ୍ବରେ ହୋଇଥିବା ଚଢ଼ାଉ ବେଳେ ଜବତ ହୋଇଛି ୯ଟି ମୋବାଇଲ । ଜେଲ୍ ଭିତରେ ଥିବା ଦୁର୍ଦ୍ଦାନ୍ତ ଅପରାଧୀଙ୍କ ନିକଟରୁ ଏସବୁ ମୋବାଇଲ ଜବତ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଜେଲ୍ ଡିଜି ସନ୍ତୋଷ ଉପାଧ୍ୟାୟ । ଆଜି ଅଚାନକ…

ସୁନୀଲ ଗ୍ରୋଭର ଅଭିନୀତ ସନଫ୍ଲାୱାର ଫିଲ୍ମର ପ୍ରଥମ ଲୁକ୍ ଜାରୀ

ମୁମ୍ବାଇ: ପ୍ରତିଷ୍ଠିତ କମେଡିଆନ୍ ସୁନୀଲ ଗ୍ରୋଭର ଅଭିନୀତ ସନଫ୍ଲାୱାର ଫିଲ୍ମର ପ୍ରଥମ ଲୁକ୍ ଆଜି ଜାରୀ କରାଯାଇଛି । ଏହା ଏକ ମର୍ଡର ମିଷ୍ଟ୍ରି ଉପରେ ଆଧାରିତ । ଏଥିରେ ଗିରିଶ କୁଲକର୍ଣ୍ଣି, ରାଧା ଭଟ୍ଟ, ଆଶୀଷ ବିଦ୍ୟାର୍ଥୀଙ୍କ ପରି ଅଭିନେତା ଅଭିନୟ କରୁଛନ୍ତି । ରିଲାଏନ୍ସ ଏଂଟରଟେନମେଂଟ…

ଏକ ନମ୍ବର ହାଟ ପାଇଁ ନୂଆ ସମୟ, ରାତି ତିନିଟାରୁ ସକାଳ ସାଢେ ଛଅ ଯାଏଁ ହୋଲସେଲ ବେପାର

ଭୁବନେଶ୍ୱର: କରୋନା ସମୟରେ ଭିଡକୁ ଦୃଷ୍ଟିରେ ରଖି ଏକ ନମ୍ବର ହାଟରେ ହୋଲସେଲ ବ୍ୟବସାୟର ସମୟକୁ ପରିବର୍ତ୍ତନ କରାଯାଇଛି । ଭୁବିନେଶ୍ୱର ମହାନଗର ନିଗମ, କମିଶନରେଟ୍ ପୋଲିସ ଓ ବ୍ୟବସାୟଙ୍କ ମଧ୍ୟରେ ହୋଇଥିବା ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ରାତି ତିନିଟାରୁ ସକାଳ ସାଢେ ଛଅ ଯାଏଁ…

ଟିକା ପାଇଁ ରାଜ୍ୟ ସରକାର ଆହ୍ବାନ କରିବେ ଗ୍ଲୋବାଲ ଟେଣ୍ଡର

ଭୁବନେଶ୍ବର : ଟିକା ପାଇଁ ରାଜ୍ୟ ସରକାର ଆହ୍ବାନ କରିବେ ଗ୍ଲୋବାଲ ଟେଣ୍ଡର । ଏନେଇ ନିଷ୍ପତ୍ତି ନେଇଛି ରାଜ୍ୟ କ୍ୟାବିନେଟ୍ । ଟିକା ଯେପରି ରାଜ୍ୟର ଲୋକେ ସୁବିଧାରେ ପାଇପାରିବେ, ସେଥିପାଇଁ ବିଶ୍ବର ବିଭିନ୍ନ କମ୍ପାନୀରୁ ଟିକା ସଂଗ୍ରହ ପାଇଁ ପଦକ୍ଷେପ ନିଆଯିବ । ଏଣିକି ବିଦେଶୀ କମ୍ପାନୀଙ୍କ…

ତେଲୁଗୁ ସୁପରଷ୍ଟାର ଜୁନିୟର ଏନଟିଆର କରୋନା ପଜିଟିଭ

ମାଡ୍ରାସ: ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଜୁନିୟର ଏନଟିଆର କରୋନା ପଜିଟିଭ ଥିବା ଜଣାପଡିଛି । ସେ ଏ ନେଇ ସୋସିଆଲ ସାଇଟରେ ସୂଚନା ଦେଇଛନ୍ତି । ଏବେ ତାଙ୍କ ପରିବାରର ସମସ୍ତ ସଦସ୍ୟ ଆଇସୋଲେଶନରେ ଅଛନ୍ତି । ମୋ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନେ କରୋନ ଟେଷ୍ଟ କରାଇ ନିଅନ୍ତୁ ବୋଲି…

ଭୁବନେଶ୍ବରରୁ ଚିହ୍ନଟ ହେଲେ ଆଉ ୯୬୨ କରୋନା ଆକ୍ରାନ୍ତ

ଭୁବନେଶ୍ବର : କରୋନା ମହାମାରୀ ସମୟରେ ଚିନ୍ତା ବଢ଼ାଇଛି ରାଜଧାନୀ ଭୁବନେଶ୍ବର । ହଟସ୍ପଟ ପାଲଟିଥିବା ଭୁବନେଶ୍ବରରେ ପ୍ରତିଦିନ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏଭଳିସ୍ଥିତିରେ ଆଜି ଚିହ୍ନଟ ହୋଇଛନ୍ତି ଆଉ ୯୬୨ ଆକ୍ରାନ୍ତ । କ୍ବାରେଣ୍ଟାଇନରୁ ୧୮୧ ଜଣ ଥିବା ବେଳେ, ଲୋକାଲ…

ମହଙ୍ଗା ପଡିଲା ସରକାରୀ ଜମି ବିକା, ବନ୍ଧା ହେଲା ଜମି ମାଫିଆ !

ଅନୁଗୁଳ: ଶିଳ୍ପ ସମୃଦ୍ଧ ସହର ତାଳଚେରରେ ନିତିଦିନ ସାମ୍ନାକୁ ଆସୁଛି ଅଭିନବ ଠକେଇ ମାମଲା । ମାତିଛନ୍ତି ଭଦ୍ରମୁଖା ଠକ । କେତେବେଳେ ଚାକିରୀ ତ ପୁଣି କେତେବେଳେ ଜାଗା କିଣାବିକା ନାଁରେ ହେଉଛି ବଡ ଧରଣର ଠକେଇ । ଶିକାର ସାଜୁଛନ୍ତି ସରଳ ଲୋକ । ଏପରିକି ଠକମାନଙ୍କ ନାଲି ଆଖିକୁ ଡରି ଅନେକ ଲୋକ…

ମାଲକାନଗିରିକୁ ଛାଡ଼ିଦେଲେ ବାକି ଜିଲ୍ଲାରେ ୪୦ ଡିଗ୍ରୀ ତଳେ ତାପମାତ୍ରା

ଭୁବନେଶ୍ବର : ତାତିରୁ ସାମାନ୍ୟ ଆଶ୍ବସ୍ତି । ଲଗାତର କିଛି ଦିନହେବ ତାତିରୁ ମିଳିଛି ଆଶ୍ବସ୍ତି । ସାରା ରାଜ୍ୟରେ ତାପମାତ୍ରା ହ୍ରାସ ପାଇଥିବାରୁ ଆଶ୍ବସ୍ତି ଅନୁଭବ କରିଛନ୍ତି ଲୋକେ । ଆଜି କେବଳ ମାଲକାନଗିରିରେ ତାପମାତ୍ରା ୪୦ ଡିଗ୍ରୀ ଥିବା ବେଳେ, ବାକି ଜିଲ୍ଲାରେ ପାରଦ ୪୦ ଡିଗ୍ରୀ ତଳକୁ…