Latest Odisha News

BREAKING NEWS

ଭୁବନେଶ୍ୱର ଆଇଗିଣିଆ ଛକରେ ଦୁର୍ଘଟଣା, ଟ୍ରେଲର ଡ୍ରାଇଭର ମୃତ

ଭୁବନେଶ୍ୱର: ଖଣ୍ଡଗିରି ନିକଟ ଆଇଗିଣିଆ ଛକରେ ମର୍ମନ୍ତୁଦ ଦୁର୍ଘଟଣା । ଟ୍ରେଲରର କଣ୍ଟେନର ଖସି ଯିବାରୁ ବଡ଼ ଧରଣର ଦୁର୍ଘଟଣା ହୋଇଛି । ଏଥିର ଡ୍ରାଇଭରର ମୃତ୍ୟୁ ହୋଇଥିବା ବେଳେ ଆହତ ହୋଇଛନ୍ତି ହେଲପର । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଏମ୍ସରେ ଭର୍ତ୍ତି କରାଯାଇଛି । କଣ୍ଟେନର ବୋଝେଇ…

ମନ୍ତ୍ରୀ ପ୍ରତାପ ଜେନା କରୋନା ସଂକ୍ରମିତ

ଭୁବନେଶ୍ୱର: ଆଇନ ଓ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା କରୋନା ସଂକ୍ରମିତ । ତାଙ୍କର କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଛି । ଟ୍ୱିଟ୍ କରି ନିଜେ ଏହି ସୂଚନା ଦେଇଛନ୍ତି ପ୍ରତାପ ଦେନା । ଏବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ମିଳିଛି । ତେବେ ନିକଟରେ ତାଙ୍କ ସଂସ୍ପର୍ଶରେ…

ଦେଶରେ ୪ ହଜାର ଟପିଲା ଦୈନିକ ମୃତ୍ୟୁସଂଖ୍ୟା, ୪ ଲକ୍ଷ ତଳକୁ ଖସୁନି ପଜିଟିଭ୍ କେସ୍

ନୂଆଦିଲ୍ଲୀ: ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟାରେ ବ୍ରେକ୍ ଲାଗୁନି । ଦୈନିକ ଡେଥ୍ କେସ୍ ତିନି ହଜାରରୁ ଏବେ ଚାରି ହଜାର ପାର କରିଛି । ଗତ ୨୪ ଘଣ୍ଟାରେ ସାରା ଦେଶରେ କରୋନା ମୃତ୍ୟୁସଂଖ୍ୟା ପ୍ରଥମ ଥର ୪ହଜାର ଡେଇଁଛି । ଗତ ୨୪ ଘଣ୍ଟାରେ ମହାମାରୀରେ ୪ହଜାର ୧୮୭ ଆକ୍ରାନ୍ତଙ୍କ ଜୀବନ ଯାଇଛି ।…

ଆଜି ଓଡ଼ିଶାରୁ ୧୧,୮୦୭ କରୋନା ସଂକ୍ରମିତ ଚିହ୍ନଟ, ପଜିଟିଭ୍ ହାର ୨୩%

ଭୁବନେଶ୍ୱର: ରାଜ୍ୟରେ କରୋନା କାୟା ବିସ୍ତାର କରୁଛି । ଏବେ ୧୦ ହଜାର ଉପରେ ରହୁଛି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା । ଗତକାଲି ଅପେକ୍ଷା ଆଜି ସାମାନ୍ୟ ହ୍ରାସ ପାଇଛି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧୧ହଜାର ୮୦୭ ନୂଆ ଆକ୍ରାନ୍ତ । ଗତକାଲି ଏହି ସଂଖ୍ୟା ଥିଲା ୧୨ହଜାର ୨୩୮…

କୁଳାଙ୍ଗାର ଉବାଚ : ଅନଲାଇନ୍ ଅଡୁଆ

ଡଃ କୁଳାଙ୍ଗାର  ମେସେଜ ଏବଂ ଇ-ମେଲରେ କୋଟି କୋଟି ଟଙ୍କା ଲଟେରୀ ଉଠିଚି ବୋଲି ଯେବେ ମୁଁ ଜାଣୁଛି; କେତେ ସଂଖ୍ୟା ସହ କେତେଟା ଶୂନ ଲାଗିବ ବୋଲି ମୁଁ ଗଣୁଛି! ସତେ ଯଦି ତାହା ଛାଣୁଛି, ଆମେରିକା ଯାଇ କନିଆ ଆଣନ୍ତି ମେଲିଣ୍ଡା ବିଲ୍-କୁ ଛାଡି ଦେବାର ମୁଁ ଶୁଣୁଛି!! ଝିଅଟିଏ…

କବିତା : ପାଗଳର ପ୍ରଳାପ

ବିଶ୍ୱଜିତ ସାହୁ  ହଁ, ମୁଁ ନିଜ ଇଚ୍ଛାରେ ଆଦରି ନେଇଛି, ଏଇ ଅନ୍ଧାର କୋଠରୀ, ଏଇ ନୀରବତା, ଏଇ ନିଶ୍ଚଳତା... ଦିନେ ମୋର ବି ଇଚ୍ଛା ଥିଲା, ଦେଖିବାକୁ ସ୍ବପ୍ନର ଇନ୍ଦ୍ରଧନୁ, ଶୁଣିବାକୁ ପକ୍ଷୀଙ୍କ କୋଳାହଳ, ହେଲେ ସବୁ ସ୍ବପ୍ନ ଆଜି ଧୂଳିସାତ, ସବୁ ଆଶା ଆଜି ମୃତ.. ଏବେ କେବଳ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

 ଆଜିର ରାଶିଫଳ ତା ୮-୫-୨୦୨୧ ଶନିବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ମଇ ତା ୮ ରିଖ ଶନିବାର ମେଷ ୨୫ ଦିନ ବୈଶାଖ ମାସ କୃଷ୍ଣପକ୍ଷ ଦ୍ୱାଦଶୀ ତିଥି ଉତ୍ତର ଭାଦ୍ର ନକ୍ଷତ୍ର ନକ୍ଷତ୍ର ମୀନ ଚନ୍ଦ୍ର ଘାତ ବାର-: ବୃଷ, ସିଂହ ଓ କନ୍ୟା ରାଶିର ଘାତ ଚନ୍ଦ୍ର-: ଧନୁ ରାଶି ପୁରୁଷ ଓ…

ବଜ୍ରାଘାତରେ ଜଣେ ମହିଳାଙ୍କ ମୃତ୍ୟୁ

ତାଳଚେର : ତାଳଚେର କଣିହାଁ ଥାନା କଂସମୁଣ୍ତା ଗାଁରେ ଅଭାବନୀୟ ଘଟଣା । ବଜ୍ରାଘାତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା ହେଲେ କଂସାମୁଣ୍ଡା ଗାଁର ଘନଶ୍ୟାମ ନାଏକଙ୍କ ପତ୍ନୀ ମାଳତୀ ନାଏକ । ଆଜି ବର୍ଷା ପବନ ଆସିବା ପରେ ଆମ୍ବତୋଟାକୁ ଆମ୍ବ ଗୋଟାଇବାକୁ ଯାଇଥିଲେ ମାଳତୀ । କିନ୍ତୁ…

ବାହାଘର ପ୍ରୋସେସନ ବନ୍ଦ କରିବାରୁ ତହସିଲଦାରଙ୍କୁ ଆକ୍ରମଣ

ଗଜପତି : ଗଜପତି ଆର.ଉଦୟଗିରି ଥାନା ଛେଳିଗଡ଼ ଗାଁ ଖ୍ରିଷ୍ଟିୟାନ ସାହିରେ ଅଭାବନୀୟ ଘଟଣା । ବାହାଘର ପ୍ରୋସେସନ ଚାଲିଥିବା ବେଳେ ତହସିଲଦାରଙ୍କୁ ଆକ୍ରମଣ କରିଛନ୍ତି ସ୍ଥାନୀୟ ଲୋକେ । କୋଭିଡ ନିୟମ ଉଲ୍ଲଂଘନ କରି ବାହାଘର ପ୍ରୋସେସନ ଚାଲିଥିଲା । କିନ୍ତୁ ଘଟଣାସ୍ଥଳରେ ଆର.ଉଦୟଗିରି ତହସିଲଦାର…

୧୪ ଦିନ ପାଇଁ ପୂରା ଲକଡାଉନ୍ ହେବ କର୍ଣ୍ଣାଟକ

କର୍ଣ୍ଣାଟକ : ଦେଶରେ ଏବେ ଚିନ୍ତା ବଢ଼ାଇଛି ମହାମାରୀ କରୋନା। ଆକ୍ରାନ୍ତ ସଂଖ୍ୟା ଦିନକୁ ଦିନ ବଢୁଥିବାରୁ ପ୍ରଶାସନର ଚିନ୍ତା ବି ବଢ଼ିଲାଣି । ମୁକାବିଲା ପାଇଁ ଲକଡାଉନ ସାଙ୍ଗକୁ କର୍ଫ୍ୟୁ ବି ଲାଗୁ ହୋଇଛି । ତେବେ କର୍ଣ୍ଣାଟକରେ ମାମଲା ବଢୁଥିବାରୁ କଡ଼ା ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ…