Latest Odisha News

BREAKING NEWS

କରୋନା ବିରୋଧୀ ଲଢ଼େଇରେ ସାହାଯ୍ୟ ପାଇଁ ମୋଦିଙ୍କୁ ଜିନପିଙ୍ଗଙ୍କ ଚିଠି

ନୂଆଦିଲ୍ଲୀ: ଭୂତାଣୁ ବିରୋଧରେ ଭାରତ ଲଢ଼ୁଛି । ପ୍ରତିଦିନ ଦେଶରେ ନୂଆ ନୂଆ ରେକର୍ଡ କରୁଛି କରୋନା । ସପ୍ତାହେରୁ ଅଧିକ ଦିନ ହେଲାଣି ବିଶ୍ୱରେ ଦୈନିକ ସଂକ୍ରମଣ ମାମଲାରେ ଭାରତ ସଭା ଉପରେ ରହିଛି । ଭାରତର ଏଭଳି ଜରୁରୀକାଳୀନ ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବାର୍ତ୍ତା ପଠାଇଛି ଚୀନ ।…

କରୋନାରୁ ସୁସ୍ଥ ହେଲେ ଆଉ ୫୦୧୪ ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ଏବେ ଚିନ୍ତା ବଢ଼ାଇଛି ମହାମାରୀ କରୋନା । ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ଉପରମୁହାଁ ରହୁଥିବାରୁ ଭୟଭୀତ ହେଲେଣି ଲୋକେ । ଏହାରି ଭିତରେ ଆଜି ସାରା ରାଜ୍ୟରୁ ସୁସ୍ଥ ହୋଇଛନ୍ତି ଆଉ ୫୦୧୪ କରୋନା ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ…

ଚର୍ଚ୍ଚାରେ ଆଦର ପୁନାୱାଲା

ସେରମ୍ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ସିଇଓ ଆଦର ପୁନାୱାଲା । କିଛି ଦିନ ବେଶ୍ ଚର୍ଚ୍ଚାରେ ରହିଛନ୍ତି । ଏବେ ତାଙ୍କୁ ‘ୱାଇ’କାଟାଗୋରୀ ସୁରକ୍ଷା ନେଇ ନିଷ୍ପତ୍ତି ମଧ୍ୟ ନିଆଯାଇଛି । ସୁରକ୍ଷା ସହ ପୁନାୱାଲାଙ୍କ ପ୍ରତି ବିପଦ ଅଛି କି ନାହିଁ ତାହା ଜଣାପଡିବ । ଭ୍ୟାକସିନ୍ କୋଭିସିଲ୍ଡ ମୂଲ୍ୟକୁ ନେଇ…

ବଲାଙ୍ଗିରରେ ଉପର ମୁହାଁ ପାରଦ, ୪୦ ଡିଗ୍ରୀ ଉପରେ ରାଜ୍ୟର ୯ ସହର

ଭୁବନେଶ୍ବର : ରାଜ୍ୟରେ କମୁନି ତାତି । ଜାରୀ ରହିଛି ସୂର୍ଯ୍ୟଙ୍କ ପ୍ରକୋପ । ଲଗାତର କିଛି ଦିନ ଧରି ପାରଦ ଉପରମୁହାଁ ରହୁଥିବା ବେଳେ, ଆଜି ୪୦ ଡିଗ୍ରୀ ଉପରେ ରହିଛି ରାଜ୍ୟର ୯ଟି ସହରର ତାପମାତ୍ରା । ତେବେ ୪୨.୮ ଡିଗ୍ରୀ ତାପମାତ୍ରା ସହ ବଲାଙ୍ଗିର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଏନେଇ…

ପୂଜାରେ କଟକଣା

ଢେଙ୍କାନାଳ:ସରାଙ୍ଗରେ ବ୍ରାହ୍ମଣୀ ନଦୀ କୂଳରେ ରହିଛି ଭଗବାନ ବିଷ୍ଣୁଙ୍କର ଶୟନ ମୂର୍ତ୍ତି । ନିକଟରେ ବିଷ୍ଣଙ୍କର ଏକ ମନ୍ଦିର ରହିଥିବା ବେଳେ ନଦୀ କୂଳରେ ବିରାଜମାନ ଶୟନ ମୂର୍ତ୍ତି । ତେବେ ଏହା ଏକ ପର୍ଯ୍ୟଟନସ୍ଥଳୀ ଭାବେ ମଧ୍ୟ ଜଣାଶୁଣା । ପ୍ରତିଦିନ ଦୂରଦୂରାନ୍ତରୁ ଲୋକେ ଏହି ସ୍ଥାନକୁ…

ସଂକ୍ରମଣର ସବୁ ରେକର୍ଡ ଭାଙ୍ଗିଲା ଭୁବନେଶ୍ୱର, ବିଏମସିରୁ ୧୧୧୯ ଜଣ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ପ୍ରତିଦିନ କରୋନା ନୂଆ ନୂଆ ରେକର୍ଡ କରୁଛି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ୧୪ ଶହରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେଥିରୁ ୧ ହଜାର ୧୧୯ ଜଣ ବିଏମସି ଅଞ୍ଚଳରୁ । ଭୁବନେଶ୍ୱରରୁ ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୧୭୫ଟି ମାମଲା କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ…

ଜରୁରୀ ଥିଲେ ହସପିଟାଲ ଆସନ୍ତୁ କୋଭିଡ୍ ଆକ୍ରାନ୍ତ : ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ

ଭୁବନେଶ୍ବର : ରାଜ୍ୟରେ କରୋନା ସ୍ଥିତି ନେଇ ସବିଶେଷ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । ରାଜ୍ୟରେ ସ୍ଥିତି ବିଗୁଡୁଥିବା ବେଳେ, କରୋନା ନିୟମ ମାନି ବାକୁ ପରାମର୍ଶ ଦେଇଛନ୍ତି ଏସିଏସ । ପଜିଟିଭ୍ ଚିହ୍ନଟ ହେଲେ ଭୟଭୀତ ହୁଅନ୍ତୁ ନାହିଁ ।…

ବ୍ୟବସାୟୀ ମହାସଂଘର ବଡ଼ ନିଷ୍ପତ୍ତି, ସାରା ରାଜ୍ୟରେ ଦିନ ୨ଟାରୁ ବନ୍ଦ ରହିବ ଦୋକାନ

ଭୁବନେଶ୍ବର : ସାରା ରାଜ୍ୟରେ ମହାମାରୀ କରୋନା ଏବେ ଉପରମୁହାଁ । ଦିନକୁ ଦିନ ଆକ୍ରାନ୍ତ ସଂଖ୍ୟା ବଢୁଥିବା ବେଳେ, ପ୍ରଶାସନର ବଢ଼ିଲାଣି ଚିନ୍ତା । ଏହାରି ଭିତରେ ବିଭିନ୍ନ ସ୍ଥାନରେ କଟକଣା ବି ଲାଗିଲାଣି । ତେବେ କରୋନାକୁ ମୁକାବିଲା କରିବା ପାଇଁ ଏବେ ଅଣ୍ଟା ଭିଡିଛି ବ୍ୟବସାୟୀ ମହାସଂଘ ।…

ମାଳତୀ ଦେଈ

(ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’) ମାଳତୀ ଦେଈ .. ଏଇ ନାଁଟା ହିଁ ଯଥେଷ୍ଟ । କେବଳ ରାମପୁର ଗାଁ ନୁହେଁ, ଆଖ ପାଖ ଖଣ୍ଡମଣ୍ଡଳର ଲୋକେ ଜାଣନ୍ତି ତାକୁ । କି ଖରା .. କି ବର୍ଷା .. କିଛି ନମାନି, ଚାରି ଛଅ କୋଶ ଦୂରରୁ ଲୋକେ ଆସନ୍ତି ମାଳତୀ ଦେଈ ପାଖକୁ । କାହା ଛୁଆର ଦେହ…

ଜାଣନ୍ତୁ ରିଷି କପୁରଙ୍କ ଫିଲ୍ମ ‘ବବି’ ଏବଂ ପୂର୍ବତନ ପିଏମ୍‌ ଇନ୍ଦିରା ଗାନ୍ଧୀଙ୍କ ମଧ୍ୟରେ କଣ ରହିଛି…

ନୂଆଦିଲ୍ଲୀ: ଆଜି ଭେଟେରାନ ଅଭିନେତା ରିଷି କପୁରଙ୍କ ମୃତ୍ୟୁକୁ ଏକ ବର୍ଷ ପୂରିଛି। ପ୍ରାୟ ୨ ବର୍ଷ ଧରି କର୍କଟ ରୋଗ ସହିତ ଲଢେଇ କରିବା ପରେ ୩୦ ଏପ୍ରିଲରେ ମୁମ୍ବାଇର ଏକ ଡାକ୍ତରଖାନାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ତେବେ ଏକ ଆଶ୍ଚର୍ଯ୍ୟଜନକ କଥା ହେଉଛି ତାଙ୍କର ରୋମାଣ୍ଟିକ…