ଦେଶରୁ ଦିନକରେ ୩୪୯୮ ମୃତ, ୩ଲକ୍ଷ ୮୬ ହଜାର ପଜିଟିଭ୍
ନୂଆଦିଲ୍ଲୀ: ଦେଶରେ ବେକାବୁ ହେଉଛି କରୋନା ସଂକ୍ରମଣ। ଏମିତିକି ସଂକ୍ରମିତଙ୍କ ସଂଖ୍ୟା ନୂଆ ରେକର୍ଡ କରୁଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୩ ଲକ୍ଷ ୮୬ ହଜାର ୪୫୨ ନୂଆ ଆକ୍ରାନ୍ତ ।
ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ ସଂକ୍ରମଣ ସହ ଦୈନିକ କରୋନା ମୃତ୍ୟୁ ସଂଖ୍ୟା ବି…