Latest Odisha News

BREAKING NEWS

ଆସିଲା ଏକଜିଟ ପୋଲ୍ ଫଳାଫଳ, କେଉଁଠି କିଏ କରିବ ସରକାର ?

ନୂଆଦିଲ୍ଲୀ : ସରିଲା ପଶ୍ଚିମବଙ୍ଗର ଶେଷ ପର୍ଯ୍ୟାୟ ଭୋଟ୍ ଗ୍ରହଣ । ଏଥିସହ ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ହୋଇଥିବା ବିଧାନସଭା ନିର୍ବାଚନର ପ୍ରକାଶ ପାଇଛି ଏକଜିଟ୍ ପୋଲ ରେଜଲ୍ଟ । ତେବେ ସମସ୍ତଙ୍କ ନଜର ରହିଛି ପଶ୍ଚିମବଙ୍ଗ ଉପରେ । ତେବେ ପଶ୍ଚିମବଙ୍ଗରେ ମମତା ବାନାର୍ଜୀ…

ଜନ ଶୂନ୍ୟ ମଠ ମନ୍ଦିର …

ଢେଙ୍କାନାଳ: ଭୟଙ୍କର ରୂପ ନେଉଛି କରୋନା । ଦିନକୁ ଦିନ ସ୍ଥିତି ବିଗିଡିବାରେ ଲାଗିଛି । ଏନେଇ ଲୋକଙ୍କୁ ବିଭିନ୍ନ ସମୟରେ ସତର୍କ କରାଯାଉଛି । ଲକ୍ ଡାଉନ୍ ଓ ସଟଡାଉନ୍ ଯୋଗୁ ଜନଜୀବନ ବେଶ୍ ପ୍ରଭାବିତ ହୋଇପଡିଛି । ବିଭିନ୍ନ ମଠ ମନ୍ଦିର ଉପରେ କଟକଣା କରାଯାଇଥିବା ବେଳେ କିଛି ସ୍ଥାନରେ ସକାଳ ଧୂପ…

ପରିବା ମାର୍କେଟ ଖାଁ ଖାଁ . . .

ଢେଙ୍କାନାଳ:କରୋନା କଟକଟକଣା ବଢିଚାଲିଛି । ତା ଭିତରେ ଜନଜୀବନ ପ୍ରଭାବିତ ହେବାରେ ଲାଗିଛି । ଖାସ୍ କରି ଦୈନଦିନ ଚଳଣୀ ମଧ୍ୟ ପ୍ରଭାବିତ ହୋଇଛି । କରୋନା ଯୋଗୁ ଲୋକଙ୍କୁ ବିଭିନ୍ନ ଭାବରେ ସଚେତନତ କରାଯାଉଛି, ଘରୁ ବାହାରକୁ ନ ବାହାରିବାକୁ ଦିଆଯାଉଛି ପରାମର୍ଶ । ଆଉ ତାରି ଭିତରେ ବେଶୀ…

କରୋନା ଟେଷ୍ଟ ଶୃଙ୍ଖଳିତ କରିବା ଲାଗି ଜିଲ୍ଲା ଅଧିକାରୀଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର: କରୋନା ଟେଷ୍ଟିଂ ପ୍ରକ୍ରିୟାକୁ ଶୃଙ୍ଖଳିତ କରିବାକୁ ଓଡିଶା ସରକାର ଗୁରୁବାର ଦିନ ଜିଲ୍ଲାପାଳଙ୍କ ସମେତ ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ (ସିଡିଏମଓ)ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅତିରିକ୍ତ ମୁଖ୍ୟ ଶାସନ ସଚିବ (ସ୍ୱାସ୍ଥ୍ୟ) ପ୍ରଦୀପ୍ତ ମହାପାତ୍ର ଏକ ଚିଠିରେ ନିର୍ଦ୍ଦେଶ…

ଚିତ୍ରକୋଣ୍ଡାର ବାସ୍ତବ ଚିତ୍ର …

ମାଲକାନଗିରି:ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଜଳ ଭଣ୍ଡାର ଉପରେ ନିର୍ମାଣ ହେଲା ଗୁରୁପ୍ରିୟା ସେତୁ । ସେତୁ ନିର୍ମାଣ ପରେ ବିଚ୍ଛିନ୍ନାଞ୍ଚଳକୁ ସ୍ବାଭିମାନ ଅଞ୍ଚଳ ଭାବେ ଘୋଷଣା କଲେ ରାଜ୍ୟ ସରକାର । ହେଲେ ସେତୁ ଉଦଘାଟନର ଦୁଇ ବର୍ଷ ପରେ ଶାସକଙ୍କଠୁ ପ୍ରଶାସକ ସମସ୍ତେ ବିକାଶର ବଡ ବଡ କଥା…

ଅନୁଗୁଳରୁ ତରଳ ମେଡିକାଲ ଅମ୍ଳଜାନ ପରିବହନ କରିବ ଅକ୍ସିଜେନ୍ ଏକ୍ସପ୍ରେସ୍

ନୂଆଦିଲ୍ଲୀ: ଭାରତୀୟ ରେଳ ଅକ୍ସିଜେନ୍ ଏକ୍ସପ୍ରେସକୁ ଗୁରୁତ୍ବ ଦେବା ସହ ଜୀବନ ରକ୍ଷାକାରୀ ଅମ୍ଳଜାନ ପରିବହନ ଜାରି ରଖିଛି। ଭାରତୀୟ ରେଳବାଇର ଅକ୍ସିଜେନ୍ ଏକ୍ସପ୍ରେସ ପରିଚାଳନା ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଏବଂ ଦିଲ୍ଲୀ ପରେ ହରିୟାଣା ଏବଂ ତେଲେଙ୍ଗାନା ରାଜ୍ୟକୁ ସହାୟତା…

ହସ୍ପିଟାଲର ଅକ୍ସିଜେନ୍ ସିଲିଣ୍ଡରକୁ ମାଗଣାରେ ଭରିବ IFFCO

ଭୁବନେଶ୍ୱର: ଭାରତୀୟ କୃଷକ ଫର୍ଟିଲାଇଜର୍ କୋଅପରେଟିଭ୍ ଲିମିଟେଡ୍ (IFFCO) ଓଡିଶାର ଡାକ୍ତରଖାନା ପାଇଁ ମାଗଣାରେ ଅକ୍ସିଜେନ୍ ସିଲିଣ୍ଡର ଭରିବ ବୋଲି ସୂଚନା ଦେଇଛି। ଏନେଇ IFFCOର ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ଡ. ୟୁଏସ ଅଶ୍ବସ୍ଥୀ ସୂଚନା ଦେଇଛନ୍ତି। ପାରାଦୀପରେ IFFCOର ୪ର୍ଥ…

ଅଭିନେତା ରଣଧୀର କପୁର ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ବଲିଉଡର ଭେଟେରାନ ଅଭିନେତା ରଣଧୀର କପୁର ଗୁରୁବାର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। “ଏହି ଭେଟେରାନ ଅଭିନେତା ଜଣକଙ୍କୁ ଗତକାଲି ରାତିରେ କୋଭିଡ ଚିକିତ୍ସା ପାଇଁ ମୁମ୍ବାଇର କୋକିଲାବେନ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର"…

ପୁଣି ଟିକା ଅର୍ଡର କଲେ ରାଜ୍ୟ ସରକାର

ଭୁବନେଶ୍ବର : ରାଜ୍ୟରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା ସଂକ୍ରମଣ । କିପରି ସଂକ୍ରମଣକୁ ରୋକାଯିବ ତାଉ ଉପରେ ଗୁରୁତ୍ବ ଦେଇଛନ୍ତି ସରକାର । ରାଜ୍ୟରେ ଟିକାକରଣକୁ ବ୍ୟାପକ କରାଯାଇଥିବା ବେଳେ, ଆଜି ପୁଣି ଟିକା ଅର୍ଡର କରିଛନ୍ତି ରାଜ୍ୟ ସରକାର । ଟିକା ପାଇଁ ଦୁଇ ଟିକା ଉତ୍ପାଦକଙ୍କୁ ଚିଠି…

କମୁନି ତାତି, ୪୦ ଡିଗ୍ରୀ ଉପରେ ରାଜ୍ୟର ୧୨ ସହର

ଭୁବନେଶ୍ବର : ତାତି କରୁଛି କଲବଲ । ସାରା ରାଜ୍ୟରେ ଲଗାତର କିଛି ଦିନ ଧରି ଉପରମୁହାଁ ରହୁଛି ପାରଦ । ପ୍ରବଳହ ଗ୍ରୀଷ୍ମ ପ୍ରବାହରେ ଆଉଟୁ ପାଉଟୁ ହେଲେଣି ଲୋକେ । ଆଜି ରାଜ୍ୟର ୧୨ ସହର ୪୦ ଡିଗ୍ରୀ ଉପରେ ରହିଛି । ତେବେ ୪୩.୧ ଡିଗ୍ରୀ ତାପମାତ୍ରା ସହ ସୋନପୁର ସବୁଠୁ ଉତ୍ତପ୍ତ ସହର ପାଲଟିଛି ।…