Latest Odisha News

BREAKING NEWS

ସ୍ଥିତି ଦେଖି ପ୍ରସ୍ତୁତ ହେଉଛି ଯୋଜନା, ଏବେ ଆବଶ୍ୟକ ନାହିଁ ଲକଡାଉନ୍: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରଣ ୬ ହଜାର ଉପରେ ରହିଛି । ତେବେ, ଅଧିକାଂଶ ରୋଗୀ ହୋମ୍ ଆଇସୋଲେସନରେ ରହି ଚିକିତ୍ସିତ ହେଉଛନ୍ତି । ଏବେ ରାଜ୍ୟରେ ଉପଲବ୍ଧ ଥିବା ଶଯ୍ୟାରୁ ୪୩ ପ୍ରତିଶତ ଜେନେରାଲ ବେଡ୍, ୬୩ ପ୍ରତିଶତ ICU ବେଡ୍ ଓ ୩୫ ପ୍ରତିଶତ ଭେଣ୍ଟିଲେଟରରେ ରୋଗୀ ଚିକିତ୍ସିତ…

ଆଜି କୋଲକାତା ଓ ଦିଲ୍ଲୀ ମଧ୍ୟରେ ମୁକାବିଲା

ଅହମ୍ମଦାବାଦ: ଚଳିତ ଆଇପିଏଲରେ ଆଜି କୋଲକାତା ନାଇଟ ରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମୁକାବିଲା ହେବ । ଖରାପ ପ୍ରଦର୍ଶନ ଜାରି ରଖିଥିବା କୋଲକାତା ତାର ଶେଷ ମ୍ୟାଚରେ ବହୁ ପ୍ରତୀକ୍ଷିତ ବିଜୟ ହାସଲ କରି ଫର୍ମକୁ ଫେରିବା ସଙ୍କେତ ଦେଇଛି । କୋଲକାତା ୬ ମ୍ୟାଚରୁ ୨ଟିରେ ବିଜୟ ହାସଲ…

ପୁଅକୁ ବଞ୍ଚାଇବା ଲାଗି ରେମଡେସିଭିର ପାଇଁ ଅଫିସରଙ୍କ ପାଦ ଧରିଲେ ମାଆ, ତଥାପି ବଞ୍ଚିଲାନି ଜୀବନ

ନୋଏଡା: କାନ୍ଦି କାନ୍ଦି ପୁଅର ଜୀବନ ବଞ୍ଚାଇବାକୁ ଅଫିସରଙ୍କ ପାଦ ଧରିଲେ ମାଆ । ଆଶା ପୁଅର ଜୀବନ ପାଇଁ ଅଫିସର ଦେବେ ରେମଡେସିଭିର । କରୋନା କାଳରେ ଦେଶର ସ୍ୱାସ୍ଥ୍ୟସେବା କେତେ ମଜଭୁତ୍ ତାହା ପଦାରେ ପଡ଼ିଛି । ସ୍ଥିତି ନିୟନ୍ତ୍ରଣାଧୀନ ଥିବା ସରକାର କହୁଛନ୍ତି । ହେଲେ ବାସ୍ତବତା ଢେର୍ ଭିନ୍ନ…

ଆଇପିଏଲରୁ ୨ ଅମ୍ପାୟର ଓହରିଲେ

ମୁମ୍ବାଇ: ଚଳିତ ଆଇପିଏଲରୁ ଗୁରୁବାର ୨ଜଣ ଅମ୍ପାୟର ଓହରି ଯାଇଛନ୍ତି । କରୋନାର ଦ୍ୱିତୀୟ ଲହରୀ କମିବାର ନାଁ ଧରୁ ନ ଥିବାରୁ ସେମାନେ ଭୟରେ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି ଦୁଇଜଣ ଅମ୍ପାୟର ହେଲେ ଭାରତର ନିତିନ ମେନନ ଓ ଅଷ୍ଟ୍ରେଲିଆ ପଲ ରାଇଫଲ । ସେମାନଙ୍କ ସ୍ଥାନରେ ଘରୋଇ…

ଭିଜିଲାନ୍ସ ଜାଲରେ ତହସିଲଦାର, ନେଉଥିଲେ ୪୦ ହଜାର ଟଙ୍କା ଲାଞ୍ଚ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ରାଇକିଆ ତହସିଲଦାର ଲାଞ୍ଚ ନେଇ ଧରାପଡ଼ିଛନ୍ତି । ୪୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ବ୍ରହ୍ମପୁର ଭିଜିଲାନ୍ସ ରାଇକିଆ ତହସିଲଦାର ଚକ୍ରଧର ପାଢ଼ୀଙ୍କୁ ଧରିଛି । ମଣ୍ଡାକିଆର ସେନାପତି ପ୍ରଧାନଙ୍କ ସିଜ୍ ଟ୍ରାକ୍ଟରକୁ ମୁକ୍ତ କରିବା ଲାଗି ତହସିଲଦାର ୪୦ ହଜାର ଟଙ୍କା…

OYO ରୁମରୁ ୯୯ ଲକ୍ଷ ୫୦ ହଜାର ଟଙ୍କା ଜବତ ଘଟଣାର ତଦନ୍ତ ପାଇଁ ଆୟକର ବିଭାଗକୁ ଚିଠି

ଭୁବନେଶ୍ୱର: ଭୁବନେଶ୍ୱର OYO ହୋଟେଲରୁ ୯୯ ଲକ୍ଷ ୫୦ ହଜାର ଟଙ୍କା ଜବତ ଘଟଣା । ତଦନ୍ତ ପାଇଁ ଆୟକର ବିଭାଗକୁ ଚିଠି ଲେଖିଲା କମିଶନରେଟ ପୋଲିସ । ଜବତ ଟଙ୍କାର ତଦନ୍ତ ପାଇଁ କମିଶନରେଟ ପୋଲିସ ଆୟକର ବିଭାଗକୁ ଚିଠି ଲେଖିଛି । ବ୍ୟବସାୟୀ ଜଣଙ୍କ ଏତେ ଟଙ୍କା କେଉଁ ଉପାୟରେ ଆଣିଥିଲେ । ଟଙ୍କାର…

ବୌଦ୍ଧରୁ କଲରାପତରିଆ ବାଘ ଛାଲ ଜବତ

ସୋନପୁର: କ୍ରାଇମ ବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ) ଟିମ ଗୁରୁବାର ଦିନ କଲରାପତରିଆ ବାଘ ଛାଲ ଜବତ କରିବା ସହ ବୌଦ୍ଧରୁ ଜଣଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ ଏସଟିଏଫ୍ ଟିମ୍ ମନମୁଣ୍ଡା ଥାନା ଅନ୍ତର୍ଗତ ବନ୍ଧନଝୁଲି ନିକଟରେ ଚଢାଉ କରି ବାଦଲଗୁଡା ଗାଁର ମହେନ୍ଦ୍ର ଭାଇନାଙ୍କୁ…

ଦେଶରେ ୩ ଲକ୍ଷ ୭୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ୩ ହଜାର ୬୪୫ ମୃତ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ମାମଲା ବିସ୍ଫୋଟକ ଭଳି ଫୁଟି ଚାଲିଛି । ସପ୍ତାହେ ହେଲା ଲଗାତାର ୩ ଲକ୍ଷରୁ ଅଧିକ ଦୈନିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତାଜା ରିପୋର୍ଟ ଅନୁସାରେ, ବିଗତ ୨୪ ଘଣ୍ଟାରେ ୩ ଲକ୍ଷ ୭୯ ହଜାର ୨୫୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।…

୭ ଦିନ ପାଇଁ ସିଲ୍ ହେଲା ଭୁବନେଶ୍ୱର କୋର୍ଟ କମ୍ପ୍ଲେକ୍ସ

ଭୁବନେଶ୍ୱର: ଏକାଧିକ ଆଇନଜୀବୀ ପଜିଟିଭ୍ ଚିହ୍ନଟ ହେବା ପରେ ବିଏମସି ଭୁବନେଶ୍ୱର କୋର୍ଟ କମ୍ପ୍ଲେକ୍ସକୁ ସିଲ୍ କରି ଦେଇଛି । ଆଜିଠୁ ୭ ଦିନ ପାଇଁ ଭୁବନେଶ୍ୱର କୋର୍ଟ କମ୍ପ୍ଲେକ୍ସକୁ ସିଲ୍ କରାଯାଇଛି । ଏହି ସମୟରେ ବିନା ଅନୁମତିରେ ବାହାର ଲୋକ କୋର୍ଟ କମ୍ପ୍ଲେକ୍ସକୁ ଯାଇ ପାରିବେନି । କେବଳ…

କରୋନା ନେଲା ଆଉ ୧୨ ଜୀବନ, ମୃତ୍ୟୁସଂଖ୍ୟା ୨ ହଜାର ୨୯କୁ ବୃଦ୍ଧି

ଭୁବନେଶ୍ୱର: କରୋନାରେ ମୃତ୍ୟୁ ଥମୁନି । ସଂକ୍ରମଣ ଭଳି ରାଜ୍ୟରେ କରୋନାରେ ଲୋକ ଆଖି ବୁଜୁଛନ୍ତି । ଗତ ୨୪ ଘଣ୍ଟାରେ ୧୨ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା । ସଂକ୍ରମଣ ଭଳି କୋଭିଡ୍ ମୃତ୍ୟୁରେ ବି ଖୋର୍ଦ୍ଧା ଜିଲ୍ଲା ଆଗରେ ରହିଛି । ଏଯାବତ୍ ୨ ହଜାର ୨୯ ଜଣଙ୍କ ଜୀବନ ନେଇଛି କରୋନା ।…