Latest Odisha News

BREAKING NEWS

ନିଜ ଏସୟୁଭି ବିକ୍ରି କରି ଲୋକଙ୍କୁ ଅମ୍ଳଜାନ ଯୋଗାଉଛନ୍ତି ମୁମ୍ବାଇର ଏହି ବ୍ୟକ୍ତି

ମୁମ୍ବାଇ: ମୁମ୍ବାଇର ଜଣେ ଯୁବକ କିଛି ଦିନ ପୂର୍ବରୁ ତାଙ୍କ ଅଞ୍ଚଳର ଲୋକଙ୍କ ପାଇଁ ଅମ୍ଳଜାନ ସିଲିଣ୍ଡର ଯୋଗାଇବା ପାଇଁ ୨୨ ଲକ୍ଷ ଟଙ୍କା ମୂଲ୍ୟର ଏସୟୁଭି ବିକ୍ରି କରିଥିଲେ। ମଲାଡର ବାସିନ୍ଦା ଶାହନାୱାଜ୍ ଶେଖ୍ ତାଙ୍କ ଫୋର୍ଡ ଏଣ୍ଡେଭେଭର୍ ଏସୟୁଭି ବିକ୍ରୟ କରି ଡାକ୍ତରଖାନା ତଥା ଅମ୍ଳଜାନ…

ସମୁଦ୍ର ବେଳାଭୂମିରୁ ଡଲଫିନର ମୃତଦେହ ଉଦ୍ଧାର

ପୁରୀ: ପୁରୀ ସମୁଦ୍ର କୂଳରୁ ଶୁକ୍ରବାର ଦିନ ଏକ ଡଲଫିନର ମୃତଦେହ ଉଦ୍ଧାର କରାଯାଇଛି। ସୂଚନାନୁସାରେ, ଦିଗବାରେଣି ଖୁଣ୍ଟି ନିକଟରୁ ଲାଇଫଗାର୍ଡ ମୃତ ଡଲଫିନକୁ ଉଦ୍ଧାର କରିଥିଲେ। ଡଲଫିନର ଶରୀରରେ କୌଣସି କ୍ଷତାକ୍ତ ଚିହ୍ନନଥିବା ଜଣାପଡ଼ିଛି। ତେବେ ମୃତ୍ୟୁ ପଛର ପ୍ରକୃତ କାରଣ ଏଯାଏଁ ଜଣା…

ଭାରତରୁ ବିମାନସେବା ଉପରେ ରୋକ ଲଗାଇଲା କାନାଡ଼ା

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବଢୁଥିବାରୁ ଗୋଟିଏ ପରେ ଗୋଟିଏ ଦେଶ ବିମାନ ସେବା ଉପରେ ପ୍ରତିବନ୍ଧକ ଜାରି କରୁଛନ୍ତି । ଏବେ କାନାଡ଼ା ସରକାର ଭାରତରୁ ଆସୁଥିବା ବିମାନ ଉପରେ ନିଷେଧାଦେଶ ଜାରି କରିଛନ୍ତି । ଆସନ୍ତା ୩୦ ଦିନ ଯାଏ କଟକଣା ବଳବତ୍ତର ରହିବ । ଭାରତରେ କରୋନା ସ୍ଥିତି…

ଲୋକପ୍ରିୟ ସଙ୍ଗୀତକାର ଶ୍ରବଣ ରାଥୋଡଙ୍କ ପରଲୋକ

ମୁମ୍ବାଇ: ପ୍ରସିଦ୍ଧ ସଂଗୀତ ରଚୟତା ଶ୍ରବଣ ରାଥୋଡଙ୍କର କରୋନା ଯୋଗୁ ଗୁରୁବାର ମୁମ୍ବାଇ ଡାକ୍ତରଖାନାରେ ମୃତ୍ୟୁ ବରଣ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ହୋଇଥିଲା। ତାଙ୍କ ପୁଅ ସଂଗୀତଜ୍ଞ ସଞ୍ଜୀବ ରାଥୋଡ କହିଛନ୍ତି ଯେ ରାତି ପ୍ରାୟ ୧୦.୧୫ ସମୟରେ ତାଙ୍କର ଦେହାନ୍ତ ହୋଇଛି।…

ଅକ୍ସିଜେନ୍ ଅଭାବର ଭୟଙ୍କର ଚିତ୍ର: ଦିଲ୍ଲୀ ଗଙ୍ଗାରାମ ହସ୍ପିଟାଲରେ ୨୪ ଘଣ୍ଟାରେ ୨୫ ରୋଗୀ ମୃତ, ସଙ୍କଟରେ ୬୦ ଜୀବନ

ନୂଆଦିଲ୍ଲୀ: ଦେଶର ରାଜଧାନୀରେ କରୋନା ସ୍ଥିତି ଉଦବେଗଜନକ ରହିଛି । ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ଅକ୍ସିଜେନ୍ ଅଭାବ କରୋନା ମୁକାବିଲାରେ ବଡ଼ ବାଧକ ସାଜିଛି । ମୁକାବିଲା ଭିତରେ ଦିଲ୍ଲୀ ସାର ଗଙ୍ଗାରାମ ହସ୍ପିଟାଲରୁ ଏକ ଦୁଃଖଦ ଓ ଭୟାନକ ଘଟଣା ସାମନାକୁ ଆସିଛି ।। ଗତ ୨୪ ଘଣ୍ଟାରେ…

କରୋନାର ନୂଆ ରେକର୍ଡ: ଦେଶରୁ ଦିନକରେ ୩ଲକ୍ଷ ୩୨ ହଜାର ପଜିଟିଭ୍, ୨୨୬୩ ମୃତ

ନୂଆଦିଲ୍ଲୀ: ପ୍ରତିଦିନ ଦେଶରେ କରୋନା ରେକର୍ଡ କରୁଛି । ବଢୁଛି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା । କ୍ରମାଗତ ଦ୍ୱିତୀୟ ଦିନରେ 3ଲକ୍ଷ ଉପରେ ରହିଛି ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୩ଲକ୍ଷ ୩୨ହଜାର ୭୩୦ ପଜିଟିଭ୍ । ସଂକ୍ରମଣ ବଢୁଛି, ତାସହ ଘାତକ ହେଉଛି…

କୋଇଲା ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି: ତାଳଚେର MCL ହସ୍ପିଟାଲକୁ କୋଭିଡ୍ ହସ୍ପିଟାଲ କରିବାକୁ ଅନୁରୋଧ

ଭୁବନେଶ୍ୱର: ଅନୁଗୋଳ ଜିଲ୍ଲାର ତାଳଚେର ଏମସିଏଲ୍ ହସ୍ପିଟାଲକୁ କୋଭିଡ୍ ହସ୍ପିଟାଲ ଭାବରେ କାର୍ଯ୍ୟକ୍ଷମ କରିବାକୁ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେଠାରେ ୧୦୦ଟି ଭେଣ୍ଟିଲେଟର ବ୍ୟବସ୍ଥା ପାଇଁ ଅନୁରୋଧ…

ଓଡ଼ିଶାରୁ ଦିନକରେ ୮ କରୋନା ରୋଗୀଙ୍କ ମୃତ୍ୟୁ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଓଡିଶାରେ ଆଉ ୮ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ଯାହାକୁ ମିଶାଇ ମୋଟ୍ ମୃତ୍ୟୁ ସଂଖ୍ୟା ୧୯୭୩ ଛୁଇଁଛି। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ମୃତକଙ୍କ ମଧ୍ୟରେ କଳାହାଣ୍ଡି ଏବଂ ଗଞ୍ଜାମରୁ ଦୁଇ ଜଣ ଲେଖାଏଁ ଏବଂ ବାଲେଶ୍ବର, ବଲାଙ୍ଗୀର, କନ୍ଧମାଳ ଓ…

ପୁରୀ ସ୍ୱର୍ଗଦ୍ୱାରରେ ଶବ ଦାହର ଡ୍ରାଏ ରନ ଆରମ୍ଭ

ପୁରୀ: ବଦଳୁଛି ପୁରୀ ସ୍ୱର୍ଗଦ୍ୱାରର ଚିତ୍ର। ସୁ-ବ୍ୟବସ୍ଥିତ ଢଙ୍ଗରେ ପୁରୁଣା ସ୍ୱର୍ଗଦ୍ୱାର ପାଇଛି ନୂଆରୂପ। ସୂଚନା ଅନୁଯାୟୀ ଆଜିଠାରୁ ପୁରୀ ସ୍ୱର୍ଗଦ୍ୱାରରେ ଆରମ୍ଭ ହୋଇଛି ଶବ ଦାହର ଡ୍ରାଏ ରନ। ଜିଲ୍ଲପାଳ ସମର୍ଥ ବର୍ମା ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଡ୍ରାଏ ରନ…

ରାଜ୍ୟରେ ବଢୁଛି ଦୈନିକ ସଂକ୍ରମଣ, ଆଜି ୬୨୧୫ ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୬ ହଜାର ୨୧୫ ନୂଆ ଆକ୍ରାନ୍ତ। ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୩ ହଜାର ୬୦୪ ଜଣ ଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୨୬୧୧ଟି । ଖୋର୍ଦ୍ଧାରୁ…