Latest Odisha News

BREAKING NEWS

ମହଙ୍ଗା ପଡ଼ୁଛି କୋଭିଡ୍ ନିୟମ ଉଲ୍ଲଂଘନ, ୨୪ ଘଣ୍ଟାରେ ୨୪ ଲକ୍ଷରୁ ଅଧିକ ଟଙ୍କା ଜରିମାନା ଆଦାୟ

ଭୁବନେଶ୍ୱର: ରାଜ୍ୟରେ କୋଭିଡ୍ ସଂକ୍ରମଣ ମାମଲା ବଢ଼ି ଚାଲିଥିବା ବେଳେ ସୁଧୁରୁନାହାଁନ୍ତି ଅମାନିଆ । ରାଜ୍ୟବ୍ୟାପୀ ନାଇଟ୍ କର୍ଫ୍ୟୁ ଓ ସପ୍ତାହନ୍ତ ସଟଡାଉନ୍ ସତ୍ତ୍ୱେ କେତେକ ନିଜ ଜୀବନକୁ ବିପଦରେ ପକାଇବା ସହ ଅନ୍ୟମାନଙ୍କ ଜୀବନକୁ ବିପଦ ମୁହଁକୁ ଠେଲୁଛନ୍ତି । ସେମାନଙ୍କୁ ସାବାଡ୍ କରୁଛି…

ମେ’ ପ୍ରଥମ ସପ୍ତାହ ସୁଦ୍ଧା ପିକରେ ରହିପାରେ କରୋନା ସଂକ୍ରମଣ, ଚେତେଇଲେ ଡିଏମଇଟି

ଭୁବନେଶ୍ୱର: ରାଜ୍ୟରେ ଏବେ କରୋନା ସଂକ୍ରମଣ ପାଞ୍ଚ ହଜାର ମୁହାଁ ହୋଇଛି । ଚଳିତ ମାସ ଶେଷ କିମ୍ବା ମେ’ ମାସ ପ୍ରଥମ ସପ୍ତାହରେ କରୋନା ସଂକ୍ରମଣ ପିକ୍ ଛୁଇଁପାରେ । ଆଜି ଏଭଳି ଚେତେଇ ଦେଇଛନ୍ତି ଡିଏମଇଟି ଡାକ୍ତର ସିବିକେ ମହାନ୍ତି । ବର୍ଦ୍ଧିତ ସଂକ୍ରମଣକୁ ଦୃଷ୍ଟିରେ ରଖି ବିଭିନ୍ନ ସଂସ୍ଥାର…

ଆସାମରେ ୩ ଓଏନଜିସି କର୍ମଚାରୀଙ୍କୁ ଅପହରଣ

ଗୌହାଟୀ: ଆସାମରେ ୩ଜଣ ଓଏନଜିସି କର୍ମଚାରୀଙ୍କ ଅପହରଣ ହୋଇଛି । ନାଗାଲାଣ୍ଡ ବର୍ଡର ନିକଟରେ ସେମାନଙ୍କ ଗାଡି ପୋଲିସ ପାଇଛି । ତେବେ କେଉଁ ଗୋଷ୍ଠୀ ଏହି କାଣ୍ଡ ଘଟାଇଛି ସେ ନେଇ ପୋଲିସ ପାଖରେ କୌଣସି ତଥ୍ୟ ହସ୍ତଗତ ହୋଇ ନାହିଁ । ଶିବସାଗର ଜିଲ୍ଲାରେ ୨ଜଣ ଜୁନିୟର ଇଞ୍ଜିନିୟର ଓ ଜଣେ ଜୁନିୟର…

ବଲାଙ୍ଗିରରେ କୋଭିଡ୍ ଓ ଆଇନଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କଲେ ପୋଲିସ୍ ଡିଜି, କୋଭିଡ୍ କଟକଣା ପାଳନ କରିବାକୁ…

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାର କୋଭିଡ୍ ଓ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରି କରିଛନ୍ତି ଡିଜିପି ଅଭୟ । ସ୍ଥାନୀୟ ରିଜର୍ଭ ଅଫିସରେ ଜିଲ୍ଲାରେ ବୃଦ୍ଧି ପାଉଥିବା କରୋନା ସ୍ଥିତି ଓ ଆଇନଶୃଙ୍ଖଳା ପରିସ୍ଥିତି ନେଇ ସମୀକ୍ଷା କରିଛନ୍ତି ଅଭୟ ।  ସମୀକ୍ଷା ପରେ କୋଭିଡ୍ କଟକଣା…

କରୋନାରେ ଆଉ ଜଣେ ଡାକ୍ତରଙ୍କ ମୃତ୍ୟୁ

ମୁମ୍ବାଇ: କରୋନା ଯୋଗୁ ମୁମ୍ବାଇର ଜଣେ ଡାକ୍ତର ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ଫେସ୍‌ବୁକ୍‌ରେ ବିଦାୟ ନେବାର ଗୋଟିଏ ଦିନ ପରେ ଦୁନିଆରୁ ବିଦାୟ ନେଇଛନ୍ତି ଏହି ମହିଳା ଡାକ୍ତର। ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ ଉକ୍ତ ଡାକ୍ତର ଜଣକ ସୋସିଆଲ ମିଡିଆରେ ଲେଖିଥିଲେ ଯେ, ଏହା ହୁଏତ ତାଙ୍କ…

ମନମୋହନ ସିଂହଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର, କରୋନାରେ ଥିଲେ ଆକ୍ରାନ୍ତ 

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଅଛି । କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ଏନେଇ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି । ମନମୋହନ ସିଂହ ଅସୁସ୍ଥ ହୋଇପଡ଼ିବା ପରେ ତାଙ୍କୁ ଦିଲ୍ଲୀ ଏମ୍‌ସରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ…

ବଲିଉଡ୍‌ ଫିଲ୍ମ ମାଧ୍ୟମରେ ତାଙ୍କ ସରକାର ବିରୁଦ୍ଧରେ ଚାଲିଥିବା ଷଡଯନ୍ତ୍ର ଦେଖାଇଲେ ପାକିସ୍ତାନ ପିଏମ୍‌ ଇମ୍ରାନ…

ପାକିସ୍ତାନ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିବା ପରେ ଏହି ପୋଷ୍ଟ ଟ୍ୱିଟରରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓଟି ୧୯୮୪ ମସିହାରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର 'ଇନ୍‌କିଲାବ'ର ଏକ କ୍ଲିପ୍ ଥିଲା। ଇମ୍ରାନ…

ମାଟ୍ରିକ ବୋର୍ଡ ପରୀକ୍ଷା ବାତିଲ୍, ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା

ଭୁବନେଶ୍ୱର: ମାଟ୍ରିକ ପରୀକ୍ଷା ଦେବାକୁ ଅପେକ୍ଷା କରିଥିବା ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର । ଚଳିତବର୍ଷ ରାଜ୍ୟରେ ବାତିଲ ହେଲା ମାଟ୍ରିକ ବୋର୍ଡ ପରୀକ୍ଷା । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ପରୀକ୍ଷା ବାତିଲ ନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି…

କୋଭିଡ୍ ପରିଚାଳନାକୁ ନେଇ ମୋଦି ସରକାରଙ୍କ ଉପରେ ବର୍ଷିଲେ ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ମାମଲା ଶିଖରରେ ରହିଥିବା ବେଳେ ଆକ୍ରାନ୍ତଙ୍କୁ ମେଡିକାଲରେ ବେଡ୍ ମିଳୁନି, ଅକ୍ସିଜେନ୍ ଅବାଭ ଦେଖା ଦେଇଛି । ଅନ୍ୟପଟେ ବିଜେପି ପ୍ରଚାରରେ ମାତିଛି । ଏବେର ସମୟ ଜନତାଙ୍କ ଦୁଃଖ ଶୁଣିବାର, ପ୍ରଚାରର ନୁହେଁ ବୋଲି କହି କେନ୍ଦ୍ରର ମୋଦି ସରକାରଙ୍କୁ ଜୋଦଦାର…

ସିନେମା କର୍ମଚାରୀ ଏବଂ ସାମ୍ବାଦିକଙ୍କୁ ମିଳିବ ମାଗଣା କରୋନା ଟିକା

ନୂଆଦିଲ୍ଲୀ: ତେଲୁଗୁ ମେଗାଷ୍ଟାର ଚିରଞ୍ଜୀବୀଙ୍କ ନେତୃତ୍ୱାଧୀନ କରୋନା କ୍ରାଇସିସ୍ ଚ୍ୟାରିଟି (ସିସିସି) ଆପୋଲୋ ୨୪୭ ସହ ମିଳିତ ଭାବେ ସିନେମା କର୍ମଚାରୀଙ୍କୁ ମାଗଣା କୋଭିଡ-୧୯ ଟିକାକରଣ ଯୋଗାଇବ ବୋଲି ଘୋଷଣା କରିଛି। ତେଲୁଗୁ ଚଳଚ୍ଚିତ୍ର ଶିଳ୍ପ କର୍ମୀଙ୍କୁ ସାହାଯ୍ୟ କରିବା ପାଇଁ ଗତ ବର୍ଷ…