ଶନିବାର, ରବିବାର ଓ ମଙ୍ଗଳବାର ବନ୍ଦ ରହିବ ମା’ ତାରିଣୀ ମନ୍ଦିର
କେନ୍ଦୁଝର : କରୋନା ସଂକ୍ରମଣ ପାଇଁ ଘଟଗାଁ ମା’ ତାରିଣୀ ମନ୍ଦିରରେ ଜାରି ହେଲା କଟକଣା । ଏଣିକି ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସପ୍ତାହର ପ୍ରତି ଶନିବାର, ରବିବାର ଓ ମଙ୍ଗଳବାର ବନ୍ଦ ରହିବ ମା’ ତାରିଣୀ ମନ୍ଦିର । ଅର୍ଥାତ ଏହି ତିନି ଦିନ ମା’ ତାରିଣୀଙ୍କ ଦର୍ଶନ କରିପାରିବେନି ଶ୍ରଦ୍ଧାଳୁ ।…