Latest Odisha News

BREAKING NEWS

ମୁସଲିମ ଝିଅ ମାମୁନିଙ୍କ ମୁହଁରେ ବେଦମନ୍ତ୍ର, ବାଣ୍ଟୁଛନ୍ତି ସର୍ବଧର୍ମ ସମନ୍ବୟର ବାର୍ତ୍ତା, ଝିଅକୁ ଭେଟି ସମସ୍ତ ପାଠ…

ବାଲେଶ୍ବର: ଗରିବ ମୁସଲିମ୍‌ ଝିଅ ମୁହଁରେ ବେଦମନ୍ତ୍ର । ମହାମୃତ୍ୟୁଞ୍ଜୟ ମନ୍ତ୍ର ସାଙ୍ଗକୁ ଗଣେଷ ବନ୍ଦନା, ଗୁରୁବନ୍ଦନା ସବୁ କିଛି ମୁଖସ୍ଥ କରି ରଖିଛନ୍ତି । ଏ ହେଉଛନ୍ତି ଜଣେ ମୁସଲମାନ ପରିବାରର ଝିଅ । ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ସୂନାରୁଇ ଗାଁର ଏକ ଗରିବ ମୁସଲିମ ପରିବାରର ଝିଅ…

ଗଞ୍ଜାମ ଜିଲ୍ଲାରେ ସରକାରୀ କର୍ମଚାରୀଙ୍କୁ ସଦର ମହକୁମା ଛାଡ଼ିବା ମନା

ଗଞ୍ଜାମ : ରାଜ୍ୟରେ ଏବେ ଦ୍ରୁତ ଗତିରେ ବ୍ୟାପୁଛି କରୋନା ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାପାଳ ସରକାରୀ କର୍ମଚାରୀଙ୍କ ଲାଗି ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି । କରୋନା ପାଇଁ ଗଞ୍ଜାମ ଜିଲ୍ଲାର ସରକାରୀ କର୍ମଚାରୀଙ୍କୁ ସଦର ମହକୁମା ଛାଡ଼ିବାକୁ ମନା କରାଯାଇଛି । ଯଦି…

ଶ୍ରୀମନ୍ଦିରରେ ରକ୍ତଛିଟା, ରିପୋର୍ଟ ଦେବାକୁ ଶ୍ରୀମନ୍ଦିର ପ୍ରଶାସନର ନିର୍ଦ୍ଦେଶ

ପୁରୀ : ଶ୍ରୀମନ୍ଦିରରେ ଅଭାବନୀୟ ଘଟଣା । ଭିତରକାଠ ନିକଟରେ ରକ୍ତ ଛିଟା ପଡ଼ିବାରୁ ମହାପ୍ରଭୁଙ୍କୁ କରାଯାଇଛି ମହାସ୍ନାନ । ଆଜି ଶ୍ରୀମନ୍ଦିରରେ ଦୁଇ ଜଣ ଜେଟିପି ଗଙ୍ଗା ପ୍ରଧାନ ଓ ମନୋଜ ପାଣିଗ୍ରାହୀଙ୍କ ମଧ୍ୟରେ ମାରପିଟ୍ ହୋଇଥିଲା । ଗଣ୍ଡଗୋଳରେ ମନୋଜ ପାଣିଗ୍ରାହୀଙ୍କ ମୁଣ୍ଡ ଫାଟିଯିବାରୁ…

କଟକରେ ପହଁଞ୍ଚିଲା ହାଇଦରର କାର, ତେଲେଙ୍ଗାନାରୁ ମଙ୍ଗଳାବାଗ ଥାନାରେ ପହଁଞ୍ଚିଲା  

କଟକ: କଟକରେ ପହଞ୍ଚିଲା ହାଇଦରର କାର । କଟକ ଏସସିବି ମେଡିକାଲରୁ ଯେଉଁ ସ୍ୱିଫ୍ଟ ଡ଼ିଜାୟାର କାରରେ ହାଇଦର ଫେରାର ହୋଇଥିଲା ସେହି କାର କଟକ ମଙ୍ଗଳାବାଗ ଥାନାରେ ପହଁଞ୍ଚିଛି । ଗାଡିର ନମ୍ବର ଓଡି-୦୨-ଏଏସ୍- ୬୭୭୦ । ବ୍ରହ୍ମପୁର ନିକଟ ଗୋଳନ୍ଥରା ଚେକ୍ ଗେଟ୍ରୁ କାରକୁ ଜବତ କରିଛି କମିଶନର ପୋଲିସ…

ମ୍ୟାକ୍ସୱେଲ, ଡିଭିଲର୍ସଙ୍କ ବିସ୍ଫୋରକ ବ୍ୟାଟିଂ

ଚେନ୍ନାଇ:ଚଳିତ ଆଇପିଏଲରେ ରବିବାର ଖେଳାଯାଉଥିବା ପ୍ରଥମ ମ୍ୟାଚରେ ଗ୍ଲେନ ମ୍ୟାକ୍ସୱେଲ ଓ ଏବି ଡିଭିଲର୍ସ ବିସ୍ପୋରକ ଅର୍ଦ୍ଧଶତକ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୨୦୫ ରନର ବିଜୟ ଲକ୍ଷ୍ୟ କୋଲକାତା ନାଇଟ ରାଇଡର୍ସ ସମ୍ମୁଖର ରଖିଛି । ଟସ୍ ଜିତି ବିରାଟ କୋହଲି ପ୍ରଥମେ ବ୍ୟାଟିଂ ନିଷ୍ପତି…

ପ୍ରଥମ ଦେଖାରେ ଶାହାରୁଖ୍‌ଙ୍କୁ ପସନ୍ଦ କରି ନଥିଲେ ଜୁହି ଚାୱଲା; ଫିଲ୍ମ ପାଇଁ ହୋଇ ନଥିଲେ ରାଜି

ନୂଆଦିଲ୍ଲୀ: ୯୦ ଦଶକରେ ବଲିଉଡ୍‌ ଅଭିନେତ୍ରୀ ଜୁହି ଚାୱଲା ଏବଂ ଶାହରୁଖ ଖାନଙ୍କ ଯୋଡି ବେଶ୍‌ ଲୋକପ୍ରିୟ ଥିଲା। ତାଙ୍କ ଅଭିନୀତ କେତୋଟି ଚର୍ଚ୍ଚିତ ଫିଲ୍ମ ହେଉଛି ରାଜୁ ବନ୍‌ ଗୈୟା ଜେଣ୍ଟଲ୍‌ମ୍ୟାନ, ଡର୍‌, ଫିର୍‌ ଭି ଦିଲ୍‌ ହୈ ହିନ୍ଦୁସ୍ତାନୀ, ୟେସ୍‌ ବସ୍‌,ରାମ ଜାନେ। ତେବେ ଆପଣ…

ଆସନ୍ତୁ ଜାଣିବା ବଲିଉଡ ସେଲିବ୍ରେଟିଙ୍କ ଭୟ ବିଷୟରେ

ମୁମ୍ବାଇ: ବଲିଉଡ ସେଲିବ୍ରେଟିଙ୍କ ବିଷୟରେ ପ୍ରଶଂସକମାନେ ସବୁ କିଛି ଜାଣିବାକୁ ଚାହାନ୍ତି । ତେବେ ଏହି ସେଲିବ୍ରେଟିମାନେ ମଧ୍ୟ ଭୟ କରନ୍ତି । ଆସନ୍ତୁ ଜାଣିବା କେତେକ ସେଲିବ୍ରେଟି ଭୟ ବିଷୟରେ.. ଶାହାରୁଖ ଖାଁ : ବଲିଉଡ ସୁପରଷ୍ଟାର ହାତ ଉଠାଇ ସ୍ୱତନ୍ତ୍ର ଷ୍ଟାଇଲରେ ଛିଡା ହେବା ଆଇକନିକ…

ମହୁମାଛି ଆକ୍ରମଣରେ ୪ ଶ୍ରମିକ ଗୁରୁତର ଆହତ, ସ୍ବାସ୍ଥ୍ୟବସ୍ଥା ସ୍ଥିର 

କୋରାପୁଟ: ମହୁମାଛି ଆକ୍ରମଣରେ ୪ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ରାୟଗଡଠାରୁ କୋରାପୁଟ ଯାଉଥିବା ୩୨୬ ନମ୍ବର ଜାତୀୟ ରାଜପଥ ଗୁମ୍ମା ଘାଟିରେ ରାସ୍ତାକଡ଼ରେ ରେଲିଂ କାମ କରୁଥିବା ବେଳେ ଏହି ଘଟଣା ଘଟିଛି । ଗୁରୁତର ଶ୍ରମିକମାନେ ହେଲେ ପ୍ରଦୀପ ବିଶ୍ଵକର୍ମା, ପଙ୍କଜ କୁମାର, ରାଜେଶ କୁମାର,…

ଦିଲ୍ଲୀର ସ୍ଥିତି ଜଟିଳ: ସରକାରଙ୍କୁ ଘାରିଲାଣି କରୋନା ଭୟ, ଚିଠି ଲେଖି ମୋଦିଙ୍କୁ ସାହାଯ୍ୟ ମାଗିଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଦେଶରେ କାୟା ମେଲାଇଛି କରୋନା । ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ଅଣାୟତ । ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଲାଣି । ହସ୍ପିଟାଲରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ରୋଗୀଙ୍କ ପାଇଁ ବେଡ୍‌ ମିଳୁନାହିଁ । କରୋନା ଟିକାର ମଧ୍ୟ ଅଭାବ ଦେଖା ଦେଲାଣି । ଏନେଇ ଆଜି…

ସୁନା ଜିତିଲେ ଓଡିଆ ଝିଅ ଝିଲି

ଭୁବନେଶ୍ୱର: ତାସକେଂଟରେ ଅନୁଷ୍ଠିତ ଏସିଆନ୍ ଭାରୋତୋଳନ ଚାମ୍ପିୟନଶିପରେ ବାଜି ମାରିଛନ୍ତି ଓଡିଆ ଝିଅ ଝିଲି ଦଳବେହେରା । ସେ ୪୫ କେଜି ବିଭାଗରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେ ସ୍ନାଚରେ ୬୯ ଓ କ୍ଲିନ ଆଣ୍ଡ ଜର୍କରେ ୮୮ କେଜି ଭାର ଉଠାଇଥିଲେ । ୨ଟି ଯାକ ବିଭାଗରେ ସେ ମୋଟ…