Latest Odisha News

BREAKING NEWS

ଖୋର୍ଦ୍ଧା ପୋଲିସକୁ ସଫଳତା: ଲୁଟ୍ ଘଟଣାର ପର୍ଦ୍ଦାଫାସ, ୩ ଡକାୟତ ଗିରଫ 

ଖୋର୍ଦ୍ଧା: ଖୋର୍ଦ୍ଧା ପୋଲିସକୁ ସଫଳତା । ବନ୍ଧୁକ ମୁନରେ ୫ଲକ୍ଷ ୫୦ ହଜାର ଟଙ୍କା ଲୁଟ୍ ଘଟଣାର ପର୍ଦ୍ଦାଫାସ କରିଛି ଖୋର୍ଦ୍ଧା ପୋଲିସ । ରାମେଶ୍ୱର ଛକ ପାଇକରାୟ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଠାରୁ ଲୁଟ ହୋଇଥିଲା । ଲୁଟ୍ ଘଟଣାରେ ୩ ଜଣ ଡକାୟତଙ୍କୁ ଗିରଫ କରିଛି ପୋଲିସ । ଏହାସହ…

ଦେଶରେ ପୁଣି ହେବ କି ଲକ୍‌ଡାଉନ୍‌? ଜାଣନ୍ତୁ କ’ଣ କହିଲେ ଗୃହମନ୍ତ୍ରୀ ଅମିତ ଶାହା

ନୂଆଦିଲ୍ଲୀ: କରୋନା ସଂକ୍ରମଣର ଦ୍ୱିତୀୟ ତରଙ୍ଗକୁ ନିୟନ୍ତ୍ରଣ କରିବା ପାଇଁ ବର୍ତ୍ତମାନ ଦେଶବ୍ୟାପୀ ଲକ୍‌ଡାଉନ୍‌ ଏକମାତ୍ର ବିକଳ୍ପ ନୁହେଁ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସ୍ପଷ୍ଟ କରିଛନ୍ତି। ଗୃହ ମନ୍ତ୍ରୀ କହିଛନ୍ତି “ପ୍ରାରମ୍ଭରେ ଲକ୍‌ଡାଉନ୍‌ର ଉଦ୍ଦେଶ୍ୟ ଅଲଗା ଥିଲା।…

ଟସ୍ ଜିତି ବାଙ୍ଗାଲୋରର ବ୍ୟାଟିଂ ନିଷ୍ପତି, ୬୦୦୦ ରନ ପାଇଁ କୋହଲିଙ୍କୁ ଆବଶ୍ୟକ ୫୬ରନ

ଚେନ୍ନାଇ: ଚଳିତ ଆଇପିଏଲରେ ରବିବାର ଡବଲ ହେଡର ମୁକାବିଲା ରହିଛି । ପ୍ରଥମ ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସକୁ କୋଲକାତା ନାଇଟ ରାଇଡର୍ସ ଭେଟିବ । ଟସ୍ ଜିତି ବାଙ୍ଗାଲୋର ଅଧିନାୟକ ବିରାଟ କୋହଲି ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଛନ୍ତି । ଡାନିୟଲ କ୍ରିଷ୍ଟିଆନଙ୍କ ବଦଳରେ ରଜତ…

ଆଜି ଓଡିଶାରେ ପହଞ୍ଚିବ ଆଉ ୨ ଲକ୍ଷ କୋଭିଶିଲ୍ଡ ଟିକା

ଭୁବନେଶ୍ୱର: ଆଜି ରାତି ସୁଦ୍ଧା ଓଡିଶାରେ ଆଉ ଦୁଇ ଲକ୍ଷ କୋଭିଶିଲ୍ଡ ଟିକା ପହଞ୍ଚିବ ବୋଲି ହେଲ୍‌ଥ ଆଣ୍ଡ୍‌ ଫ୍ୟାମିଲି ୱେଲ୍‌ଫେୟାର୍‌ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ରାଜ୍ୟ ଏହି ଟିକା ପାଇବା ପରେ ସୋମବାର ଠାରୁ ଟିକାକରଣ ପ୍ରକ୍ରିୟା ସ୍ୱାଭାବିକ ହେବ ବୋଲି…

ଝାଡ଼ଖଣ୍ଡର ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ କରୋନା ସଂକ୍ରମିତ, ଡାକ୍ତରଖାନାରେ ଭର୍ତ୍ତି

ରାଞ୍ଚି: ଝାଡ଼ଖଣ୍ଡର ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ କୋଭିଡ୍‌-୧୯ ପଜିଟିଭ୍‌ ହୋଇଛନ୍ତି । ଗତକାଲି ତାଙ୍କର ‘ଆର୍‌ଟି-ପିସିଆର୍‌’ ପରୀକ୍ଷା ରିପୋର୍ଟ ପଜିଟିଭ ଆସିିଛି ବୋଲି ରାଜଭବନରେ ଜଣେ ଡାକ୍ତର କହିଛନ୍ତି । ରାଜ୍ୟପାଳଙ୍କୁ ଚିକିତ୍ସା ଲାଗି ରାଞ୍ଚିର ‘ଭଗବାନ ମହାବୀର ମେଡିକା…

ଭୂମିକମ୍ପରେ ଥରିଲା ଜାପାନ

ଟୋକିଓ: ଜାପାନରେ ଭୂକମ୍ପ ଝଟକା ଅନୁଭୂତ । ଆଜି ସକାଳେ ଜାପାନରେ ଏକ ଶକ୍ତିଶାଳୀ ଭୂକମ୍ପ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୮ ଥିଲା । ପ୍ରାୟ ୯ଟା ୨୯ରେ ଏହି କମ୍ପନ ଅନୁଭୂତ ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏଥିରେ କୌଣସି କ୍ଷୟକ୍ଷତି ହୋଇଥିବା ଜଣାପଡିନାହିଁ ।…

ରାଜ୍ୟରେ ୫ ଗୁଣା ହେବ କୋଭିଡ୍‌ ଶଯ୍ୟା

ଭୁବନେଶ୍ୱର: ଚଳିତ ବର୍ଷ କରୋନା ମାମଲାରେ ହଠାତ୍ ଏବଂ ତୀବ୍ର ବୃଦ୍ଧିକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ଶଯ୍ୟାକୁ ପାଞ୍ଚ ଗୁଣ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ରବିବାର ଗଣମାଧ୍ୟମକୁ ସୂଚନା ଦେଇ ଜନସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ନିରଂଜନ ମିଶ୍ର କହିଛନ୍ତି ଯେ ଜିଲ୍ଲା…

ପୁରୀରେ ଅଣାୟତ କରୋନା ସ୍ଥିତି, ଆରପିଏଫ ପୋଲିସ ପକ୍ଷରୁ ରେଳଷ୍ଟେସନରେ ବ୍ୟାପକ ସଚେତନତା 

ପୁରୀ: ରାଜ୍ୟରେ ଭୟଙ୍କର ରୂପ ନେଲାଣି କରୋନା ସଂକ୍ରମଣ । ପୁରୀକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ଭକ୍ତଙ୍କ ସମାଗମ ହୋଇଥାଏ । ପୁରୀରେ କରୋନା ଚେନ୍ ବ୍ରେକ୍ କରିବାକୁ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି । ଆରପିଏଫ ପୋଲିସ ପକ୍ଷରୁ ରେଳଷ୍ଟେସନରେ ବ୍ୟାପକ ସଚେତନତା କରାଯାଇଛି । ଟ୍ରେନରେ…

ବିଶେଷଜ୍ଞଙ୍କ ପରାମର୍ଶ; ସଂକ୍ରମଣରୁ ବର୍ତ୍ତିବା ପାଇଁ ଏନ୍‌ ୯୫ ମାସ୍କ ବ୍ୟବହାର କରିବା ଉଚିତ

ନୂଆଦିଲ୍ଲୀ: ବାୟୁରେ ବ୍ୟାପୁଛି କରୋନା। ଲାନସେଟ୍ ରିପୋର୍ଟରେ ଏହାକୁ ନେଇ ଦୃଢ ଦାବି କରାଯାଇଛି। ଏଥିପାଇଁ  N95 କିମ୍ବା KN95 ମାସ୍କ ବ୍ୟବହାର କରିବା ଉଚିତ୍ ବୋଲି ଡା ଫହିମ୍ ୟୁନୁସ୍ କହିଛନ୍ତି। ସେ କହିଛନ୍ତି କୋଭିଡ୍-୧୯ ଏକ ବାୟୁବାହୀ ରୋଗ। ଏଥିରୁ ବର୍ତ୍ତିବା ପାଇଁ ଆମକୁ କପଡା…

କୁମ୍ଭମେଳା ଫେରନ୍ତାଙ୍କ ଉପରେ ସରକାରଙ୍କ କଡ଼ା ନଜର: ନବ ଦାସ

ଭୁବନେଶ୍ୱର: କୁମ୍ଭମେଳା ଫେରନ୍ତାଙ୍କଠାରୁ ବଢ଼ିପାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । କୁମ୍ଭମେଳା ଫେରନ୍ତଙ୍କ ଉପରେ ଏବେ ସରକାର ସ୍ୱତନ୍ତ୍ର ନଜର ରଖିଛନ୍ତି । ଉତ୍ତରାଖଣ୍ଡରେ ନାମ ପଞ୍ଜିକରଣ କରି ଯେଉଁମାନେ କୁମ୍ଭମେଳାକୁ ଯାଇଥିଲେ ସେମାନଙ୍କର ତାଲିକା ପ୍ରସ୍ତୁତ କରାଯାଉଛି । ସେମାନଙ୍କୁ…