ଦଶମ ଓ ଦ୍ୱାଦଶ ପରୀକ୍ଷାକୁ ନେଇ ବଡ଼ ଘୋଷଣା କରିପାରନ୍ତି ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ସିବିଏସଇର ଦଶମ ପରୀକ୍ଷା ବାତିଲ୍ ଓ ଦ୍ୱାଦଶ ପରୀକ୍ଷା ସ୍ଥଗିତ ପରେ କିଛି ବଡ଼ ନିଷ୍ପତ୍ତି ନେଇପାରନ୍ତି ରାଜ୍ୟ ସରକାର । ଓଡ଼ିଶାରେ କୋରନା ସଂକ୍ରମଣ ବଢ଼ୁଥିବା ବେଳେ ଦଶମ ସହ ଦ୍ୱାଦଶ ପରୀକ୍ଷା ନେଇ ଆଜି ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଛି ବଡ଼ ଘୋଷଣା କରିପାରନ୍ତି…