Latest Odisha News

BREAKING NEWS

ଜନସନ ଆଣ୍ଡ ଜନସନ ଟିକା ଉପରେ ସାମୟିକ ପ୍ରତିବନ୍ଧକ ଲଗାଇଲା ଆମେରିକା

ନୂଆଦିଲ୍ଲୀ : ଜନସନ ଆଣ୍ଡ ଜନସନ କରୋନା ଟିକା ଉପରେ ସାମୟିକ ଭାବେ ପ୍ରତିବନ୍ଧକ ଲଗାଇଛି ଆମେରିକା । ଏହି ଟିକା ନେଉଥିବା ଲୋକଙ୍କ ଦେହରେ ରକ୍ତ ଜମାଟ ବାନ୍ଧିବା ଭଳି ଅଭିଯୋଗ ଆସିବା ପରେ ଏହି ଟିକା ଉପରେ ପ୍ରତିବନ୍ଧକ ଲଗାଯାଇଛି । ଆମେରିକାର ଫୁଡ୍ ଆଣ୍ଡ ଆଡମିଷ୍ଟ୍ରେସନ ଏନେଇ ଟ୍ବିଟ୍ କରି…

ଆସନ୍ତୁ ଜାଣିବା କରୋନାର ଭୟଙ୍କର ରୂପ ବେଳେ କଣ ରହିଛି ଆଶ୍ୱସ୍ତିକର ଖବର !

ଭୁବନେଶ୍ୱର: ଯେଉଁ ଭୟ କରାଯାଉଥିଲା ତାହା ଧିରେ ଧିରେ ପ୍ରମାଣିତ ହେଉଛି । ଅସାବଧାନତା ଯୋଗୁ କିଲର କରୋନା ଦ୍ରୁତ ବେଗରେ ସଂକ୍ରମିତ ହେବାରେ ଲାଗିଛି । ଏହା ମଧ୍ୟରେ ଏକ ଖୁସି ଖବର ହସ୍ତଗତ ହୋଇଛି । ଆମେରିକାରେ ବଡ ଔଷଧ କମ୍ପାନୀ ରେଜିନେନର ଲ୍ୟାବରେ ପ୍ରସ୍ତୁତ କରାଯାଇଥିବା କକଟଲେ ଆଟିଂବଡିଜ…

ସୌରୀବନ୍ଧୁ କରଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ପାଳିତ

ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ତଥା ସୁସାହିତ୍ୟିକ ସୌରୀବନ୍ଧୁ କରଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ସ୍ଥାନୀୟ ଇନଷ୍ଟିଚ୍ୟୁଟ ଅଫ ଇଞ୍ଜିନିୟରସରେ ପାଳିତ ହୋଇଯାଇଛି। ଏହି ଅବସରରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇ ସ୍ୱର୍ଗତଃ କରଙ୍କ ସ୍ମୃତି ଚାରଣ କରି ତାଙ୍କର ଅମାୟିକ ବ୍ୟକ୍ତିତ୍ୱ ,…

କରୋନାରୁ ସୁସ୍ଥ ହେଲେ ଆଉ ୫୨୩ ଆକ୍ରାନ୍ତ

ଭୁବନେଶ୍ବର : କରୋନାକୁ ନେଇ ରାଜ୍ୟରେ ଦିନକୁ ଦିନ ଚିନ୍ତା ବଢୁଥିବା ବେଳେ, ଆଜି ସୁସ୍ଥ ହୋଇଛନ୍ତି ୫୨୩ ଆକ୍ରାନ୍ତ । ସୁସ୍ଥ ହେବା ପରେ ସମସ୍ତଙ୍କୁ ହସପିଟାଲରୁ ଡିସଚାର୍ଜ କରାଯାଇଛି । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ଆଜି ସୁନ୍ଦରଗଡ଼ରୁ ସର୍ବାଧିକ ୮୫ ଜଣ…

[ଭିଡିଓ] ଅଟୋରିକ୍ସାରେ ଆପାତକାଳୀନ ସେବା !

ସତାରା (ମହାରାଷ୍ଟ୍ର): ମହାରାଷ୍ଟ୍ରରେ କରୋନା ଦେଖାଇଛି କରାଳ ରୂପ । ହସ୍ପିଟାଲରେ ନାହିଁ ପର୍ଯ୍ୟାପ୍ତ ବେଡ୍ ବ୍ୟବସ୍ଥା । ଚରମ ସୀମାରେ ପହଂଚିଛି ରୋଗୀଙ୍କ ଦୁର୍ଦ୍ଦଶା । ଏମିତି ସ୍ଥିତିରେ ଜଣେ ମହିଳାଙ୍କ ଚକିତକର ଭିଡିଓ ସମସ୍ତଙ୍କୁ ତାଜୁବ କରିଛି । ଅକ୍ସିଜେନ୍ ସିଲିଣ୍ଡର ଧରି…

୪୦ ଡିଗ୍ରୀ ଉପରେ ୫ ସହର, ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ବର : ପ୍ରବଳ ଗ୍ରୀଷ୍ମ ପ୍ରବାହରେ ସାରା ରାଜ୍ୟରେ ଜାରି ରହିଛି ତାତି । ପାରଦ ବଢ଼ୁଥିବା ବେଳେ, ଆଜି ୪୦ ଡିଗ୍ରୀ ଉପରେ ରାଜ୍ୟର ୫ ସହର । ତେବେ ୪୧.୨ ଡିଗ୍ରୀ ସହ ଝାରସୁଗୁଡ଼ାରେ ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଏନେଇ ସୂଚନା ଦେଇଛି ଭୁବନେଶ୍ବର ପାଣିପାଗ ବିଭାଗ । ଆଜି…

ମହାରାଷ୍ଟ୍ରକୁ କରୋନା ଭୟ, ହୋଇପାରେ ୧୫ ଦିନିଆ ଲକଡାଉନ୍, ସନ୍ଧ୍ୟାରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ…

ମୁମ୍ବାଇ: ମହାରାଷ୍ଟ୍ରରେ କରୋନା ପ୍ରକୋପ ଜାରି ରହିଛି । ସଂକ୍ରମଣ ଦ୍ରୁତ ଗତିରେ ବଢିଚାଲିଛି । କରୋନା ଦାଉରୁ ଲୋକଙ୍କୁ ରକ୍ଷା କରିବାକୁ ଆଜି ରାଜ୍ୟ ସରକାର ଏକ ବଡ ନିଷ୍ପତ୍ତି ନେଇପାରନ୍ତି ବୋଲି ଜଣାପଡିଛି । ରାଜ୍ୟରେ କଟକଣା ଲଗାଇବାକୁ ଏସ୍‌ଓପି ପ୍ରସ୍ତୁତ କରୁଛନ୍ତି ମହାରାଷ୍ଟ୍ର ସରକାର ।…

ରାଜଧାନୀ ଭୁବନେଶ୍ବରରୁ ଚିହ୍ନଟ ହେଲେ ୧୯୧ ନୂଆ ପଜିଟିଭ୍

ଭୁବନେଶ୍ବର : ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ି ଚାଲିଥିବା ବେଳେ, ଆଜି ଭୁବନେଶ୍ବରରୁ ଚିହ୍ନଟ ହୋଇଛନ୍ତି ୧୯୧ ପଜିଟିଭ୍ । ସଂକ୍ରମିତଙ୍କ ମଧ୍ୟରୁ ୧୪୬ ଜଣ ଲୋକାଲ କେସ୍ ଥିବା ବେଳେ, କ୍ବାରେଣ୍ଟାଇନରୁ ୪୫ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି…

ଏଥର ଅଫିସିଆଲ, ଜ୍ୱାଲା-ବିଷ୍ଣୁଙ୍କ ବିବାହ ଏପ୍ରିଲ ୨୨ରେ

ନୂଆଦିଲ୍ଲୀ:ବ୍ୟାଡମିଂଟନ ଷ୍ଟାର ଜ୍ୱାଲା ଗୁଟ୍ଟା ଏଥର ତାଙ୍କ ବିବାହ କେବେ ହେବ ଘୋଷଣା କରିଛନ୍ତି । ସୋସିଆଲ ସାଇଟରେ ବିଷ୍ଣୁ ବିଶାଲ ଏବଂ ମୁଁ ବିବାହ ବନ୍ଧନରେ ଆବଦ୍ଧ ଏପ୍ରିଲ ୨୨ରେ ଆବଦ୍ଧ ହେବାକୁ ଯାଉଛୁ ବୋଲି ଜଣାଇଛନ୍ତି । କରୋନା କଟକଣାରେ ଏହି ବିବାହ ଅୟୋଜନ କରାଯିବ ଏବଂ ନିକଟ…

ରମଜାନ ପାଇଁ ସିଏମସିର କଟକଣା: ନମାଜ ପାଠ ପାଇଁ ୧୦୦ ଲୋକଙ୍କୁ ଅନୁମତି, ମାସ୍କ ବ୍ୟବହାର ଓ ସାମାଜିକ ଦୂରତା…

କଟକ: ଅସନ୍ତାକାଲିଠାରୁ ଆରମ୍ଭ ହେଉଛି ରମଜାନ ମାସ । କରୋନାର ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ରମଜାନ ପାଇଁ ସିଏମସିର କଟକଣା ଜାରି କରିଛି । ମସଜିଦରେ ନମାଜ ପାଠ ପାଇଁ ଶହେ ଲୋକଙ୍କୁ ଅନୁମତି ମିଳିବ । ବୟସ୍କ ଲୋକ, ବିଭିନ୍ନ ରୋଗରେ ଆକ୍ରାନ୍ତଙ୍କୁ ନମାଜ ପାଠ ପାଇଁ ଅନୁମତି ଦିଆଯାଇନାହିଁ ।…