Latest Odisha News

BREAKING NEWS

‘ସ୍ପୁଟନିକ୍ –ଭି’କୁ ମଞ୍ଜୁରୀ

ମହାମାରୀର ଦ୍ରୁତ ସଂକ୍ରମଣ ଭିତରେ ମିଳିଲା ଆଉ ଏକ ସଂଜିବନୀ । କୋଭିସିଲ୍ଡ ଓ କୋଭାକ୍ସିନ୍ ପରେ ଏବେ ‘ସ୍ପୁଟନିକ୍ –ଭି’କୁ ମଞ୍ଜୁରୀ । ଭ।ରତରେ ବ୍ୟହୃତ ହେବ ଏହି ତୃତୀୟ ଭ୍ୟାକସିନ୍ । କ୍ଲିନିକାଲ ଟ୍ରାଏଲରେ ୯୧.୬ପ୍ରତିଶତ ପ୍ରଭାବଶାଳୀ ହୋଇଥିବା ବେଳେ ଏହି ଟିକା ୨ରୁ ୮ ଡିଗ୍ରୀ ତାପମାତ୍ରାରେ…

କୋଭିଡ୍‌ ନିୟମ ଉଲ୍ଲଘଂନ; ଫାଇନ୍‌ ଭରିଲେ ଟ୍ରାଫିକ୍ କନେଷ୍ଟବଳ

ପୁରୀ: ମଙ୍ଗଳବାର ଦିନ ପୁରୀର ଜଣେ ଟ୍ରାଫିକ୍ କନେଷ୍ଟବଳଙ୍କୁ ଡ୍ୟୁଟିରେ ଥିବା ସମୟରେ ମାସ୍କ ନ ପିନ୍ଧିଥିବାରୁ ୨୦୦୦ ଟଙ୍କା ଜୋରିମାନା ଦେବାକୁ ପଡିଛି। ‌ଏ ନେଇ ପୁରୀ ଏସପି ସମର୍ଥ ବର୍ମା ଟୁଇଟ୍‌ କରି କହିଛନ୍ତି ଯେ, “ମାସ୍କ ନ ପିନ୍ଧିଥିବାରୁ ଆମେ ନିଜ ଟ୍ରାଫିକ କନେଷ୍ଟବଳଙ୍କୁ ୨୦୦୦…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ବାଲେଶ୍ଵର ମ୍ୟୁନିସିପାଲିଟି ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ୧୫୫ କୋଟିର ପ୍ୟାକେଜ 

ଭୁବନେଶ୍ୱର: ଆଜି ବାଲେଶ୍ୱର ସହର ବିକାଶ ପାଇଁ ୧୫୫ କୋଟିର ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକ । ବାଲେଶ୍ୱର ମୁନସିପାଲିଟି ଅଚଂଳରେ ବିଭିନ୍ନ ବିକାଶ ମୂଳକ ପ୍ରକଳ୍ପ ପାଇଁ ଏହି ପ୍ୟକେଜ ଘୋଷଣା କରାଯାଇଛି । ବାଲେଶ୍ୱର ପୌରାଞ୍ଚଳର ବିକାଶ ସମ୍ପର୍କରେ ଦୁଇ…

ଖୁବ୍‌ ଶୀଘ୍ର ଡିଜିଟାଲ୍‌ ପ୍ଲାଟ୍‌ଫର୍ମରେ ଡେବ୍ୟୁ କରିବେ ଅଭିନେତା ଅକ୍ଷୟ ଖାନ୍ନା

ନୂଆଦିଲ୍ଲୀ: ଅଭିନେତା ଅକ୍ଷୟ ଖାନ୍ନା ଏବଂ ଅଭିନେତ୍ରୀ ରବୀନା ଟଣ୍ଡନଙ୍କୁ ଏକାଠି ବିଜୟ ଗୁଟେଙ୍କ ଆଗାମୀ ୱେବ୍‌ ସିରିଜ 'ଲିଗାସି'ରେ ଦେଖିବାକୁ ମିଳିବ। ଏହି ଯୋଡିଙ୍କୁ ପୂର୍ବରୁ ୨୦୦୩ରେ ମୁକ୍ତିଲାଭ କରିଥିବା ଫିଲ୍ମ LOC: କାର୍ଗିଲରେ ଦେଖିବାକୁ ମିଳିଥିଲା। ଲିଗାସି ୱେବ୍‌ ସିରିଜ…

ଘର ଅଗଣାରୁ ୧୪ ଫୁଟ ଲମ୍ବ ଅହିରାଜ ଉଦ୍ଧାର

ବଡ଼ମ୍ବା: କଟକ ଜିଲ୍ଲା ବଡ଼ମ୍ବା ଅନ୍ତର୍ଗତ ସାନବରସିଂ ଗ୍ରାମର ପ୍ରଭାକର ପ୍ରଧାନଙ୍କ ଘର ଅଗଣାରୁ ଏକ୧୪ ଫୁଟ ଲମ୍ବ ଅହିରାଜ ସାପ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ ସେ କାହାକୁ ଡାକିବା ପୂର୍ବରୁ ସାପଟି ଅଗଣାରେ ପଡିଥିବା ପଥର ଭିତରେ ପଶିଗଲା। ପରେ ଗାଁ ଲୋକ ଏନେଇ ସ୍ଥାନୀୟ ବନ ବିଭାଗକୁ…

କାଳବୈଶାଖୀ ସତର୍କତା, ୨୪ ଘଣ୍ଟା ମଧ୍ୟରେ ୧୩ ଜିଲ୍ଲାରେ ବର୍ଷା ଓ ଘୂର୍ଣ୍ଣିଝଡ଼ ସମ୍ଭାବନା, ୟେଲୋ ୱାର୍ଣ୍ଣିଂ ଜାରି 

ଭୁବନେଶ୍ବର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ଜିଲ୍ଲାକୁ କାଳବୈଶାଖୀ ସତର୍କତା ଜାରି କରାଯାଇଛି । ରାଜ୍ୟର ଆଭ୍ୟନ୍ତର, ଉତ୍ତର, ଦକ୍ଷିଣ ଓ ଉପକୂଳର ୧୩ଟି ଜିଲ୍ଲାରେ କାଳବୈଶାଖୀ ଜନିତ ବର୍ଷା ଓ ଘୂର୍ଣ୍ଣିଝଡ଼ର ସମ୍ଭବାନା ରହିଛି । ଆଜି ଏନେଇ ସତର୍କ କରିଛି ଭୁବନେଶ୍ୱର ଆଞ୍ଚଳିକ…

କରୋନା କଟକଣା ସହ ପାଳନ ହେବ ସ୍ୱର୍ଗତ ନେତା ବିଜୁ ବାବୁଙ୍କ ୨୪ତମ ପୂଣ୍ୟତିଥି

ଭୁବନେଶ୍ୱର: ୧୯୯୭ ମସିହା ଏପ୍ରିଲ ୧୭ରେ ଓଡ଼ିଶାର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପରଲୋକ ହୋଇଥିଲା। ଏ ନେଇ ଆସନ୍ତା ଏପ୍ରିଲ୍ ୧୭ରେ ଓଡିଶାର ସମସ୍ତ ବିଧାନସଭା ନିର୍ବାଚନମଣ୍ଡଳୀରେ କିମ୍ବଦନ୍ତୀ ନେତା ବିଜୁ ପଟ୍ଟନାୟକଙ୍କ ୨୪ ତମ ପୂଣ୍ୟତିଥି ପାଳନ କରାଯିବ ଏବଂ ସମସ୍ତ କୋଭିଡ୍‌…

ମନ୍ଦିର ପରିସର ଫାଙ୍କା, ଭକ୍ତଙ୍କୁ ମନ୍ଦିରରେ ପ୍ରବେଶ ମନା, କରୋନା କଟକଣାରେ ପାଳନ ହେଉଛି ଘଟଗାଁ ମା’ ତାରିଣୀଙ୍କ ଚଇତି…

ଘଟଗାଁ: କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଘଟଗାଁ ମା’ ତାରିଣୀ । କରୋନା ଯୋଗୁ ଗହଳିଚହଳି ଲାଗି ରହୁଥିବା ମାଆଙ୍କ ମନ୍ଦିର ଖାଁ ଖାଁ । ଭକ୍ତଙ୍କୁ ମନ୍ଦିରରେ ପ୍ରବେଶ କରିବାକୁ ମନା କରାଯାଇଛି । କୋଭିଡ ଗାଇଡଲାଇନ ଅନୁସାରେ ମା’ ତାରିଣୀଙ୍କ ଚଇତି ପର୍ବ ପାଳନ କରାଯାଉଛି । ଆଜି ପଞ୍ଚମ…

ନିଜ ପତ୍ନୀଙ୍କ କର୍କଟ ଚିକିତ୍ସା ପାଇଁ ୧୭ ବର୍ଷ ଧରି ବାଦ୍ୟ‌ ବଜାଇ ଅର୍ଥ ସଞ୍ଚୟ କରୁଥିଲେ ବ୍ୟକ୍ତି

ନୂଆଦିଲ୍ଲୀ: କୋଲକାତାର ଜଣେ ୭୭ ବର୍ଷ ବୟସ୍କ ବୃଦ୍ଧ ନିଜ ପତ୍ନୀଙ୍କ କର୍କଟ ଚିକିତ୍ସା ପାଇଁ ବିଗତ ୧୭ ବର୍ଷ ଧରି ଭାଓଲିନ୍‌ ବଜାଇ ପାଣ୍ଠି ସଂଗ୍ରହ କରୁଥିଲେ। ଏହି ଦୁଇ ଦମ୍ପତିଙ୍କ କାହାଣୀ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ବ୍ୟକ୍ତି ଜଣକ ହେଉଛନ୍ତି ସ୍ବପନ…

ପଣା ସଂକ୍ରାନ୍ତିରେ ଭକ୍ତଙ୍କୁ ମନ୍ଦିରରେ ପ୍ରବେଶ ମନା: ବିଏମସି, ସଂକ୍ରମଣ ବଢୁଥିବାରୁ କଟକଣା

ଭୁବନେଶ୍ୱର: ଆସନ୍ତାକାଲି ପଣା ସଂକ୍ରାନ୍ତି ପାଇଁ ବିଏମସି ପକ୍ଷରୁ କଡ଼ା କଟକଣା ଜାରି କରାଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମନ୍ଦିରରେ ପଣାସଂକ୍ରାନ୍ତି ପାଳନ ଲାଗି ଭକ୍ତଙ୍କୁ ବାରଣ କରାଯାଇଛି । ଏହାସହ ବଡ ଆକାରରେ କୌଣସି ପୂଜା ହୋଇପାରିବ ନାହିଁ ବୋଲି ବିଏମସି ସଫା ସଫା କହିଛି ।…