Latest Odisha News

BREAKING NEWS

ଭୁବନେଶ୍ୱର ୟୁନିଟ-୧ SBI ମୁଖ୍ୟ ଶାଖା ପୁଣି ସିଲ୍

ଭୁବନେଶ୍ୱର: ପୁଣି ସିଲ୍ ହେଲା ଭୁବନେଶ୍ୱର ୟୁନିଟ୍-୧ ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କର ମୁଖ୍ୟ ଶାଖା । ବିଏମସି ପକ୍ଷରୁ ତିନି ଦିନ ପାଇଁ ସିଲ୍ କରାଯାଇଛି । ଏଠାରୁ ଅଧିକ ସଂକ୍ରମିତ ଚିହ୍ନଟ ହେବା ପରେ ଏହି ପଦକ୍ଷେପ ନେଇଛି ଭୁବନେଶ୍ୱର ମହାନଗର ନିଗମ । ଆଜିଠାରୁ ୧୧ ତାରିଖ ଯାଏ ବ୍ୟାଙ୍କ…

ଗଳ୍ପ : ତୋ ପାଇଁ ଗପ ଟିଏ

ସୁନୀତା ପ୍ରଧାନ  କେହି ଯଦି ମୋତେ ପ୍ରେମ ଗଳ୍ପ ଲେଖିବାକୁ କୁହେ ମୁଁ ସିଧା ମନା କରିଦିଏ।ମୁଁ କୁହେ ମୋ ଦେଇ ସେ ପ୍ରେମ ଗପ ଫପ ଲେଖା ହୋଇ ପାରିବ ନାହିଁ। କିନ୍ତୁ ଜାଣିଚୁ ଆଜି ୩୦ବର୍ଷ ପରେ କେବଳ ତୋରି ପାଇଁ ହିଁ ମୁଁ ଲେଖୁଛି ଏ ଗପ!!! ମାନସୀ ରାୟ।ମାନୀ,ମାନୁ, ମନି କିଏ କଣ ଡାକେ…

ପୋଖରୀ ଭିତରୁ କଙ୍କାଳ ଉଦ୍ଧାର, ହତ୍ୟା ପରେ ଫିଙ୍ଗି ଦେଇଥିବା ସନ୍ଦେହ

ଯାଜପୁର: ଭୁବନେଶ୍ୱର ଉପକଣ୍ଠ ଯାଁଳା ଫାଣ୍ଡି ପରିସରରେ ଗାଡ଼ି ଭିତରୁ ମିଳିଥିଲା ନରକଙ୍କାଳ । ଏବେ ଯାଜପୁର ଜିଲ୍ଲାରେ ପୋଖରୀ ଭିତରୁ କଙ୍କାଳ ଉଦ୍ଧାର ହୋଇଛି । ଯାଜପୁର ସଦର ଥାନା ଅନ୍ତର୍ଗତ କପିଳେଶ୍ୱର ବଣିଆପଡ଼ାର ଏକ ପୋଖରୀରୁ ଉଦ୍ଧାର ହୋଇଛି ମଣିଷ କଙ୍କାଳ ଉଦ୍ଧାର । ଏହି ଖବର ଜଣାପଡ଼ିବା…

ନକ୍ସଲଙ୍କ କବଜାରେ ଯବାନ, ମଧ୍ୟସ୍ଥିଙ୍କ ନାଁ ଘୋଷଣା କରୁନାହାଁନ୍ତି ସରକାର

ମାଲକାନଗିରି: ଛତିଶଗଡ଼ ବିଜାପୁର ଟେକେଲଗୁଡ଼ା ଏନକାଉଣ୍ଟ ପରେ ନକ୍ସଲଙ୍କ କବଜାରେ ଜଣ ଯବାନ ଅଛନ୍ତି । ଯବାନଙ୍କୁ ମୁକୁଳାଇବା ଲାଗି ସରକାର ମଧ୍ୟସ୍ଥିଙ୍କ ନାଁ ଘୋଷଣା କରନ୍ତୁ ବୋଲି ମାଓ ସଂଗଠନ କହିଛି । ଯବାନ ଅପହରଣକୁ ୪ ଦିନରୁ ଅଧିକ ବିତିଥିବା ବେଳେ ସରକାର ନାଁ ଘୋଷଣା କରିନାହାଁନ୍ତି ।…

ବିରୋଧ ସତ୍ତ୍ୱେ କୋଟିଆରେ ଆନ୍ଧ୍ରର ନିର୍ବାଚନ, ପ୍ରଶାସନ ମୁହାଁମୁହିଁ

କୋରାପୁଟ: ପୁଣି କୋରାପୁଟ କୋଟିଆରେ ପଶି ଆନ୍ଧ୍ର ଦାଦାଗିରି କରିଛି । ଓଡ଼ିଶାର ବିରୋଧ ସତ୍ତ୍ୱେ ଆନ୍ଧ୍ର ଆଜି ନିର୍ବାଚନ କରୁଛି । ଏହାକୁ ନେଇ କୋରାପୁଟ ଜିଲ୍ଲା ପ୍ରଶାସନ ଆପତ୍ତି ଉଠାଇଛି । କୋଟିଆର ନେରିଡିୱାଲାସରେ ଆନ୍ଧ୍ର ପୋଲିଂ ବୁଥ୍ କରିଛି । ଏଥିରେ କୋଟିଆ ଅଞ୍ଚଳର ୫ରୁ ୭ ଜଣ ଭୋଟ୍…

ଦେଖା ଦେବନି ରକ୍ତାଭାବ, A ବ୍ଲଡ୍ ଗ୍ରୁପ ବି ସମସ୍ତଙ୍କୁ ଦେଇପାରିବେ ରକ୍ତ

ନୂଆଦିଲ୍ଲୀ: ଚିକିତ୍ସା ବିଜ୍ଞାନକୁ ଆଉ ଏକ ବଡ଼ ସଫଳତା । ଅନେକ ସମୟରେ ଅଧିକାଂଶ ରୋଗୀ ରକ୍ତାଭାବ ସହ ଯୁଝିଥାନ୍ତି । କାରଣ ସେମାନଙ୍କ ବ୍ଲଡ୍ ଗ୍ରୁପର ରକ୍ତ ଉପଲବ୍ଧ ନଥାଏ । ଏବେ ଆଉ ରକ୍ତାଭାବ ଦେଖାଦେବ ନାହିଁ । ଦୁନିଆରେ ଏବେ କେବଳ O ବ୍ଲଡ୍ ଗ୍ରୁପ୍ ସମସ୍ତଙ୍କୁ ରକ୍ତ ଦେଇପାରିବେ ତା’ନୁହେଁ…

କଟକରେ କୋଚିଂ ସେଣ୍ଟର ସିଲ୍ କଲା ସିଏମସି

କଟକ: କୋଭିଡ୍ ନିୟମ ଉଲ୍ଲଂଘନ ଅଭିଯୋଗରେ କଟକରେ କୋଚିଂ ସେଣ୍ଟର ସିଲ୍ । ଅରୁଣଦୋୟ ନଗରସ୍ଥିତ ମହିନ୍ଦ୍ରା କୋଚିଂ ସେଣ୍ଟରକୁ ସିଏମସି ସିଲ କରିଛି । କ୍ଳାସ ରୁମ୍‌ରେ ସାମାଜିକ ଦୂରତା ଗାଇଡଲାଇନର ଉଲ୍ଲଂଘନ ନେଇ ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ହୋଇଛି । କିଛି ଦିନ ତଳେ ସହରରେ ଆଉ ଏକ କୋଚିଂ…

ଖୋର୍ଦ୍ଧା ଓ ସୁନ୍ଦରଗଡ଼ରେ ଉପରମୁହାଁ କରୋନା, ଆଜି ରାଜ୍ୟରୁ ୮୭୯ ପଜିଟିଭ

ଭୁବନେଶ୍ୱର: ଓଡ଼ିଶାରେ ଚଳିତବର୍ଷ କରୋନା ଭାଙ୍ଗୁଛି ରେକର୍ଡ । ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ବିଶେଷ କରି ଛତିଶଗଡ଼ ସୀମାନ୍ତ ଜିଲ୍ଲାରେ ଦୈନିକ ସଂକ୍ରମଣ ବ୍ୟାପୁଛି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୮୭୯ ନୂଆ ଆକ୍ରାନ୍ତ । ଗତକାଲି ଅପେକ୍ଷା ଏହି ସଂଖ୍ୟା…

ଚିନ୍ତା ବଢ଼ାଉଛି କରୋନା ସଂକ୍ରମଣ; ଦିନକରେ ୬୮୫ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ଗୁରୁବାର ଦିନ ୧,୨୬,୭୮୯ ରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ୍ ସଂଖ୍ୟା ୧,୨୯,୨୮,୫୭୪କୁ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜଣାପଡିଛି ।…

ଉତ୍ତରପ୍ରଦେଶର ଏସବୁ ସ୍ଥାନରେ ଲାଗିଲା ନାଇଟକର୍ଫ୍ୟୁ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ କରୋନା ସଂକ୍ରମଣ ବଢୁଛି । ତାସହ ବଢ଼ିଲା କଟକଣା । ବିଭିନ୍ନ ଜିଲ୍ଲାରେ ସଂକ୍ରମଣ ବ୍ୟାପୁଥିବାରୁ ଫେରିଲା ନାଇଟକର୍ଫ୍ୟୁ । ଲକ୍ଷ୍ନୌ, ପ୍ରୟାଗରାଜ, କାନପୁର ଓ ବାରଣାସୀରେ ଆଜିଠାରୁ ରାତ୍ରିକାଳୀନ କର୍ଫ୍ୟୁ ଜାରି କରିଛନ୍ତି ଉତ୍ତରପ୍ରଦେଶ ସରକାର । ପ୍ରୟାଗରାଜରେ…