Latest Odisha News

ତାମିଲନାଡୁ, କେରଳ ଓ ପୁଡୁଚେରୀରେ ଆଜି ମତଦାନ

ନୂଆଦିଲ୍ଲୀ: ଆଜି ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ପଡ଼ିବ ଭୋଟ । ତାମିଲନାଡୁ, କେରଳ ଓ ପୁଡୁଚେରୀରେ ଗୋଟିଏ ପର୍ଯ୍ୟାୟରେ ଭୋଟ୍ ନିଆଯାଉଛି । ସକାଳୁ ସକାଳୁ ଆରମ୍ଭ ହୋଇଛି ଭୋଟିଂ । କୋଭିଡ୍ କଟକଣା ଓ ଗାଇଡଲାଇନ ଅନୁସାରେ ମତଦାନ ଚାଲିଛି । ଶାନ୍ତିଶୃଙ୍ଖଳାରେ ସେମାନଙ୍କର…

କବିତା : ଫଗୁଣ ଆସିଛି ବୋଲି

ଶୁଭ୍ରାଂଶୁ ଶେଖର ମାହୁନ୍ତ ବନ ଉପବନ ପୁଲକିତ ଆଜି ଫଗୁଣ ଆସିଛି ବୋଲି , ଆମ୍ବଡାଳେ ବସି ପଞ୍ଚମ ତାନରେ ଗୀତ ଯେ ଗାଏ କୋଇଲି । କାକରଭିଜା ଏ ଫଗୁଣ ସକାଳେ ଶିହରିତ ହୁଏ ମନ , ଚମ୍ପକ ବନର ମଧୁର ମହକ କରୁଛି ସତେ ଉଚ୍ଛନ୍ନ। ପହିଲି ବସନ୍ତ ନିଆରା ମଳୟ ଆଣିଛି ଚୋରା ଚଇତି ,…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ମସିହା ଅପ୍ରେଲ ୬ ତାରିଖ ମଙ୍ଗଳବାର ମୀନ ୨୪ଦିନ ଚୈତ୍ର ମାସ କୃଷ୍ଣପକ୍ଷ ଦଶମୀ ତିଥି ଶ୍ରବଣା ନକ୍ଷତ୍ର ମକର ଚନ୍ଦ୍ର ଆଜିର ଘାତ ବାରମକର ରାଶିର ଆଜିର ଘାତ ଚନ୍ଦ୍ର- ସିଂହ ରାଶି ପୁରୁଷଙ୍କର ଆଜିର ନିଷେଧ ଖାଦ୍ୟ : କଳମ୍ଵି ଶାଗ  ମେଷ…

୨୦ ହଜାର ଟଙ୍କା ଲାଞ୍ଚ ନେଇ ବନ୍ଧାହେଲେ ମଧୁପାଟଣା ଥାନା ASI

କଟକ: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ପୋଲିସ ବାବୁ । କଟକ ମଧୁପାଟଣା ଥାନାର ଏଏସ୍ଆଇ ପ୍ରଣବ କିଶୋର ପ୍ରହରାଜଙ୍କୁ କଟକ ଭିଜିଲାନ୍ସ ଗିରଫ କରିଛି । ପ୍ରଣବଙ୍କୁ ଠାରୁ ୨୦ ହଜାର ଲାଞ୍ଚ ଟଙ୍କା ଜବତ କରାଯାଇଛି । ପ୍ରଣବଙ୍କୁ ଗିରଫ ପରେ ତାଙ୍କ ସରକାରୀ ବାସଭବନରେ ରେଡ୍ କରିଛି କଟକ…

TTPS ବନ୍ଦ ପ୍ରତିବାଦରେ ଆସନ୍ତା ୭ ତାରିଖ ଅନୁଗୁଳ ବନ୍ଦ ଡାକରା

ଅନୁଗୁଳ: ତାଳଚେର ଟିଟିପିଏସ୍ ପ୍ଲାଣ୍ଟ ବନ୍ଦକୁ ବିରୋଧ କରି ଆସନ୍ତା ୭ ତାରିଖ ଅନୁଗୁଳ ବନ୍ଦ ଡାକରା ଦିଯାଇଛି । ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ଜିଲ୍ଲା ବିଜେଡି । ଆଜି ଦଳ ପକ୍ଷରୁଏକ ସାମ୍ବାଦିକ ସମ୍ମିଳନୀ କରି ଏନେଇ ସୂଚନା ଦିଆଯାଇଛି । ଦଳ ପକ୍ଷରୁ କୁହାଯାଇଛି- ତାଳଚେର TTPS ପ୍ଲାଣ୍ଟକୁ…

ଏଣିକି ଦୈନିକ ଦୁଇଟି କ୍ଲାସ ନେବେ ପ୍ରଧାନ ଶିକ୍ଷକ

ଭୁବନେଶ୍ବର : ଏଣିକି ଦୈନିକ ଦୁଇଟି କ୍ଲାସ ନେବେ ପ୍ରଧାନ ଶିକ୍ଷକ । ଏହାକୁ କାର୍ଯ୍ୟକାରୀ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖିଛନ୍ତି । ବିଭିନ୍ନ ଜିଲ୍ଲା ଗସ୍ତ ସମୟରେ ତ୍ରୁଟି ଦେଖିଥିଲେ ପ୍ରମୁଖ ସଚିବ । ଏହାସହ…

କେନ୍ଦ୍ରକୁ ୧୫ ଲକ୍ଷ ଡୋଜ୍ କୋଭିସିଲ୍ଡ ଟିକା ମାଗିଲା ଓଡ଼ିଶା

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଟିକାକରଣ ଜାରି ରହିଛି । ରାଜ୍ୟ ସରକାର ଦୈନିକ ପ୍ରାୟ ୨ ଲକ୍ଷ ଲୋକଙ୍କୁ କୋଭିଡ୍ ଟିକା ଦେଉଛନ୍ତି । ଆଉ ରାଜ୍ୟ ପାଖରେ ୫ ତାରିଖ ସକାଳ ୮ଟା ସୁଦ୍ଧା କୋଭିସିଲ୍ଡର ୬ ଲକ୍ଷ ୨ ହଜାର ୪୩୦ ଡୋଜ୍ ଥିବାବେଳେ କୋଭାକ୍ସିନର…

ବିହାର ସମେତ ଆସାମ ଓ ପଶ୍ଚିମବଙ୍ଗରେ ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୫.୪

ପାଟନା : ବିହାରରେ ଭୂକମ୍ପର ଝଟକା ଅନୁଭୂତ । ପାଟନା, କିଷନଗଞ୍ଜ, ସପୌଲ ଏବଂ କଟିହାରରେ ଭୂକମ୍ପ ଅନୁଭୂତ ହୋଇଥିବା ଜଣାପଡିଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୪ ରହିଛି । ତେବେ ଏହି ଭୂମିକମ୍ପରେ କୌଣସି ମୃତାହତ ନେଇ ସୂଚନା ମିଳିନାହିଁ । ବିହାର ସହ ଆସାମ, ପଶ୍ଚିମବଙ୍ଗର…

୬ କୋଭିଡ୍ ସଂକ୍ରମିତ ଚିହ୍ନଟ ହେବା ପରେ ସିଲ୍ ହେଲା ରାଜ୍ୟ ଯୋଗାଣ ନିଗମ କାର୍ଯ୍ୟାଳୟ

ଭୁବନେଶ୍ୱର: ମାଡ଼ି ଚାଲିଛି ମହାମାରୀ କରୋନା । ରାଜ୍ୟ ଯୋଗାଣ ନିଗମ କାର୍ଯ୍ୟାଳୟରୁ ଏକାଧିକ କରୋନା ସଂକ୍ରମିତ ଟିହ୍ନଟ ହେବା ପରେ ଅଫିସକୁ ସିଲ୍ କରି ଦିଆଯାଇଛି । ବିଏମସି ରାଜ୍ୟ ଯୋଗାଣ ନିଗମ କାର୍ଯ୍ୟାଳୟକୁ ୪୮ ଘଣ୍ଟା ଲାଗି ସିଲ୍ କରିଛି । ରାଜ୍ୟ ଯୋଗାଣ ନିଗମ କାର୍ଯ୍ୟାଳୟରୁ ୬ ଜଣ…

ବସ୍ତା ଭିତରୁ ମିଳିଲା ଯୁବକଙ୍କ କ୍ଷତାକ୍ତ ମୃତଦେହ

ସମ୍ବଲପୁର : ସମ୍ବଲପୁର ବରାଇପାଲିରେ ଚାଞ୍ଚଲ୍ୟ । ବସ୍ତା ଭିତରୁ ମିଳିଛି ଯୁବକଙ୍କ କ୍ଷତାକ୍ତ ମୃତଦେହ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି । ଯୁବକଙ୍କୁ ହତ୍ୟା ପରେ ବସ୍ତାରେ ପୂରାଇ ଫିଙ୍ଗି ଦେଇଛନ୍ତି ଦୁର୍ବୃତ୍ତ । ତେବେ ଯୁବକଙ୍କ ପରଚିୟ ମିଳିନଥିବା ବେଳେ,…