Latest Odisha News

BREAKING NEWS

ବିଧାନସଭା ଗାନ୍ଧି ମୂର୍ତ୍ତି ତଳେ ରାତି ସାରା ଧାରଣା ଦେଲେ ବିଜେପି ବିଧାୟକ

ଭୁବନେଶ୍ୱର: ବାଚସ୍ପତିଙ୍କୁ ବିରୋଧ କରି ବିଧାନସଭା ମହାତ୍ମା ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ବିଜେପି ବିଧାୟକଙ୍କ ଧାରଣା । ସାରା ରାତି ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ଧାରଣା ଦେଲେ ବିଜେପି ବିଧାୟକ । ଶନିବାର ବାଚସ୍ପତିଙ୍କ ଉପରକୁ ବିଜେପି ବିଧାୟକ ଇୟରଫୋନ୍, ଡଷ୍ଟବିନ୍ ସହ ଚପଲ ଫିଙ୍ଗିଥିଲେ…

ଆଜିଠୁ ସବୁ ରବିବାର ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ: କୋଭିଡ୍ ସଂକ୍ରମଣ ପୁଣି ବଢ଼ିବା ପରେ ଶ୍ରୀମନ୍ଦିର ପ୍ରଶାସନ ପୁଣି ଥରେ ଏସଓପି ଜାରି କରିଛି । ନୂଆ ଏସଓପି ଅନୁସାରେ ଏଣିକି ରବିବାର ଶ୍ରୀମନ୍ଦିରରେ ବନ୍ଦ ରହିବ ଦର୍ଶନ । ଆଜିଠୁ ପ୍ରତି ରବିବାର ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ କରାଯାଇ ମନ୍ଦିର ପରିସରକୁ ସାନିଟାଇଜ୍ କରାଯିବ ।…

ଭରଚୁଆଲ ମୋଡ଼ରେ ଉତ୍କଳ ଦିବସ ପାଳିତ

ମୁମ୍ବାଇ : ପ୍ରବାସୀ ସାହିତ୍ୟ ସମ୍ଭାର ମୁମ୍ବଇ ଏବଂ ମହାରାଷ୍ଟ୍ର ଓଡ଼ିଆ କଲ୍ୟାଣ ସଂଘ(ମୋୱା) ମିଳିତ ଉଦ୍ୟମରେ  ଭରଚୁଆଲ ମୋଡ଼ରେ ଉତ୍କଳ ଦିବସ ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରୁଦ୍ରରୁପା ବ୍ରହ୍ମାଙ୍କ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତରୁ ଆରମ୍ଭ ହୋଇଥିଲା ପରେ ପରେ ମୋୱାର ସଭାପତି ଭଗବାନ…

କବିତା : କବି

ହିମାଂଶୁ ଆଚାରୀ  କବି ସାରାକାଳ ଲୁହ ଆଉ ଲହୁରେ ବତୁରିଥିବା ହୃଦୟଖଣ୍ଡକ ଧରି ବ୍ରହ୍ମାଣ୍ଡକୁ ମୋର କୁହେ ମୁଠାଏ ଶବ୍ଦକୁ କରାୟତ କରି ନିଜକୁ ନିଜେ ଇ ବାଣ୍ଟୁଥାଏ କେବେ ପୁଣି ଶବ୍ଦହରା ହେଇ ନିଶାର୍ଦ୍ଧରେ ଆଉଟୁପାଉଟୁ ହୁଏ ! କବି ଭାଙ୍ଗୁଥାଏ/ ଯୋଡୁଥାଏ କେବେ ଫୁଲ ପରି ତ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୪-୪-୨୦୨୧ ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ମସିହା ଅପ୍ରେଲ ୪ ତାରିଖ ରବିବାର ମୀନ ୨୨ ଦିନ ଚୈତ୍ର ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ପୂର୍ବାଷାଢା ନକ୍ଷତ୍ର ଧନୁ ଚନ୍ଦ୍ର  ଆଜିର ଘାତ ବାରମେଷ ରାଶିର ଆଜିର ଘାତ ଚନ୍ଦ୍ରତୁଳା କୁମ୍ଭ ରାଶି ପୁରୁଷ ଓ ବୃଷ ମିଥୁନ ରାଶି…

ସାହିତ୍ୟ ଯେ କୌଣସି ବାଦରୁ ଉର୍ଦ୍ଧ୍ବରେ : ସ୍ଵାଗତିକା ସ୍ୱାଇଁ

ଓଡ଼ିଆ ସାହିତ୍ୟ ଜଗତର ଏକ ସୁପରିଚିତ ନାମ ସ୍ଵାଗତିକା ସ୍ୱାଇଁ । ତାଙ୍କ ସୃଜନୀର ସ୍ରୋତ; ଦିଗରୁ ଦିଗନ୍ତ ଯାଏଁ ପରିବ୍ୟାପ୍ତ । ନିଜ ଲେଖନୀର ନିଆରାପଣରେ ଓଡ଼ିଆ ଭାଷା ସାହିତ୍ୟକୁ ସେ ରୁଦ୍ଧିମନ୍ତ କରି ଚାଲିଛନ୍ତି । ତାଙ୍କର ପ୍ରତିଟି ରଚନାରେ ଥାଏ ଜୀବନର ଦର୍ଶନ । ଭାବ ଓ ଭାଷାର ସମ୍ମିଶ୍ରଣରେ…

ଆଇପିଏଲରେ ବୋଲିଂ ରେକର୍ଡ: ଅମିତ ହ୍ୟାଟ୍ରିକ କିଙ୍ଗ, ମାଲିଙ୍ଗା ଶୀର୍ଷରେ

ଭୁବନେଶ୍ୱର: ଆଇପିଏଲ ଆଗାମୀ ସଂସ୍କରଣର ରୋମାଂଚ ଧିରେ ଧିରେ କ୍ରିକେଟପ୍ରେମୀଙ୍କୁ ଆହ୍ଲାଦିତ କଲାଣି । କରୋନା ଭୟ ବ୍ୟତୀତ ସେମାନଙ୍କ ମନରେ ଆଉ କିଛି ଚିନ୍ତା ନାହିଁ । ତେବେ ଆଇପିଏଲ ନିର୍ଦ୍ଧାରିତ ସମୟରେ ହେବ ବୋଲି ବିସିସିଆଇ ଓ ଆୟୋଜକ କମିଟି ପକ୍ଷରୁ ଦୃଢ଼ୋକ୍ତି ପ୍ରକାଶ ପାଇବା ପରେ…

ଆରପାରିରେ ସବୁଠାରୁ ବୟସ୍କ ଏସିୟାଟିକ୍ ସିଂହ ଧୀର

ଗୀର: ଗୁଜରାଟର ଗୀର ଜଙ୍ଗଲରେ ଶନିବାରୁ ସବୁଠାରୁ ବୟସ୍କ ସିଂହ ଧୀରର ମୃତ୍ୟୁ ଘଟିଛି । ୨୨ ବର୍ଷ ବଂଚି ଧୀର ରେକର୍ଡ କରିଥିଲା । ଏବେ କିଛି ଦିନ ଧରି ଅସୁସ୍ଥ ଥିବା ଧୀର ଆଜି ଆଉ ଆଖି ଖୋଲି ନ ଥିଲା । ଏହି ବୃଦ୍ଧ ସିଂହ ଖାଇବା ପିଇବା ମଧ୍ୟ କମାଇ ଦେଇଥିଲା । ସକ୍କରବାଜ ଚିଡିଆଖାନାର ଅଧିକାଂଶ…

ଭୁବନେଶ୍ବରରୁ ୭୧ ଜଣ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ କାୟା ମେଲାଉଛି କରୋନା । ୨୪ ଘଣ୍ଟାରେ ରାଜ୍ୟରୁ ୪୫୨ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ, ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ମୋଟ ୭୭ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ, ସେଥି ମଧ୍ୟରୁ ଭୁବନେଶ୍ବରରୁ କେବଳ ୭୧ ଜଣ…

ଶାରଦା ଚିଟଫଣ୍ଡ ଠକେଇ ମାମଲା: କୁଣାଳ, ଶତାବ୍ଦୀ ଓ ଦେବଯାନୀଙ୍କ ସମ୍ପତି ଜବତ

କୋଲକାତା: ଶାରଦା ଚିଟଫଣ୍ଡ ଠକେଇ ମାମଲାରେ ପ୍ରବର୍ତନ ନିର୍ଦ୍ଦେଶାଳୟ ଶନିବାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଇଡି ତୃଣମୂଳ କଂଗ୍ରେସର ମୁଖପାତ୍ର କୁଣାଳ ଘୋଷ, ସାଂସଦ ଶତାବ୍ଦୀ ରାୟ ଓ ଦେବଯାନୀ ମୁଖାର୍ଜୀଙ୍କର ୩ କୋଟି ଟଙ୍କାର ସମ୍ପତି ଜବତ ହୋଇଛି । ପିଏମଏଲଏ ଅନୁସାରେ ସେମାନଙ୍କ…