Latest Odisha News

BREAKING NEWS

୩୪ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ଗଲା କାଳିଆ ଟଙ୍କା

ଭୁବନେଶ୍ବର : ଚାଷୀଙ୍କ ଆକାଉଣ୍ଟକୁ ପଠାଗଲା କାଳିଆ ଟଙ୍କା । ପବିତ୍ର ଓଡ଼ିଶା ଦିବସ ଅବସରରେ ରାଜ୍ୟର ୩୪ ଲକ୍ଷରୁ ଅଧିକ ଚାଷୀଙ୍କ ଖାତାକୁ କାଳିଆ ଯୋଜନାରେ ୬୯୩.୯୪ କୋଟି ଟଙ୍କା ପ୍ରଦାନ କରାଯାଇଛି । ରବି ଋତୁ ପାଇଁ ଚାଷୀଙ୍କ ଆକାଉଣ୍ଟକୁ ଏହି ଟଙ୍କା ପ୍ରଦାନ କରାଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ…

ଚିଲିକା ଦୋଳ ଉତ୍ସବ ନେଇ ଜାରି ହେଲା ଗାଇଡଲାଇନ

ଚିଲିକା : ରାଜ୍ୟରେ ବଢୁଛି କରୋନା ଆକ୍ରାନ୍ତ ସଂଖ୍ୟା । ସଂକ୍ରମଣ ବଢୁଥିବାରୁ ଏହାକୁ କିପରି ରୋକିହେବ ସେନେଇ ପଦକ୍ଷେପ ଗ୍ରହଣ କରୁଛନ୍ତି ସରକାର । ଏହି କ୍ରମରେ ଚିଲିକା ଦୋଳ ଉତ୍ସବ ପାଇଁ ଲାଗୁ ହୋଇଛି ଗାଇଡଲାଇନ୍ । ଚିଲିକା ବ୍ଲକର ବହୁ ପ୍ରସିଦ୍ଧ ନଈରୀ ଦଶଦୋଳ ଓ ବଉଳାବନ୍ଧ ଏଗାରଦୋଳ…

ବଲିଉଡ ଅଭିନେତ୍ରୀ ଦିୟା ମିର୍ଜା ପ୍ରେଗନେଂଟ !

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଦିୟା ମିର୍ଜା ମାଆ ହେବାକୁ ଯାଉଛନ୍ତି । ଫେବୃୟାରୀ ୧୫ରେ ସେ ବ୍ୟବସାୟୀ ବୈଭବ ରେଖିଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ବାହାଘରର ଦେଢ଼ ମାସ ପରେ ଦିୟା ମିର୍ଜା ସୋସିଆଲ ସାଇଟରେ ଏହି ଖୁସି ଖବର ଜଣାଇଛନ୍ତି । ଗୁରୁବାର ଇନଷ୍ଟାଗ୍ରାମ ଆକାଂଉଟରେ ସେ ଏକ ଫଟୋ…

ଦାଦା ସାହେବ ଫାଲକେ ପୁରସ୍କାର ପାଇଁ ରଜନୀକାନ୍ତଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି 

ନୂଆଦିଲ୍ଲୀ: ସିନେମା ଜଗତର ସର୍ବଶ୍ରେଷ୍ଠ ସମ୍ମାନ ଦାଦା ସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯିବ ସୁପରଷ୍ଟାର ରଜନୀକାନ୍ତଙ୍କୁ । ଏହି ଘୋଷଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରଜନୀକାନ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ କରି କହିଛନ୍ତି,…

୪୦ ଡିଗ୍ରି ଉପରେ ୧୫ଟି ସହରର ତାପମାତ୍ରା, ତାଳଚେର ଓ ଅନୁଗୁଳ ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ବର : ପ୍ରବଳ ତାତିରେ ଜଳୁଛି ଓଡ଼ିଶା । ଗ୍ରୀଷ୍ମ ପ୍ରବାହରେ ଆଉଟୁପାଉଟୁ ସାରା ରାଜ୍ୟ । ସୂର୍ଯ୍ୟଙ୍କ ପ୍ରକୋପରେ ରାଜ୍ୟରେ ତାତି ବଢ଼ିଥିବା ବେଳେ, ଆଜି ୪୦ ଡିଗ୍ରି ଉପରେ ରହିଛି ୧୫ ସହରର ତାପମାତ୍ରା । ତେବେ ତାଳଚେର ଓ ଅନୁଗୁଳ ଆଜି ପାଲିଟି ରାଜ୍ୟର ସବୁଠୁ ଉତ୍ତପ୍ତ ସହର । ଆଜି…

ମାଓବାଦୀଙ୍କ ବିସ୍ଫୋରଣ ଯୋଜନା ପଣ୍ଡ କଲେ ଯବାନ

ଛତିଶଗଡ଼ : ମାଓବାଦୀଙ୍କ ବିସ୍ଫୋରଣ ଯୋଜନା ପଣ୍ଡ କଲେ ଯବାନ । ସର୍ଚ୍ଚ ଅପରେଶନ ବେଳେ ୧୫ କେଜି ଓ ୫ କେଜିର ଦୁଇଟି ଆଇଇଡି ଠାବ କରିଛନ୍ତି ଯବାନ । ଆଇଇଡିକୁ ଠାବ କରାଯିବା ପରେ ଏହାକୁ ନିଷ୍କ୍ରିୟ କରିଛନ୍ତି ଆଇଟିବିପି ଯବାନ । ସୀମାନ୍ତ ଛତିଶଗଡ଼ ରାଜନନ୍ଦଗାଁ ଜିଲ୍ଲାରେ ୪୦ ବାଟାଲିୟନର…

ଭୁବନେଶ୍ବରରୁ ଆଜି ୫୨ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ୪୦୦ ମୁହାଁ କରୋନା ଆକ୍ରାନ୍ତ ସଂଖ୍ୟା । କିଛି ଦିନ ଧରି ଦୁଇ ଶହ ଉପରେ ଆକ୍ରାନ୍ତ ସଂଖ୍ୟା ରହୁଥିବା ବେଳେ, ଆଜି ଚିହ୍ନଟ ହୋଇଛନ୍ତି ୩୯୪ ପଜିଟିଭ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧାରୁ ଚିହ୍ନଟ…

ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୨୧ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ କରୋନା ଉପରମୁହାଁ ଥିବା ବେଳେ, ଆଜି ସୁସ୍ଥ ହୋଇଛନ୍ତି ଆଉ ୧୨୧ ଆକ୍ରାନ୍ତ । ସମସ୍ତ ଆକ୍ରାନ୍ତଙ୍କୁ ହସପିଟାଲରୁ ଡିସଚାର୍ଜ କରାଯାଇଥିବା ନେଇ ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ସୁନ୍ଦରଗଡ଼ରୁ ସର୍ବାଧିକ ୨୦ ଜଣ ସୁସ୍ଥ ହୋଇଥିବା ବେଳେ, କଟକରୁ ୧୮,…

ବଳଙ୍ଗା ପୋଲିସକୁ ସଫଳତା, ଧରାପଡିଲା ଏକ ଡକାୟତ ଗ୍ୟାଙ୍ଗ, ୬ ଡକାୟତ ଗିରଫ 

ପୁରୀ: ପୁରୀ ବଳଙ୍ଗା ଥାନା ପୋଲିସ ଏକ ଡକାୟତ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି । ନାହାମାଙ୍ଗା ପାଟଣାରୁ ୬ ଜଣ ଡ଼କାୟତଙ୍କୁ ଧରିଛି ବଲଙ୍ଗା ପୋଲିସ  । ପିପିଲୀ ଉପନିର୍ବାଚନ ନେଇ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ପୋଲିସ ଟିମ ପେଟ୍ରୋଲିଂ କରୁଥିବା ବେଳେ ଡକାୟତ ଧରାପଡିଛନ୍ତି । ସ୍ଥାନୀୟ…

ପ୍ରଫେସର ଗଣେଶୀ ଲାଲଙ୍କୁ ନିଜର ୧ ବର୍ଷର ଦରମା ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର: ଉତ୍କଳ ବିଶ୍ୱବିଦ୍ୟାଳୟର ବିକାଶ ପାଇଁ ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟର କୁଳାଧିପତି ପ୍ରଫେସର ଗଣେଶୀ ଲାଲଙ୍କୁ ନିଜର ୧ ବର୍ଷର ଦରମା ପ୍ରଦାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  ୨୦୧୯ରେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ଲାଟିନମ ଜୁବୁଲି କାର୍ଯ୍ୟକ୍ରମରେ ଯୋଗଦେଇ…