Latest Odisha News

BREAKING NEWS

ଦୟାନିଧି ଦାସଙ୍କ ଜୀବନୀ ପୁସ୍ତକ ‘ବଣ ମାଳତୀ’ ଉନ୍ମୋଚିତ

ନୟାଗଡ଼ : ବହୁ ପ୍ରତିଭାର ଅଧିକାରୀ ନାଟ୍ୟଗୁରୁ ଦୟାନିଧି ଦାସଙ୍କ ଜୀବନୀ ଉପରେ ଆଧାରିତ ପୁସ୍ତକ 'ବଣ ମାଳତୀ' ସଙ୍ଗୀତଜ୍ଞ ପ୍ରଦୀପ୍ତ କୁମାର ପଟ୍ଟନାୟକଙ୍କ ଦ୍ୱାରା ନାଟ୍ୟଗୁରୁଙ୍କ ଜନ୍ମସ୍ଥାନ ସଜନାପଡ଼ାରେ ଉନ୍ମୋଚିତ ହୋଇଯାଇଛି। ପାଞ୍ଚଶହରୁ ଉର୍ଦ୍ଧ୍ବ ପୃଷ୍ଠା ବିଶିଷ୍ଟ ଏହି ପୁସ୍ତକ…

କିରନ୍ ଖେରଙ୍କୁ ବ୍ଳଡ୍ କ୍ୟାନ୍ସର, ଏକାଧିକ ମାଇଲୋମା ରୋଗରେ ପୀଡ଼ିତ କିରନ୍, ମୁମ୍ବାଇରେ ଚାଲିଛି ଚିକିତ୍ସା 

ମୁମ୍ବାଇ: ବିଜେପି ସାଂସଦ ତଥା ଭେଟେରାନ୍ ଅଭିନେତ୍ରୀ କିରନ୍ ଖେର ରକ୍ତ କର୍କଟ ରୋଗରେ ପୀଡିତ । ତାଙ୍କ ଦଳର ସହକର୍ମୀ ଅରୁଣ ସୁଦ ଏକ ସାମ୍ବାଦିକ ସମ୍ମିଳନୀରେ କିରଣ ଖେର ରକ୍ତ କର୍କଟରେ ପୀଡିତ ଥିବା ସୂଚନା ଦେଇଛନ୍ତି । ତାଙ୍କର ଚିକିତ୍ସା ମୁମ୍ବାଇ କରବା ହସ୍ପିଟାଲରେ ଚାଲିଛି ।…

ଓଟିଇଟି ପରୀକ୍ଷା ପାଇଁ ଆଜିଠୁ ମିଳୁଛି ଆଡମିଟ୍ କାର୍ଡ

କଟକ: ମାଧ୍ୟମିକ ଶିକ୍ଷା ବୋର୍ଡ (ବିଏସ୍ଇ) ପକ୍ଷରୁ ଏପ୍ରିଲ୍ ୯ ତାରିଖରେ ହେବାକୁ ଥିବା ଓଟିଇଟି ପରୀକ୍ଷା ପାଇଁ ଗୁରୁବାର ଦିନ ଅଫିସିଆଲ୍ ପୋର୍ଟାଲରେ ପରୀକ୍ଷାର୍ଥୀଙ୍କ ଆଡମିଟ୍ କାର୍ଡ ଅପଲୋଡ୍ କରାଯାଇଛି। ପ୍ରାର୍ଥୀମାନେ ସେମାନଙ୍କ ପଞ୍ଜୀକରଣ ନମ୍ବର ଏବଂ ଇ-ମେଲ୍ ଆଇଡିରେ ଲଗ୍ ଇନ୍ କରିବା…

କୁମ୍ଭ ମେଳା ପାଇଁ ନୂଆ ଗାଇଡ୍‌ଲାଇନ୍ ଜାରି କଲେ ଉତ୍ତରାଖଣ୍ଡ ସରକାର‌

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ସରକାର ଗୁରୁବାର ଦିନ ହରିଦ୍ୱାରର କୁମ୍ଭ ମେଳା ସମୟରେ ଭୂତାଣୁ ବିସ୍ତାର ନ କରିବା ପାଇଁ ନୂଆ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ଉତ୍ତରାଖଣ୍ଡ ସରକାର ଗୁରୁବାର ଦିନ ୨୦୨୧ ହରିଦ୍ୱାର କୁମ୍ଭ ମେଳା ପାଇଁ ସଂଶୋଧିତ SOP ଜାରି କରିଛନ୍ତି। ସରକାରୀ ସୂତ୍ର ଅନୁଯାୟୀ…

୫୧ତମ ‘ଦାଦାସାହେବ ଫାଲକେ’ ପୁରସ୍କାରରେ ସମ୍ମାନିତ ହେବେ ସୁପରଷ୍ଟାର ରଜନୀକାନ୍ତ

ନୂଆଦିଲ୍ଲୀ: ସୁପରଷ୍ଟାର ରଜନୀକାନ୍ତ ଚଳିତ ବର୍ଷ ସମ୍ମାନଜନକ 'ଦାଦାସାହେବ ଫାଲକେ' ପୁରସ୍କାର ପାଇବେ। କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର ଆଜି ଏହା ଘୋଷଣା କରିଛନ୍ତି। ରଜନୀକାନ୍ତ ୧୯୭୫ ରେ କେ ବାଲାଚନ୍ଦର ଅପୋର୍ଭା ରାଗଙ୍ଗାଲଙ୍କ ସହ ଡେବ୍ୟୁ କରିଥିଲେ ଏବଂ କୋଲିଉଡରେ ୪୫ ବର୍ଷରୁ ଅଧିକ…

୭୨ ହଜାର ଡେଇଁଲା ଦେଶରେ ଦୈନିକ କରୋନା ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ ଅସମ୍ଭାଳ ହେବାରେ ଲାଗିଛି କରୋନା ସ୍ଥିତି। ପ୍ରତିଦିନ ୫୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। କେବଳ ଏତିକି ନୁହେଁ ୧୦୦ ଉପରେ ଲୋକଙ୍କର ପ୍ରାଣ ମଧ୍ୟ ଯାଉଛି । https://twitter.com/ANI/status/1377476869033881606?s=19 ସ୍ୱାସ୍ଥ୍ୟ…

ପ୍ରସିଦ୍ଧ ଗାୟକ ବାପି ଲାହିରିଙ୍କୁ କରୋନା

ନୂଆଦିଲ୍ଲୀ: ଭେଟେରାନ୍ ଗାୟକ ତଥା ସଂଗୀତ ରଚୟିତା ବାପି ଲାହିରି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।ତାଙ୍କ ଝିଅ ରିମା ଲାହିରି ବୁଧବାର ରାତିରେ ଏହି ସୂଚନା ଦେବା ସହ ତାଙ୍କୁ ଦକ୍ଷିଣ ମୁମ୍ବାଇର ବ୍ରେକ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି କହିଛନ୍ତି। ଏକ ବିବୃତ୍ତିରେ ରିମା…

ପୁରୀରେ ମାଉସୀ ମା’ ମନ୍ଦିରରୁ ଚୋରି, ରୂପା ଅଳଙ୍କାର ଓ ହୁଣ୍ଡିରୁ ଟଙ୍କା ଚୋରି

ପୁରୀ: ମନ୍ଦିରରୁ ପୁଣି ଲୁଟ୍ । ପୁରୀରେ ମାଉସୀ ମା’ ମନ୍ଦିରରୁ ଲୁଟ୍ ଅଭିଯୋଗ ହୋଇଛି । ମୁଖ୍ୟ ପ୍ରବେଶ ଦ୍ୱାର ଲୁହା ଗେଟରେ ପଡ଼ିଥିବା ତାଲା ଭାଙ୍ଗି ଭିତରେ ପଶିଥିଲେ ଦୁର୍ବୃତ୍ତ । ଏହାସହ ଭିତରେ ୩ଟି ତାଲା କାଟି ମୁଖ୍ୟ ମନ୍ଦିରରେ ପ୍ରବେଶ କରି ଲୁଟପାଟ କରିଛନ୍ତି । ମନ୍ଦିରର ହୁଣ୍ଡି…

ଇଣ୍ଟରନେଟ୍‌ ସେନ୍ସେସନ ପାଲଟିଛି ଡୋନାଲ୍ଡ ଟ୍ରମ୍ପଙ୍କ ବୌଦ୍ଧ ଅବତାର

ନୂଆଦିଲ୍ଲୀ: ଚାଇନାର ଆସବାବପତ୍ର ନିର୍ମାତା ହଙ୍ଗ ଜିନ୍ସି ଗତ ବର୍ଷ ବୌଦ୍ଧ ପୋଷାକରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଧ୍ୟାନ କରୁଥିବାର ଦୁଇଟି ପ୍ରତିମୂର୍ତ୍ତି ତିଆରି କରିଥିଲେ। ଏଥିରେ ଟ୍ରମ୍ଫ୍‌ ବୁଦ୍ଧ ବସ୍ତ୍ର ପରିଧାନ କରି ଧ୍ୟାନ କରୁଥିବା ଦେଖିବାକୁ ମିଳିଥିଲା।…

ଆଜିଠୁ ବଦଳିଲା ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଖୋଲିବା ସମୟ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ଵର ଉପକଣ୍ଠରେ ଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଏକ ସୁନ୍ଦର ପ୍ରାକୃତିକ ସ୍ଥାନ ଭାବେ ଖୁବ୍ ପରିଚିତ। ଏବେ ଏହି ପ୍ରାଣୀ ଉଦ୍ୟାନ ଖୋଲିବା ସମୟରେ ପରିବର୍ତ୍ତନ କରାଯାଇଛି। କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ଆଜିଠାରୁ ସକାଳ ୭ଟା. ୩୦ମି.ରୁ ଅପରାହ୍ନ ୫ଟା.…