Latest Odisha News

BREAKING NEWS

ତାତିରେ ଜଳୁଛି ଓଡ଼ିଶା, ୪୦ ଡିଗ୍ରି ଉପରେ ୧୬ ସହର

ଭୁବନେଶ୍ବର : ଅସହ୍ୟ ଗରମ ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହେଉଛି ରାଜ୍ୟ । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ତାପମାତ୍ରା ୨ ଡିଗ୍ରି ବୃଦ୍ଧି ପାଇବ । ଏନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ତେବେ ଆଜି ୪୦ ଡିଗ୍ରି ଉପରେ ରହିଛି ୧୬ ସହରର ତାପମାତ୍ରା । ପାଣିପାଗ…

ବେଙ୍ଗାଳୁରୁର କୋଟିପତି ବାରିକ, ପାଖରେ ଅଛି ୩ ଶହରୁ ଅଧିକ ଦାମି କାର, ଜଣେ ଆଣ୍ଟିଙ୍କ ଆଡଭାଇସ୍ ବଦଳାଇଦେଲା କିସମତ୍ 

ବେଙ୍ଗାଳୁରୁ: କେବଳ ହାତରେ ପଇସା ଥିଲେ ଯେ ସଫଳତା ଧାଇଁ ଆସିବ ତା ନୁହେଁ । କଠିନ ପରିଶ୍ରମ ଓ ଦୃଢ ଇଚ୍ଛା ଶକ୍ତି ଥିଲେ ଜଣେ ବ୍ୟକ୍ତି ସେଲୁନ୍ ବାଲାଠୁ କୋଟି ପତି ବି ହୋଇପାରିବ । ଆପଣଙ୍କୁ ବିଶ୍ବାସ ହେଉନଥିବ । ଚାଲନ୍ତୁ ଭେଟିବା ବେଙ୍ଗାଳୁରୁର ଜଣେ ସେଲୁନ୍ ବାଲାଙ୍କୁ । ଯିଏ ଆଜି କୋଟି କୋଟି…

ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୨୧ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୨୧୮ କରୋନା ଆକ୍ରାନ୍ତ । ସଂକ୍ରମଣକୁ ନେଇ ଚିନ୍ତା ବଢୁଥିବା ବେଳେ, ଆଜି ସୁସ୍ଥ ହୋଇଛନ୍ତି ଆଉ ୧୨୧ ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ଖୋର୍ଦ୍ଧାରୁ ସର୍ବାଧିକ ୧୭ ଜଣ ସୁସ୍ଥ…

ପୂର୍ବତନ କ୍ରିକେଟ ତଥା ବିଜେପି ନେତା ଅଶୋକ ଦିଣ୍ଡାଙ୍କ ଉପରେ ଟିଏମସି ସମର୍ଥକଙ୍କ ଆକ୍ରମଣ

କୋଲକାତା: ପୂର୍ବତନ କ୍ରିକେଟର ତଥା ବିଜେପି ନେତା ଅଶୋକ ଦିଣ୍ଡାଙ୍କ ଉପରେ ଆଜି ଟିଏମସି ସମର୍ଥକମାନେ ଆକ୍ରମଣ କରିଛନ୍ତି । ପଶ୍ଚିମବଙ୍ଗ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପ୍ରଚାରର ଶେଷ ଦିବସରେ ଟିଏମସି ଏହି ଘୃଣ୍ୟ କାମ କରିଛି ବୋଲି ଦିଣ୍ଡା ସିଧାସଳଖ ଅଭିଯୋଗ ଆଣିଛନ୍ତି । ୫୦ରୁ ଊର୍ଦ୍ଧ୍ୱ…

କ୍ରିକେଟରଙ୍କୁ କରୋନା ଗୋଡାଉଛି, ହରମନପ୍ରୀତଙ୍କ ରିପୋର୍ଟ ପିଜିଟିଭ

ନୂଆଦିଲ୍ଲୀ:କରୋନା ଏବେ କ୍ରିକେଟରଙ୍କ ଉପରେ ବୋଧହୁଏ ଆଖି ପକାଇଛି । ସଚିନ ତେନ୍ଦୁଲକର, ଇରଫାନ ପଠାନ, ୟୁସୁଫ ପଠାନ, ଏସ.ବଦ୍ରିନାଥଙ୍କ ପରେ ଏବେ ମହିଳା କ୍ରିକେଟର ହରମନପ୍ରୀତ କୌର ଏଥିରେ ଆକ୍ରାନ୍ତ ହୋଇଛନ୍ତି । ଭାରତୀୟ କ୍ରିକେଟ ଦଳର ଅଧିନାୟିକା ନିକଟରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ…

ଆତଙ୍କବାଦୀ ସଂଗଠନ ପାଇଁ କାମ କରୁଥିବା ୧୨ ଇଞ୍ଜିନିୟର ଆଜୀବନ କାରାଦଣ୍ଡରେ ଦଣ୍ଡିତ

ଜୟପୁର: ୨୦୧୪ରେ ଏଟିଏସ ଓ ଏସଓଜି ଦ୍ୱାରା ଗିରଫ ହୋଇଥିବା ୧୩ ସିମି ସଦସ୍ୟଙ୍କ ମଧ୍ୟରୁ ୧୨ଜଣଙ୍କୁ ଆଜି ସ୍ଥାନୀୟ କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହି ସମସ୍ତ ଆତଙ୍କବାଦୀ ଇଞ୍ଜିନୟର ଛାତ୍ର ଥିଲେ । ସେମାନେ ଆତଙ୍କୀ ସଂଗଠନ ଇଣ୍ଡିଆନ ମୁଜାହିଦ୍ଦିନ ପାଇଁ କାମ କରୁଥିଲେ । ସିମି…

ଇଣ୍ଟରନେଟ୍‌ ସେନ୍ସେସନ ପାଲଟିଛି ପୁରୁଣା ଦିଲ୍ଲୀର ‘ବଟର୍‌ କଫି’

ନୂଆଦିଲ୍ଲୀ:ବଟରରେ କଫି ପ୍ରସ୍ତୁତ ହେଉଥିବା ବିଷୟରେ କେବେ ଶୁଣିଛନ୍ତି କି? ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଜଣେ ବ୍ୟକ୍ତି ବ୍ୟକ୍ତି ରାଜଧାନୀ ଦିଲ୍ଲୀର ରାସ୍ତା କଡ଼ରେ ଥିବା ଷ୍ଟଲରେ ବଟର କଫି ବିକ୍ରି କରୁଛନ୍ତି। ଜଣେ ଫୁଡ୍‌ ବ୍ଲଗର୍ ଅମର ସିରୋହି ନାମକ ଜଣେ ବ୍ୟକ୍ତି ଜାମା ମସଜିଦ୍ ନିକଟରେ…

ବହୁଚର୍ଚ୍ଚିତ ସୁବର୍ଣ୍ଣପୁର ଡକାୟତି ମାମଲା…

ସୁବର୍ଣ୍ଣପୁର: ବହୁଚର୍ଚ୍ଚିତ ସୁବର୍ନପୁର ଜିଲ୍ଲା ବନ୍ଧୁକ ମୁନରେ ୨୧ ଲକ୍ଷ ଟଙ୍କା ଲୁଟ୍ ମାମଲା । ଚଳିତମାସ ୧୭ ତାରିଖ (ବୁଧବାର) ଦିନ ବୀରମହାରାଜପୁର ଥାନା ଅନ୍ତର୍ଗତ ବାଘଲପୁର ଗାଁ ନିକଟରେ ବନ୍ଧୁକ ମୁନରେ ହୋଇଥିଲା ବଡ ଧରଣର ଲୁଟ୍ । ଏହି ମାମଲାରେ ସଂପୃକ୍ତ ଦୁଇ ଡକାୟତଙ୍କୁ ଆଜି ଗିରଫ…

ଫାରୁକ ଅବଦୁଲ୍ଲାଙ୍କ ଆଶୁ ଆରୋଗ୍ୟ କାମନା କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଡଃ ଫାରୁକ ଅବଦୁଲ୍ଲା କରୋନା ସଂକ୍ରମିତ ହୋଇ ପୃଥକ୍‌ ଭାବେ ସଙ୍ଗରୋଧରେ ରହିଛନ୍ତି। ଫାରୁକ ଅବଦୁଲ୍ଲାଙ୍କୁ କୋଭିଡ-୧୯ରୁ ଅତିଶୀଘ୍ର ଆରୋଗ୍ୟ ଲାଭ କରିବା ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭକାମନା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଟ୍ଵିଟ୍‌ କରି କହିଛନ୍ତି…

ଆଙ୍କର୍‌ଙ୍କ ହିନ୍ଦୀ କହିବା ଶୈଳୀକୁ ଥଟ୍ଟା କରି ଟ୍ରୋଲ୍‌ ହେଲେ ଏ.ଆର୍ ରହମାନ

ନୂଆଦିଲ୍ଲୀ: ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଏ.ଆର୍ ରହମାନ ବର୍ତ୍ତମାନ କିଛି କଥା ପାଇଁ ଏବେ ସୋସିଆଲ୍‌ ମିଡିଆରେ ‌ଟ୍ରୋଲ୍‌ର ଶିକାର ହେଉଛନ୍ତି। ବାସ୍ତବରେ, ନିକଟରେ ଏ ଆର୍ ରହମାନ ତାଙ୍କର ଆଗାମୀ ଚଳଚ୍ଚିତ୍ର '୯୯ ସଙ୍ଗ୍‌ସ'ର ପ୍ରମୋସନ୍ ପାଇଁ ପହଞ୍ଚିଥିଲେ। ଯେଉଁଥିରେ କିଛି ଘଟଣା…