Latest Odisha News

BREAKING NEWS

ଗ୍ୟାସ ସିଲିଣ୍ଡର ନେଇ ଯାଉଥିବା ଟ୍ରକ ଉପରେ ବଜ୍ରପାତ, ୩ଘଂଟା ଧରି ସିଲିଣ୍ଡର ଫୁଟିଲା

ଭିଲୱାଡା: ଜୟପୁର-କୋଟା ହାଇୱେରେ ଗ୍ୟାସ ସିଲିଣ୍ଡର ନେଇ ଯାଉଥିବା ଏକ ଟ୍ରକ ଉପରେ ବଜ୍ରପାତ ହୋଇଥିଲା । ଏହାର ପ୍ରଭାବରେ ଟ୍ରକଟି ଓଲଟି ଯାଇଥିଲା ଏବଂ ସିଲିଣ୍ଡରଗୁଡିକରେ ନିଆଁ ଲାଗି ଯାଇଥିଲା । ପ୍ରାୟ ୩ ଘଂଟା ଧରି ଗୋଟିଏ ପରେ ଗୋଟିଏ ସିଲିଣ୍ଡର ଫାଟିବାକୁ ଲାଗିଥିଲା । ଏନଏଚ-୫୨ ୧୭ ଘଂଟା…

ବିଜେପିରେ ମିଶିବେ କି ସୌରଭ ଗାଙ୍ଗୁଲି!

କୋଲକାତା: ଅନୁମାନ କରାଯାଉଛି ଯେ ବିଜେପି ଚାହୁଁଛି ଯେ ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଆସନ୍ତା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦିତା କରନ୍ତୁ। ଏ ନେଇ ତାଙ୍କର ପୂର୍ବତନ ସାଥୀ ତଥା ମୋୟନା ଆସନରୁ ସାଫ୍ରନ୍ ଦଳର ପ୍ରାର୍ଥୀ ଅଶୋକ ଦିଣ୍ଡା କହିଛନ୍ତି ଯେ…

ଫିଲ୍ମ ‘ସାଇନା’ ପାଇଁ ପ୍ରଥମ ପସନ୍ଦ ନଥିଲେ ପରିଣୀତି

ମୁମ୍ବାଇ: ସାଇନା ନେହୱାଲଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ 'ସାଇନା'ରେ ଅଭିନେତ୍ରୀ ପରିଣୀତି ଚୋପ୍ରା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମ ମାର୍ଚ୍ଚ ୨୬ରେ ପ୍ରେକ୍ଷାଳୟକୁ ଆସିବ। କିନ୍ତୁ ଆପଣ ଜାଣନ୍ତି କି ଏହି ଚରିତ୍ର ପାଇଁ ପରିଣୀତି ପ୍ରଥମ ପସନ୍ଦ ନଥିଲେ। ଏହାପୂର୍ବରୁ ଶ୍ରଦ୍ଧା…

ଆତ୍ମସମର୍ପଣ କଲେ ତିନି ଜିଲ୍ଲାରେ ସକ୍ରିୟ ଥିବା ୨ ହାର୍ଡକୋର ମାଓବାଦୀ

ରାୟଗଡା: ଛତିଶଗଡ କ୍ୟାଡରର ଦୁଇ ୨ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଆଜି ରାୟଗଡା ଏସପିଙ୍କ ନିକଟରେ ଦୁଇ ଜଣ ମାଓବାଦଙ୍କ ଆତ୍ମସମର୍ପଣ କରିଛନ୍ତି । ଦୁଇ ମାଓବାଦୀ ହେଲେ ମଙ୍କୁ ଓୟାମ ଓରଫ ସାଇନୁ ଓରଫ ଜୟରାମ ଏବଂ ଲଛୁ ମାଡକାମ ଓରଫ ଅବିନାଶ ଓରଫ ବିଶ୍ବନାଥ ।  ରାୟଗଡା,…

ଯାକଯମକରେ ନୁହେଁ କେବଳ ପରମ୍ପରା ବଞ୍ଚାଇବା ପାଇଁ ହେବ ଚାଟେଶ୍ବର ଦୋଳ ମେଳଣ 

କଟକ: କେବଳ ପରମ୍ପରା ବଞ୍ଚାଇବା ପାଇଁ ହେବ ଚାଟେଶ୍ବର ଦୋଳ ମେଳଣ । କଟକ ଜିଲ୍ଲା ସାଲେପୁର ଅନ୍ତର୍ଗତ କିଶିନାପୁର ଚାଟେଶ୍ବର ମେଳଣ ପାଇଁ ପ୍ରଶାସନିକସ୍ତରରେ ବୈଠକ ହୋଇଛି । ଏବେର କରୋନା ସ୍ଥିତିକୁ ନେଇ ବୈଠକ ହୋଇଥିବା ବେଳେ କଟକଣା ମଧ୍ୟରେ ମେଳଣ କରିବାକୁ ନିଷ୍ପତ୍ତି ହୋଇଛି । ସ୍ଥାନୀୟ…

ମାଲକାନଗିରିରେ ଦୀର୍ଘ ୪୦ବର୍ଷ ପରେ ମଞ୍ଚସ୍ଥ ହେଲା ଗାନ୍ଧୀଙ୍କ ଓଡ଼ିଶା ନାଟକ 

ମାଲକାନଗିରି: ଦୀର୍ଘ ୪୦ବର୍ଷ ପରେ ମଞ୍ଚସ୍ଥ ହେଲା ଗାନ୍ଧୀଙ୍କ ଓଡ଼ିଶା ନାଟକ । ମହତ୍ମା ଗାନ୍ଧିଙ୍କ ଓଡିଶା ଆଗମନର ୧୦୦ ବର୍ଷ ପୂର୍ତ୍ତି ଅବସରରେ ମାଲକାନଗିରି ଜିଲ୍ଲା ସଦର ମହକୁମା ସଂସ୍କୃତି ଭବନଠାରେ ଗତକାଲି ଗାନ୍ଧୀଙ୍କ ଓଡ଼ିଶା ନାଟକ ମଞ୍ଚସ୍ଥ ହୋଇଛି  ।  ଏହି ଅବସରରେ ମଞ୍ଚରେ ପରିବେଷଣ…

ଫିଲ୍ମ ‘ହ୍ୱାଇଟ୍‌ ଟାଇଗର୍’‌ ପାଇଁ ଏହି ସ୍ୱତନ୍ତ୍ର ପୁରସ୍କାର ପାଇଲେ ଅଭିନେତା ଆଦର୍ଶ ଗୌରବ

ନୂଆଦିଳ୍ଲୀ: ଫିଲ୍ମ ହ୍ୱାଇଟ୍‌ ଟାଇଗରରେ ଅଭିନୟ ପାଇଁ ଏସୀୟ ବିଶ୍ୱ ଚଳଚ୍ଚିତ୍ର ମହୋତ୍ସବରେ ରାଇଜିଂ ଷ୍ଟାର ପୁରସ୍କାର ପାଇଛନ୍ତି ଅଭିନେତା ଆଦର୍ଶ ଗୌରବ। ଅଭିନେତା BAFTA ୨୦୨୧ ର ମୁଖ୍ୟ ଅଭିନେତା ବର୍ଗରେ ମନୋନୀତ ହେବାର ଗୋଟିଏ ସପ୍ତାହ ପରେ ଏହି ସମ୍ମାନ ଲାଭ କରିଛନ୍ତି ଆଦର୍ଶ ଗୌରବ।…

ଘରୁ ଡାକି ନେଇ ଆକ୍ରମଣ, ସିସିଟିଭିରେ କଏଦ ହେଲା ଭିଜୁଆଲ, ଜାଣନ୍ତୁ କାରଣ…

ନବରଙ୍ଗପୁର: ମେଡିକାଲ ଷ୍ଟୋର ମାଲିକଙ୍କୁ ଠେଙ୍ଗାରେ ମରଣାନ୍ତକ ଆକ୍ରମଣର ଭିଜୁଆଲ ସିସିଟିଭିରେ କଏଦ ହୋଇଛି । ଯାହା ବର୍ତ୍ତମାନ ଭାଇରଲ ହେବାରେ ଲାଗିଛି । ନବରଙ୍ଗପୁର ସଦର ଥାନା ଅନ୍ତର୍ଗତ ବି ମାଳିଗୁଡା ଗାଁର ମେଡିକାଲ ଷ୍ଟୋର ମାଲିକ କାହ୍ନୁ ଦାଶଙ୍କ ଉପରେ ଆକ୍ରମଣ ହୋଇଥିବା ଜଣାପଡିଛି ।

ମାର୍ଚ୍ଚ ୨୬ ରୁ ଏପ୍ରିଲ ୪ ଯାଏ ମହାରାଷ୍ଟ୍ରର ବିଡ୍ ଜିଲ୍ଲା ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌

ନୂଆଦିଳ୍ଲୀ: କରୋନାର ବର୍ଦ୍ଧିତ ମାମଲାକୁ ଦୃଷ୍ଟିରେ ରଖି ଦେଶର ବିଭିନ୍ନ ସ୍ଥାନରେ ପୁଣି ଥରେ ଲକ୍‌ଡାଉନ୍‌ ଏବଂ ରାତ୍ରିକର୍ଫ୍ୟୁ ଭଳି କଟକଣା ଲାଗୁ କରାଯାଉଛି। ମହାରାଷ୍ଟ୍ର ଏହି ମାମଲାରେ ଶୀର୍ଷରେ ରହିଛି। ମହାରାଷ୍ଟ୍ରର ବିଭିନ୍ନ ଜିଲ୍ଳାରେ ଲକ୍‌ଡାଉନ ଭଳି ପରିସ୍ଥିତି ଉପୁଜିସାରିଲାଣି।…

ମନି ଲଣ୍ଡରିଂ ମାମଲା: ଆସନ୍ତାକାଲି ଇଡି ଆଗରେ ହାଜର ହେବେ ମେହବୁବା ମୁଫତି

ଶ୍ରୀନଗର: ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (ପିଡିପି) ମୁଖ୍ୟ ମେହବୁବା ମୁଫତି ଗୁରୁବାର ଦିନ ଅର୍ଥ ହେରଫେର ମାମଲାରେ ପଚରାଉଚରା ପାଇଁ ଶ୍ରୀନଗରରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ରେ ହାଜର ହେବେ। ସୂତ୍ରରୁ ପ୍ରକାଶ ଯେ ମେହବୁବା…