Latest Odisha News

BREAKING NEWS

କଟକରୁ ନିଖୋଜ ଥିଲେ ଯୁବକ, ଭୁବନେଶ୍ୱରରୁ ମିଳିଲା ମୃତଦେହ

ଭୁବନେଶ୍ୱର: କଟକରୁ ନିଖୋଜ ଥିଲେ ଯୁବକ । ଭୁବନେଶ୍ୱରରୁ ମିଳିଲା ମୃତଦେହ । କଟକରୁ ନିଖୋଜ ଯୁବକଙ୍କ ମରଶରୀର ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଶୈଳଶ୍ରୀବିହାର ଅଞ୍ଚଳରୁ ଉଦ୍ଧାର ହୋଇଛି । ମୃତକଙ୍କ ନାଁ ଅଭିଷେକ ନାୟକ । ଦୁଇ ଦିନ ତଳେ ସେ କଟକରୁ ନିଖୋଜ ଥିଲେ । ହୋଟେଲ କର୍ମଚାରୀ…

ପରିସଂଖ୍ୟାନ ମାୟାଜାଲରେ ଶିକ୍ଷାବ୍ୟବସ୍ଥା

କରୋନା ମହାମାରୀ ଯୋଗୁଁ ସବୁ ବର୍ଗର ଲୋକମାନେ ବିପର୍ଯ୍ୟସ୍ତ ହୋଇପଡ଼ିଛନ୍ତି । ଏପରିକି ଦେଶର ଭବିଷ୍ୟତ କୁହାଯାଉଥିବା ଛାତ୍ରଛାତ୍ରୀମାନେ ନିଜର ପାଠପଢ଼ା ପାଇଁ ବହୁ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । କିନ୍ତୁ କରୋନା ସମୟରେ କୌଣସି ବିଦ୍ୟାର୍ଥୀ ଅନଲାଇନ ଶିକ୍ଷାଦାନରୁ ବଞ୍ଚିତ ହୋଇନାହାନ୍ତି ବୋଲି…

କରୋନା ଟିକା ନେଲେ ଅଭିନେତା ସଂଜୟ ଦତ୍ତ

ନୂଆଦିଲ୍ଲୀ: କରୋନା ଟିକା ନେଲେ ଅଭିନେତା ସଞ୍ଜୟ ଦତ୍ତ। ସଞ୍ଜୟ ଦତ୍ତ ମଙ୍ଗଳବାର ଦିନ ସେୟାର କରିଛନ୍ତି ଯେ ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସରେ ଥିବା ଏକ ଟିକାକରଣ କେନ୍ଦ୍ରରେ ସେ କରୋନାଭାଇରସ ଟିକା ଗ୍ରହଣ କରିଛନ୍ତି। ୬୧ ବର୍ଷୀୟ ଅଭିନେତା ଟ୍ୱିଟରକୁ ଯାଇ ଟିକା ଦେଇଥିବା…

ନଖରେ ବିଚିତ୍ର କଳାକୃତି କରୁଛନ୍ତି ମହିଳା; ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ନେଲ୍‌ ପେଣ୍ଟ୍‌ ଏକ ସୃଜନଶୀଳତା ସହିତ ଜଡିତ। ବର୍ତ୍ତମାନ ସମୟରେ ମହିଳାମାନେ ବିଭିନ୍ନ ପ୍ରକାରର ନେଲ୍‌ ପେଣ୍ଟ୍‌ କରୁଥିବାର ଦେଖିବ‌ାକୁ ମିଳୁଛି। ତେବେ ସେମିତି ଜଣେ ମହିଳା ତାଙ୍କ ନଖରେ ନିଆରା କଳାକୃତି କରୁଥିବା ଭିଡିଓ ଏବେ ଇଣ୍ଟରନେଟ୍‌ ସେନ୍ସେସନ ପାଲଟିଛି। ଏହି ମହିଳା ଜଣକ…

ଚଳିତ ବର୍ଷ ପ୍ରଥମ ଥର ଭର୍ଚୁଆଲ ପ୍ଲାଟଫର୍ମରେ ହେବ ଅନ୍ତର୍ଜାତୀୟ ଓଡିଶା ପର୍ବ-୨୦୨୧

ନୂଆଦିଲ୍ଲୀ: ଆସନ୍ତା ୨୭ ଓ ୨୮ ତାରିଖରେ ଆୟୋଜିତ ହେବ ଅନ୍ତର୍ଜାତୀୟ ଓଡିଶା ପର୍ବ-୨୦୨୧ । କୋଭିଡ୍ ୧୯ କଟକଣାକୁ ଦୃଷ୍ଟିରେ ରଖି, ଓଡିଶା ପର୍ବ ପ୍ରଥମ ଥର ପାଇଁ ଭର୍ଚୁଆଲ ପ୍ଲାଟଫର୍ମରେ ଆୟୋଜିତ ହେବାକୁ ଯାଉଛି । ନୂଆଦିଲ୍ଲୀର ଓଡିଆ ସମାଜ ପକ୍ଷରୁ ଆୟୋଜିତ ଏହି ସାଂସ୍କୃତିକ ମହାକୁମ୍ଭରେ…

ମାଡୁଛି ମହାମାରୀ: ଦେଶରୁ ଦିନକରେ ୪୭ହଜାର କରୋନା ପଜିଟିଭ୍, ୨୭୫ ମୃତ

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ କାୟା ବିସ୍ତାର କରୁଛି କରୋନା । ଦୈନିକ ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ବଢୁଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୪୭ହଜାର ୨୬୨ ନୂଆ ଆକ୍ରାନ୍ତ । ଏହି ସମୟରେ ମହାମାରୀ ନେଇଛି ଆଉ ୨୭୫ ସଂକ୍ରମିତଙ୍କ ଜୀବନ । ମହାରାଷ୍ଟ୍ର, କେରଳ, ପଞ୍ଜାବ,…

ପୁଣେ ଦିନିକିଆରେ ବିରାଟ ସେନାର ବିଜୟ ହିରୋ ନବାଗତ କ୍ରୁନାଲ୍-ପ୍ରସିଦ୍ଧି

ପୁନେ: ଉଭୟ ବ୍ୟାଟିଂ ଓ ବୋଲିଂରେ କମାଲ କଲେ ଭାରତୀୟ ଖେଳାଳି । ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଦମଦାର ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ । ଅଭିଜ୍ଞ ଓ ନବାଗତଙ୍କୁ ନେଇ ବିରାଟ ସେନା ବିଜୟରୁ ଅଭିଯାନ ଆରମ୍ଭ କରିଛି । ଟସ୍ ହାରିଥିବା ଭାରତ ପ୍ରଥମେ ବ୍ୟାଟିଂ କରି ୫ ଓ୍ୱିକେଟରେ ୩୧୭ରନ୍…

କନ୍ଦରପୁରରେ ମା ଧବଳେଶ୍ଵରୀ ବିଶ୍ଵ ଶାନ୍ତି ଯଜ୍ଞ ଅନୁଷ୍ଠିତ

କନ୍ଦରପୁର : କନ୍ଦରପୁର ନିକଟସ୍ଥ ପାରାବିଲ ଗ୍ରାମରେ ମା ଧବଳେଶ୍ଵରୀ ବିଶ୍ଵ ଶାନ୍ତି ଯଜ୍ଞ ଅବସରରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପ୍ରଚାର ଓ ପ୍ରସାର ନିମନ୍ତେ, ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ଓଡ଼ିଶା ଭୁବନେଶ୍ୱର ପକ୍ଷରୁ ମହାପ୍ରଭୁଙ୍କ ଜାମାଲାଗି ବେଶ କରାଯିବା ସହିତ, ଭଜନ ଜଣାଣ ଓ ପ୍ରବଚନ…

ବେଆଇନ୍ ଗୋ-ଚାଲାଣକୁ ନେଇ ଗୋଷ୍ଠୀ ସଂଘର୍ଷ, ୩ ଜଣ ଗୁରୁତର

ଭଦ୍ରକ: ବେଆଇନ୍ ଗୋ-ଚାଲାଣକୁ ନେଇ ଗୋଷ୍ଠୀ ସଂଘର୍ଷ । ଦୁଇ ଗୋଷ୍ଠୀ ମଧ୍ୟରେ ହାତାହାତି । ଏସ୍କର୍ଟ ପାର୍ଟିର ଆକ୍ରମଣର ୩ ଜଣ ଗୋ ସୁରକ୍ଷା ଗୁରୁତର ହୋଇଛନ୍ତି । ଭଦ୍ରକ ଜିଲ୍ଲା ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥର ରାଣୀତାଲ ନିକଟରେ ଏହି ଘଟଣା ଘଟିଛି । ବେଆଇନ୍ ଗୋ ଚାଲାଣ ହେଉଥିବା ଖବର…

ସମ୍ବଲପୁରରେ ଗଜରାଜଙ୍କ ଉତ୍ପାତ, ୨ ଶ୍ରମିକ ମୃତ

ସମ୍ବଲପୁର: ସଦର ଫରେଷ୍ଟ ରେଞ୍ଜ କୁଡେରନିଶା ଗାଁରେ ଅଘଟଣ । ଏକ ଅସ୍ଥାୟୀ ଘରେ ଦୁଇ ଶ୍ରମିକ ଶୋଇଥିବା ବେଳେ ଦନ୍ତାହାତୀ ଦଳି ଦେବାରୁ ଘଟଣା ସ୍ଥଳରେ ସେମାନଙ୍କର ମୃତ୍ୟୁ ହୋଇଛି । ମୃତକମାନଙ୍କ ଘର ବରଗଡ ଅଂଚଳରେ ବୋଲି ଜଣାପଡିଛି । ପୋଲିସ ଓ ବନ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଚଦନ୍ତ…