ଆଘାତ ସମସ୍ୟା ଯୋଗୁ ଆଇପିଏଲ, ଟି୨୦ ବିଶ୍ୱକପରୁ ଓହରିଲେ ଇଂଲଣ୍ଡ ଅଲରାଉଣ୍ଡର ସାମ କୁରାନ
ଲଣ୍ଡନ: ଇଂଲଣ୍ଡ ଅଲରାଉଣ୍ଡର ସାମ କୁରାନ ଆଘାତ ସମସ୍ୟା ଯୋଗୁ ଆଇପିଏଲର ବାକି ତକ ମ୍ୟାଚ ଏବଂ ଟି୨୦ ବିଶ୍ୱକପ କ୍ରିକେଟରୁ ଓହରି ଯାଇଛନ୍ତି । ଆଇପିଏଲ ପ୍ଲେଅଫ ପୂର୍ବରୁ କୁରାନ ଓହରିଯିବା ଚେନ୍ନାଇ ସୁପର କିଙ୍ଗ୍ସକୁ ଶକ୍ତ ଧକ୍କା ହୋଇଛି । ଶନିବାର ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ ସେ…