Latest Odisha News

BREAKING NEWS

ଦେଶରେ ଦୈନିକ ସଂକ୍ରମଣ ସଂଖ୍ୟା ୪୦,୯୫୩; ୧୮୮ ମୃତ

ନୂଆଦିଲ୍ଲୀ: ବିଗତ ଦିନରେ କରୋନା ମାମଲା ବୃଦ୍ଧି ପାଇବା ସହିତ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୦,୯୫୩ ତାଜା କୋଭିଡ-୧୯ ସଂକ୍ରମଣ ମାମଲା ରେକର୍ଡ ହୋଇଥିବାବେଳେ ୧୮୮ ଜଣଙ୍କର ମୃତ୍ୟୁ ହୋଇଛି। ଏହାସହିତ ମୃତ୍ୟୁ ସଂଖ୍ୟା ୧,୫୯,୫୫୮ରେ ପହଞ୍ଚିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ…

ବିଦେଶରୁ ଫେରିଥିବା ୨ ଜଣ କରୋନା ପଜିଟିଭ୍, ଆଇଏଲଏସ୍ ପଠାଗଲା ନମୁନା

ଭୁବନେଶ୍ୱର: କରୋନାର ନୂଆ ଷ୍ଟ୍ରେନକୁ ନେଇ ଆତଙ୍କ ଲାଗି ରହିଛି । ଏହାରି ଭିତରେ ରାଜ୍ୟରେ ବୃଦ୍ଧି ପାଇଛି କରୋନା ସଂକ୍ରମଣ । ଅନ୍ୟପଟେ ରାଜଧାନୀରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଛି, ୨ ଅଙ୍କ ଛୁଇଁଛି । ଶୁକ୍ରବାର ବିଏମସି ଅଞ୍ଚଳରୁ ୧୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।…

ଆଜିଠୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଭୁବନେଶ୍ୱର: ୩ ଦିନିଆ ଓଡ଼ିଶା ଗସ୍ତରେ ଆସି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ସନ୍ଧ୍ୟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ଶନିବାର ସନ୍ଧ୍ୟା ପ୍ରାୟ ୬ଟା ୨୫ରେ ଭୁବନେଶ୍ୱର ବିମାନବନ୍ଦରରେ ରାଷ୍ଟ୍ରପତି ପହଞ୍ଚିବେ । ସେଠାରେ ରାଷ୍ଟ୍ରପତିଙ୍କୁ ଗାର୍ଡ ଅଫ୍ ଅନର ଦିଆଯିବା ପରେ ସିଧା…

ସୋରରୁ ନିଖୋଜ ସୁନା ବ୍ୟବସାୟୀ ଖୋର୍ଦ୍ଧାରୁ ଉଦ୍ଧାର

ସୋର: ଉଦ୍ଧାର ହେଲେ ନିଖୋଜ ଗହଣ ବ୍ୟବସାୟୀ । ସୋର-କୁପାରୀ ରାସ୍ତାରୁ ଗୁରୁବାର ରାତିରୁ ନିଖୋଜ ସୁନା ବ୍ୟବସାୟୀଙ୍କୁ ପୋଲିସ ଉଦ୍ଧାର କରିଛି । ଖୋର୍ଦ୍ଧା ସହରରୁ ବିଳମ୍ବିତ ରାତିରେ ନିଖୋଜ ସୁନା ବ୍ୟବସାୟୀଙ୍କୁ ଉଦ୍ଧାର କରିଛି ସୋର ଥାନା ପୋଲିସ । ଅପହରଣ ଅଭିଯୋଗରେ ପୋଲିସ ଜଣଙ୍କୁ ଅଟକ ରଖି…

କଟକରେ ଶିକ୍ଷାନୁଷ୍ଠାନରେ ବ୍ୟାପୁଛି କରୋନା, ସ୍କୁଲରୁ ୧୭ ସଂକ୍ରମିତ ଚିହ୍ନଟ

କଟକ: ଶିକ୍ଷାନୁଷ୍ଠାନରେ ବ୍ୟାପୁଛି କରୋନା । କଲେଜ ପରେ ସ୍କୁଲରେ କାୟା ମେଲାଉଛି କରୋନା । କଟକ ସହରରେ ୨ ଦିନ ଭିତରେ ଏକ ଘରୋଇ କଲେଜ ହଷ୍ଟେଲରୁ ୨୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଶୁକ୍ରବାର ଏକ ଘରୋଇ ବିଦ୍ୟାଳୟରୁ ୧୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାକୁ ନେଇ…

ଖରାକୁ ପଖାଳ ପାଗ, ଖାଇବାରେ ଓଡିଆ ଆଗ

ଆଜି ପଖାଳ ଦିବସ । କୁହାଯାଏ ଓଡିଆଙ୍କ ଜୀବନ ପଖାଳ କଂସା । ଯେତେ ଗରମ ହେଉ କି ଭୋକ ହେଉଥାଉ ପଖାଳ ଭାତ ଦି ଗୁଣ୍ଡା ଖାଇ ତୋରାଣୀ ଟିକେ ପିଇ ଦେଲେ ମନକୁ ଶାନ୍ତି ମିଳିଯାଏ । ଏବେ ତ ଖରା ଅସହ୍ୟ ହେଲାଣି ଓ ଗୁଳୁଗୁଳି କଥା ବି କହିଲେ ନ ସରେ । ଆଉ ଏତିକି ବେଳେ ଜମିଯାଏ ପଖାଳ । ଧନୀ ହଉ ବା…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୨୦-୩-୨୦୨୧ ରିଖ ଶନିବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ମାର୍ଚ୍ଚ ତା ୨୦ ରିଖ ଶନିବାର ମୀନ ୭ ଦିନ ଫାଲଗୁନ ମାସ ଶୁକ୍ଳ ପକ୍ଷ ସପ୍ତମୀ ତିଥି ରୋହିଣୀ ନକ୍ଷତ୍ର ବୃଷ ଚନ୍ଦ୍ର ଆଜିର ଘାତ ବାର- ବୃଷ ସିଂହ ଓ କନ୍ୟା ରାଶିର ଆଜିର ଘାତ ଚନ୍ଦ୍ର- ବିଛା ରାଶି…

ଆଜି ଲୋକାର୍ପିତ ହେବ ଅମରେଶ ବିଶ୍ୱାଳଙ୍କ ଦୁଇଟି ଗଳ୍ପ ସଙ୍କଳନ

ଭୁବନେଶ୍ୱର : ବିଶିଷ୍ଟ କଥାକାର ଅମରେଶ ବିଶ୍ୱାଳଙ୍କ ରଚିତ ଗଳ୍ପ ସଙ୍କଳନ 'ପ୍ରେମିକାର ସାନ ଭଉଣୀ' ଓ 'ଛୋଟ ଛୋଟ ଜୀବନ' ଆଜି ସ୍ଥାନୀୟ ନ୍ୟାସନାଲ ଆର୍କାଇଭସରେ ଲୋକାର୍ପିତ ହେବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ସ୍ତମ୍ଭକାର ପଞ୍ଚାନନ କାନୁନଗୋ ମୁଖ୍ୟ…

ଗୋଟିଏ ଗୋଡ଼ରେ ଏଭରେଷ୍ଟ: ଦୁର୍ଘଟଣା ବଦଳାଇ ଦେଲା ଜୀବନ 

ଉତ୍ତରପ୍ରଦେଶ: ସାହାସୀ ସେହି ବ୍ୟକ୍ତି ଯିଏ ଶାରୀରିକ ଭାବେ ନୁହେଁ ମାନସିକ ସ୍ତରରେ ପ୍ରସ୍ତୁତ ଥାଏ ସବୁ ସ୍ଥିତିର ମୁକାବିଲା କରିବାକୁ । ସେ ଜଣେ ଶାରୀରିକ ଭିନ୍ନକ୍ଷମ ହୋଇଥାଆନ୍ତୁ ନା କାହିଁକି । ଯଦି ମାନସିକ ସ୍ତରରେ ସୁଦୃଢ, ତାଙ୍କୁ କେହି ବି ଲକ୍ଷ୍ୟସ୍ଥଳରୁ ବିଚ୍ୟୁତ କରିପାରିବେ ନାହିଁ…

କୋଭିଡ କଟକଣାରେ ପାଳନ ହେବ କଟକରେ ଦୋଳ ମେଳଣ,ଏକାଠି ହୋଲି ଖେଳିବା ମନା, ଲାଇଟ ଓ ଜନଗହଳିକୁ ବାରଣ

କଟକ: ଫିକା ପଡ଼ିବ ହୋଲି ଓ ଦୋଳ ମେଳଣ । କଟକରେ ଦୋଳ ଯାତ୍ରା ଓ ହୋଲି ଲାଗି କମିଶନରେଟ୍ ପୋଲିସ ଗାଇଡଲାଇନ୍ ଜାରି କରିଛି । ଆଜି କଟକ ଡିସିପି ସମସ୍ତ ଥାନା ଅଧିକାରୀଙ୍କୁ ଏନେଇ ନିର୍ଦ୍ଦେଶ ଦେଇଛନ୍ତି । ମେଳଣ ପଡିଆରେ ୨ ଶହରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ । ପ୍ରତି ବିମାନରେ ୧୦ରୁ…