ନୂତନ ଜାତୀୟ ରେକର୍ଡ ସହ ଅଲିମ୍ପିକ ଯୋଗ୍ୟତା ହାସଲ କଲେ ଶ୍ରୀଶଙ୍କର
ପଟିୟାଲା: ଭାରତର ଉଦୀୟମାନ ଲଙ୍ଗଜମ୍ପର ମୁରଲୀ ଶ୍ରୀଶଙ୍କର ମଙ୍ଗଳବାର ନୂତନ ଜାତୀୟ ରେକର୍ଡ ସହ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ମୁରଲୀ ୮.୨୬ ମିଟର ଜମ୍ପ ମାରି ନିଜ ନାମରେ ଥିବା ପୂର୍ବ ଜାତୀୟ ରେକର୍ଡ (୮.୨୦ମିଟର)କୁ ଭାଙ୍ଗିଥିଲେ । ଅଲିମ୍ପିକ ଯୋଗ୍ୟତା ପାଇଁ…