Latest Odisha News

BREAKING NEWS

ବେକିଂ ବି ଜାଣନ୍ତି ଛୋଟେ ନବାବ୍‌ ତୈମୁର!

ନୂଆଦିଲ୍ଲୀ: ଛୋଟେ ନବାବ୍‌ ତୈମୁର ଅଲି ଖାନଙ୍କ ହାତ ତିଆରି ଆକ‌ର୍ଷଣୀୟ ଚିତ୍ର କରୀନା ସୋସିଆଲ୍‌ ମିଡିଆରେ ସେୟାର୍‌ କରିଛନ୍ତି। କରୀନା ଆଜି ତୈମୁର୍‌ଙ୍କ ଏକ ଆକର୍ଷଣୀୟ ଫଟୋ ସେୟାର କରିଛନ୍ତି ଯେଉଁଥିରେ ସେ ତାଙ୍କର ବେକିଂ କୌଶଳ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି। ଫଟୋରେ ,…

ଭୋଟରଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଆସାମରେ ତିଆରି ହୋଇଛି ୮ କି.ମି ଲମ୍ବା ରଙ୍ଗୋଲି

ଆସାମ: ଆସାମ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବାରୁ ବାରକ ଉପତ୍ୟକାର କାଚର ଜିଲ୍ଲା ପ୍ରଶାସନ ଭୋଟରଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଭାରତର ଦୀର୍ଘତମ ରଙ୍ଗୋଲି ତିଆରି କରି ପ୍ରଶଂସା ଲାଭ କରିଛି। କାଚର ଜିଲ୍ଲା ପ୍ରଶାସନ ମାତ୍ର ୨୪ ଘଣ୍ଟା ମଧ୍ୟରେ ରାସ୍ତାରେ ଆଠ…

ପିପିଇ କିଟ୍ ଦୁର୍ନୀତି ମାମଲା, ଲୋକାୟୁକ୍ତଙ୍କୁ ରିପୋର୍ଟ ଦେଲା ଭିଜିଲାନ୍ସ

ଭୁବନେଶ୍ୱର: ମାସ୍କ ଓ ପିପିଇ କିଟ୍ କିଣାରେ ଦୁର୍ନୀତି ନେଇ ହୋଇଥିବା ଅଭିଯୋଗର ତଦନ୍ତ କରୁଥିବା ଭିଜିଲାନ୍ସ ମଙ୍ଗଳବାର ପ୍ରାଥମିକ ରିପୋର୍ଟ ଦେଇଛି । ଓଡ଼ିଶା ଲୋକାୟୁକ୍ତଙ୍କୁ ଅଭିଯୋଗର ପ୍ରାଥମିକ ରିପୋର୍ଟ ଦେଇଛି ଭିଜିଲାନ୍ସ । ଗତବର୍ଷ ମହାମାରୀ କୋଭିଡ୍ ପାଇଁ କିଣା ଯାଇଥିବା ମାସ୍କ ଓ…

ରାଉରକେଲା ଆଇଜିଏଚ୍କୁ ମେଡିକାଲ କଲେଜ କରିବାକୁ ଦାବି, ଧର୍ମେନ୍ଦ୍ରଙ୍କୁ ପ୍ରଫୁଲ୍ଲଙ୍କ ଚିଠି 

ଭୁବନେଶ୍ବର: ରାଉରକେଲା ଆଇଜିଏଚ୍କୁ ମେଡିକାଲ କଲେଜ ପ୍ରସଙ୍ଗ । ଏନେଇ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ।  ଆଇଜିଏଚ୍କୁ ଏକ ମେଡିକାଲ କଲେଜ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ରାଉରକେଲା ଗସ୍ତ…

ଖୁବ୍‌ ଶୀଘ୍ର ତେଲୁଗୁ ସିନେମାରେ ଡେବ୍ୟୁ କରିବାକୁ ଯାଉଛନ୍ତି ଅଭିନେତା ସୁନୀଲ ଶେଟ୍ଟୀ

ଚେନ୍ନାଇ: ବଲିଉଡ୍‌ ଅଭିନେତା ସୁନୀଲ ଶେଟ୍ଟୀ ବିଷ୍ଣୁ ମଞ୍ଚୁଙ୍କ 'ମୋସାଗାଲୁ' ସହିତ ତେଲୁଗୁ ସିନେମାରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏହି ଚଳଚ୍ଚିତ୍ରରେ ଅଭିନେତା ଏକ ପୋଲିସ ଅଧିକାରୀ ଭୂମିକାରେ ଅଭିନୟ କରିଛନ୍ତି। ନିକଟରେ ଫିଲ୍ମର ନିର୍ମାତାମାନେ ହାଇଦ୍ରାବାଦରେ ଏକ ଗ୍ରାଣ୍ଡ…

ଗୁଜରାଟକୁ ଫେରିଲା ନାଇଟ୍ କର୍ଫ୍ୟୁ, ୪ଟି ସହରରେ କାଲିଠୁ କଟକଣା

ଅହମ୍ମଦାବାଦ: ମାଡୁଛି କରୋନା । ବଢୁଛି କଟକଣା । ଗୁଜରାଟକୁ ଫେରିଲା ନାଇଟ୍ କର୍ଫ୍ୟୁ । ଚାରିଟି ସହରରେ ଆସନ୍ତାକାଲିଠୁ ଜାରି ହେବ ନାଇଟ କର୍ଫ୍ୟୁ । ଏହି ସହରଗୁଡ଼ିକ ହେଲା ଅହମ୍ମଦାବାଦ, ଭଦୋଦରା, ସୁରଟ ଓ ରାଜକୋଟ । ରାତି ୧୦ଟାରୁ ସକାଳ ୬ଟା ଯାଏ ଲୋକଙ୍କ ଯାଆସ ଉପରେ କଟକଣା ଲାଗିବ ।…

ସର୍ବଦଳୀୟ ବୈଠକକୁ ବଏକଟ କଲା କଂଗ୍ରେସ

ଭୁବନେଶ୍ୱର: ମଣ୍ଡି ଅବ୍ୟବସ୍ଥା ଓ ବିଧାୟକ ସାନିଟାଇଜର୍ ପିଇବା ଘଟଣାକୁ ନେଇ ଅଚଳ ହୋଇଛି ବିଧାନସଭା । ଚାଲି ପାରୁନି ଗୃହ କାର୍ଯ୍ୟ । ପ୍ରତିଦିନ ଗୃହ କାର୍ଯ୍ୟ ବରବାଦ ହେଉଛି । ଅଚଳାବସ୍ଥା ଦୂର କରିବାକୁ ବାଚସ୍ପତି ଡାକିଥିବା ସର୍ବଦଳୀୟ ବୈଠକକୁ ବଏକଟ କରିଛି କଂଗ୍ରେସ । ଏହି ସୂଚନା…

ଶ୍ରୀକ୍ଷେତ୍ର ସାହିତ୍ୟ ସଂସଦର ୧୩ତମ ରାଜ୍ୟସ୍ତରୀୟ କବି ଓ ଲେଖକ ସମ୍ମିଳନୀ ଆୟୋଜିତ

ପୁରୀ : ଶ୍ରୀକ୍ଷେତ୍ର ସାହିତ୍ୟ ସଂସଦ ପକ୍ଷରୁ ୧୩ତମ ରାଜ୍ୟ ସ୍ତରୀୟ କବି ଓ ଲେଖକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ କବୀ ପ୍ରତିମା ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ।ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ୬୦ଜଣ କବି…

ଜଙ୍ଗଲରେ ନିଆଁ: ହୁତୁହୁତୁ ହୋଇ ଜଳୁଛି ଦେଉଳିଆ ବାଘରାଖୋଲ ଜଙ୍ଗଲ 

ବାଙ୍କୀ: ଚନ୍ଦକା ଅଭୟାରଣ୍ୟ ପାଖ ଜଙ୍ଗଲରେ ନିଆଁ । ଚନ୍ଦକା-ଡମପଡ଼ା ଅଭୟାରଣ୍ୟ ପାଖରେ ଥିବା ଦେଉଳିଆ ବାଘରାଖୋଲ ଜଙ୍ଗଲ ଜଳୁଥିବା ସୂଚନା ମିଳିଛି । ତେବେ ଏଯାଏ ଘଟଣାସ୍ଥଳରେ ଅଗ୍ନିଶମବାହିନୀ କି ବନ ବିଭାଗ ପହଞ୍ଚି ନଥିବା ସୂଚନା ମିଳିଛି । ନିଆଁ ଆୟତ୍ତ ନହେଲେ ଅଭୟାରଣ୍ୟକୁ ବ୍ୟାପିବା ଆଶଙ୍କା…

ଦେଶରେ ଦିନକରେ ରେକର୍ଡ ୩୦ ଲକ୍ଷ ଲୋକଙ୍କୁ ଟିକାକରଣ

ନୂଆଦିଲ୍ଲୀ: କରୋନା ଗ୍ରାଫ ପୁଣି ଥରେ ଉପରମୁହାଁ ହୋଇଥିବା ବେଳେ ଦେଶବ୍ୟାପୀ ଜାରି ରହିଛି ଟିକାକରଣ ଅଭିଯାନ । ଗତକାଲି ଗୋଟିଏ ଦିନରେ ରେକର୍ଡ ୩୦ ଲକ୍ଷ ଲୋକଙ୍କୁ ଟିକା ଦିଆଯାଇଛି । ୨୪ ଘଣ୍ଟାରେ ଦିଆଯାଇଥିଲା ମୋଟ୍ ୩୦ ଲକ୍ଷ ୩୯ ହଜାର ଡୋଜ୍ ଟିକା । ଏଥିରେ ୨୬ଲକ୍ଷ ଜାର ଲୋକଙ୍କୁ ଟିକାର…