Latest Odisha News

BREAKING NEWS

୧୭ ରାଜ୍ୟ ଲାଗୁ କଲେଣି ଗୋଟିଏ ଦେଶ, ଗୋଟିଏ ରାସନ କାର୍ଡ ବ୍ୟବସ୍ଥା

ନୂଆଦିଲ୍ଲୀ: ଗୋଟିଏ ଦେଶ, ଗୋଟିଏ ରାସନ କାର୍ଡ ବ୍ୟବସ୍ଥାକୁ ୧୭ ରାଜ୍ୟ ଲାଗୁ କରି ସାରିଲେଣି । ଗୋଟିଏ ଦେଶ, ଗୋଟିଏ ରାସନ ବ୍ୟବସ୍ଥା ଲାଗୁ କରିଥିବା ରାଜ୍ୟ ଗ୍ରସ୍ ଷ୍ଟେଟ୍ ଡୋମେଷ୍ଟିକ ପ୍ରଡକ୍ଟର ଅତିରିକ୍ତ ୦.୨୫ ପ୍ରତିଶତ ଋଣ ପାଇଁ ସକ୍ଷମ ହୋଇଛନ୍ତି । ରାଜ୍ୟଗୁଡ଼ିକୁ ଅତିରିକ୍ତ ୩ ହଜାର ୬୦୦…

ଯାତ୍ରୀଙ୍କୁ ମିଳିବ ଡିଜିଟାଲ୍ ହେଲ୍ଥ ସାର୍ଟିଫିକେଟ୍, ଅନ୍ତରାଷ୍ଟ୍ରୀୟ ଯାତ୍ରୀଙ୍କ ପାଇଁ ଭାଇରସ୍ ପାସପୋର୍ଟ ଲଞ୍ଚ୍ କଲା…

ବେଜିଙ୍ଗ: ଚୀନ ଅନ୍ତରାଷ୍ଟ୍ରୀୟ ଯାତ୍ରୀଙ୍କ ପାଇଁ ହେଲ୍ଥ ସାର୍ଟିଫିକେଟ କାର୍ଯ୍ୟକ୍ରମ ଆରମ୍ଭ କରିଛି । ବର୍ତ୍ତମାନ ଦେଶକୁ ଆସିଥିବା ଏବଂ ବାହାରକୁ ଯାଉଥିବା ଯାତ୍ରୀଙ୍କ ପାଖରେ ଏକ ଡିଜିଟାଲ ସାର୍ଟିଫିକେଟ ରହିବ ଯାହା ୟୁଜର୍ସଙ୍କ ଭ୍ୟାକସିନ ଷ୍ଟେଟସ ଏବଂ ଟେଷ୍ଟ ଫଳାଫଳ ଦର୍ଶାଇବ । ଏହିଭଳି…

ରାଜ୍ୟରୁ ଆଜି ୬୩ କରୋନା ଆକ୍ରାନ୍ତ, ମୟୂରଭଞ୍ଜରୁ ସବୁଠୁ ଅଧିକ

ଭୁବନେଶ୍ୱର: ରାଜ୍ୟରେ ୧୪ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ନୂଆ କରୋନା ଆକ୍ରାନ୍ତ । ୧୬ ଜିଲ୍ଲାରୁ କେହି ସଂକ୍ରମିତ ହୋଇ ନାହାନ୍ତି । ଗତ ୨୪ ଘଣ୍ଟାରେ ଓଡ଼ିଶାରୁ ଚିହ୍ନଟ ହୋଇଛନ୍ତି ୬୩ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୩୮ ଜଣ ଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି…

ଲିଙ୍ଗରାଜ ମନ୍ଦିର ଭିତରେ ଦୀପ ଜାଳିବାକୁ ଭକ୍ତଙ୍କୁ ଅନୁମତି, ଭିଡ଼ ହେଲେ କଟକଣା

ଭୁବନେଶ୍ୱର: ମହାଶିବରାତ୍ରିରେ ଲିଙ୍ଗରାଜଙ୍କ ମନ୍ଦିର ଭିତରେ ଦୀପ ଜାଳି ପାରିବେ ଭକ୍ତ । ଏଥିପାଇଁ ଅନୁମତି ଦେଇଛି ପ୍ରଶାସନ । କିନ୍ତୁ ଅଧିକ ଭିଡ଼ ହେଲେ କଟକଣା ଲାଗିବ । କୋଭିଡ୍ ଗାଇଡଲାଇନ୍ ମାନି ମନ୍ଦିର ଭିତରେ ଦୀପ ଜାଳିବା ପାଇଁ ଭକ୍ତଙ୍କୁ ଅନୁମତି ଦିଆଯାଇଛି । ଯଦି ଅଧିକ ଭିଡ ହେବ ଓ…

ଓଡ଼ିଶାରେ ୪୫ ଦିନରେ ଦିଆଯାଇଛି ୧୦ ଲକ୍ଷ ଡୋଜରୁ ଅଧିକ କୋଭିଡ୍ ଟିକା

ଭୁବନେଶ୍ୱର: ରାଜ୍ୟରେ ଚାଲିଛି କୋଭିଡ୍ ଟିକାକରଣ । ବର୍ତ୍ତମାନ ସୁଦ୍ଧା ଦିଆଗଲାଣି ୧୦ ଲକ୍ଷ ଡୋଜରୁ ଅଧିକ ଟିକା । ସ୍ୱାସ୍ଥ୍ୟକର୍ମୀ, ଫ୍ରଣ୍ଟ ଲାଇନ୍ ଓ୍ୱାର୍କର୍ସ ଓ ବରିଷ୍ଠ ନାଗରିକଙ୍କୁ ପର୍ୟ୍ୟାୟ କ୍ରମେ ଟିକାକରଣ ହୋଇଛି । ମାତ୍ର ୪୫ ଦିନ ଭିତରେ ୧୦ ଲକ୍ଷ କୋଭିଡ୍ ଟିକା ଦିଆଯାଇଛି । ଏନେଇ…

କାଲିଠୁ ଭାରତ-ଇଂଲଣ୍ଡ T-20 ସିରିଜ, କାହାର ପଲ୍ଲା କେତେ ଭାରି ?

ଅହମ୍ମଦାବାଦ: ଟେଷ୍ଟ ପରେ କାଲିଠୁ ମିଶନ ଟି-ଟ୍ୱେଣ୍ଟି । ଭାରତ-ଇଂଲଣ୍ଡ ଲଢ଼େଇ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପାଞ୍ଚ ଟିକିଆ ସିରିଜର ପ୍ରଥମ ମ୍ୟାଚ ଖେଳାଯିବ । ଇୟନ ମୋର୍ଗାନଙ୍କ ନେତୃତ୍ୱରେ ଇଂଲଣ୍ଡ ଟେଷ୍ଟ ପରାଜୟର ବଦଲା ନେବା ଲକ୍ଷ୍ୟରେ ଖେଳିବ । ସେପଟେ ୩-୧ରେ ଟେଷ୍ଟ…

ବ୍ରାଜିଲ୍ ଓ ଦକ୍ଷିଣ ଆଫ୍ରିକା ଷ୍ଟ୍ରେନ୍ ଉପରେ ପ୍ରଭାବୀ ଦେଶୀ ଟିକା କୋଭାକ୍ସିନ୍

ପୁନେ: ଦେଶୀ କୋଭିଡ୍ ଟିକା କୋଭାକ୍ସିନ୍ ଲାଗି ଖୁସି ଖବର । ଦୁନିଆରେ କରୋନାର ଭିନ୍ନ ଭିନ୍ନ ଷ୍ଚ୍ରେନକୁ ନେଇ ଆତଙ୍କ ଖେଳିଯାଇଛି । କାରଣ ପୂର୍ବାପେକ୍ଷା କରୋନାର ନୂତନ ଷ୍ଟ୍ରେନ୍ ଶୀଘ୍ର ସଂକ୍ରମିତ କରୁଛି । ଗବେଷଣାରୁ ଜଣାପଡ଼ିଛି ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ ଦେଶୀ କରୋନା ଟିକା…

ଜଙ୍ଗଲରେ ନିଆଁ, କୂଅକୁ ଖସି ପଡ଼ିଲା ଜନବସତି ମୁହାଁ ହାତୀ

ଅନୁଗୁଳ: ଜଙ୍ଗଲ ଜଳୁଛି, ଗଛଲତା ପୋଡ଼ି ଯିବା ସହ ବାସସ୍ଥାନ ହରାଉଛନ୍ତି ବନ୍ୟଜନ୍ତୁ । କିଛି ବନ୍ୟଜନ୍ତୁ ନିଆଁରେ ପୋଡ଼ି ଯାଉଥିବା ମଧ୍ୟ ଅଭିଯୋଗ ହେଉଛି । ଦିନକୁ ଦିନ ଜଙ୍ଗଲ ନଷ୍ଟ ବଢ଼ି ଚାଲଥିବା ବେଳେ ଖାଦ୍ୟ ଅନ୍ୱେଷଣରେ ଜନବସତି ମୁହାଁ ହେଉଛନ୍ତି ହାତୀ । ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ…

ଅଘୋରୀଙ୍କ ରହସ୍ୟମୟ ଜୀବନ, ମୃତ୍ୟୁକୁ ନଥାଏ ତିଳେ ମାତ୍ର ଭୟ

ଭଗବାନ ଶିବଙ୍କ ପରମ ଭକ୍ତ ହେଉଛନ୍ତି ଅଘୋରୀ ବାବା । ହିନ୍ଦୁ ଧର୍ମରେ କେତେକ ପ୍ରକାର ସାଧୁ-ସନ୍ଥ ଥିବାବେଳେ ସମସ୍ତଙ୍କ ଠାରୁ ଅଲଗା ହେଉଛନ୍ତି ଅଘୋରୀ । ଏମାନେ ସାଂସାରିକ ଓ ଗୃହସ୍ଥ ଜୀବନଠାରୁ ଦୂରେଇ ରହି ଭଗବାନ ଶିବଙ୍କୁ ଆରାଧନାରେ ଲୀନ ହୋଇଥାନ୍ତି । ଅଘୋରୀ ଓ ନାଗା ସାଧୁଙ୍କ ବେଶଭୂଷା…

ଶିମିଳିପାଳ ଜଙ୍ଗଲରେ ନିଆଁ ଲଗାଉଥିବା ଶିକାରୀ ଗିରଫ, ବନ୍ଧୁକ ଜବତ

ବାରିପଦା: ଶିମିଳିପାଳ ପୋଡ଼ାଡିହା ରେଞ୍ଜରେ ନିଆଁ ଲଗାଉଥିବା ବେଳେ ଜଣେ ଶିକାରୀ ଗିରଫ । ତାକୁ ଧରିଛି ବନ ବିଭାଗ ଟିମ୍ । ଗିରଫ ଶିକାରୀଙ୍କ ନାଁ ଅନ୍ତରା ସିଂ । ତାଙକ୍ ନିକଟରୁ ୭ କିଲୋ ଝିଙ୍କ ମାଂସ ସହ ଏକ ଦେଶୀ ବନ୍ଧୁକ ଓ କୁରାଢ଼ୀ ଜବତ ହୋଇଛି । ନିଆଁ ଲଗାଉଥିବା ବେଳେ ତାଙ୍କୁ ଧରିଛି ବନ…