ଫିଲ୍ମ ‘ସାଇନା’ର ଟ୍ରେଲର୍ ରିଲିଜ
ନୂଆଦିଲ୍ଲୀ: ପରିନୀତି ଚୋପ୍ରାଙ୍କ ଅଭିନୀତ ଚଳଚ୍ଚିତ୍ର 'ସାଇନା'ର ଟ୍ରେଲର ଆଜି ରିଲିଜ ହୋଇଛି। ପରିନୀତି ଏହି ଚଳଚ୍ଚିତ୍ରରେ ଭାରତୀୟ ବ୍ୟାଡ୍ମିଣ୍ଟନ୍ ସାଇନା ନେହୱାଲଙ୍କ ଭୂମିକାରେ ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ରଟି ଯାହା ଏସି ବ୍ୟାଡମିଣ୍ଟନ୍ ଖେଳାଳି ସାଇନା ନେହୱାଲଙ୍କ ବାୟୋପିକ୍…