Latest Odisha News

BREAKING NEWS

ସାଂସଦଙ୍କ ବାସଭବନରୁ ଚୋରି, ତାଲା ଭାଙ୍ଗି ଲୁଟିନେଲେ ଦୁର୍ବୃତ୍ତ

ଅନୁଗୁଳ: ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ବାସଭବନରୁ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ସାଂସଦଙ୍କ ପାଲଲହଡ଼ା ଥାନା ପେଣ୍ଡେରାବସା ସ୍ଥିତ ବାସଭବନରୁ ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ତାଲା ଭାଙ୍ଗି ଗୋଟିଏ ଏଲସିଡି ଟିଭି ସମେତ ଅନ୍ୟାନ୍ୟ କିଛି ଜିନିଷ ଚୋରି କରି ନେଇଛନ୍ତି ।…

ଏପ୍ରିଲ ୨୫ରେ ମୁକ୍ତିଲାଭ କରିବ ‘ସହିଦ ରଘୁ ସର୍ଦ୍ଦାର’

ଭୁବନେଶ୍ୱର: ଏପ୍ରିଲ ୨୫ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି ଦେଶପ୍ରେମୀ ଧର୍ମିକ ଓଡ଼ିଆ ଚଳଚ୍ଚିତ୍ର 'ସହିଦ ରଘୁ ସର୍ଦ୍ଦାର'। ଓଡ଼ିଶାର ସ୍ୱାଧୀନତା ଆନ୍ଦୋଳନ ଉପରେ ଆଧାରିତ ଏହି ଚଳଚ୍ଚିତ୍ରଟି ଜଣେ ଯୁବ ସ୍ୱାଧୀନତା ସଂଗ୍ରାମୀ ରଘୁ ପଟ୍ଟନାୟକଙ୍କ ଉପରେ ପର୍ଯ୍ୟବେଶିତ। ଯିଏକି…

ବାହାହେଲେ ଏଚଆଇଭି ଆକ୍ରାନ୍ତ, କନ୍ୟାଦାନ କଲେ ଜିଲ୍ଲାପାଳ

ବ୍ରହ୍ମପୁର: ସାତ ଜନମର ସାଥୀ ହେଲେ ସଂକ୍ରମିତ । ଅଗ୍ନିକୁ ସାକ୍ଷୀ ରଖି ଉଭୟ ଏଚଆଇଭି ସଂକ୍ରମିତ ଉଭୟଙ୍କ ହାତ ଧରିଛନ୍ତି । ଏଭଳି ନିଆରା ବିବାହରେ ଜିଲ୍ଲାପାଳ କନ୍ୟାଦାନ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ । ରାଜ୍ୟର ସର୍ବାଧିକ ଏଚଆଇଭି ସଂକ୍ରମିତ ଥିବା ଗଞ୍ଜାମ…

ଖରା ଦିନେ କେମିତି ଦେଖାଯିବେ ଟ୍ରେଣ୍ଡି ଏବଂ ଷ୍ଟାଇଲିସ୍ …

ଶୀତ ଆଉ ନାହିଁ, ଫେବ୍ରୁଆରୀ ମାସ ନ ସରୁଣୁ ଖରାର ପ୍ରକୋପ ବି ବଢିଲାଣି । ତେଣୁ ଏବେ ଖରାକୁ ଦେଖି ନିଜର ଡ୍ରେସ ଚୁଜ୍ କରିବାର ସମୟ ଆସିଗଲାଣି । ଋତୁ ଅନୁସାରେ ବଦଳାଇବାକୁ ପଡିଥାଏ ଫ୍ୟାଶନ । ତେବେ ଖରା ଦିନେ କଣ ପିନ୍ଧିଲେ ଆପଣ ଷ୍ଟାଇଲିସ ଏବଂ ଫ୍ୟାସନେବଲ୍ ଦେଖାଯିବେ । ଏହା ସହିତ କେଉଁ…

ସାତକୋଶିଆ ଇକୋ ରିଟ୍ରିଟରେ ଲାଗିଲା ନିଆଁ; ଜଳିଗଲା ୩ଟି ଟେଣ୍ଟ

ସାତକୋଶିଆ: ସାତକେୋଶିଆ ଇକୋ ରିଟ୍ରିଟରେ ଘଟିଛି ଅଗ୍ନିକାଣ୍ଡ । ଆଜି ଭୋର ୫ରୁ ଏହି ଅଗ୍ନିକାଣ୍ଡ ଘଟିଥିବା ବେଳେ ଆଖିପିଛୁଳାକେ ଜଳି ଯାଇଛି ୩ଟି ଟେଣ୍ଟ । ସୂଚନାନୁସାରେ, ଅଗ୍ନିକାଣ୍ଡରୁ ବର୍ତ୍ତି ଯାଇଛନ୍ତି ଆଇପିଏସ ସଞ୍ଜୀବ ପଣ୍ଡା ଓ ତାଙ୍କ ସହଯୋଗୀ । ଏନେଇ ଆଇପିଏସ ସଞ୍ଜୀବ ପଣ୍ଡା…

ଖରାଦିନରେ ଏହିଭଳି ନିଅନ୍ତୁ ନିଜର ଯତ୍ନ; ଶରୀରରୁ କମ୍ ହେବ ନାହିଁ ଜଳିୟାଂଶ

ଭୁବନେଶ୍ୱର: ମାଘ ମାସ ନସରୁଣୁ ସାରା ରାଜ୍ୟରେ ଆରମ୍ଭ ହୋଇଗଲାଣି ପ୍ରବଳ ଗ୍ରୀଷ୍ଣ ପ୍ରଭାବ। ଲୋକେ ଘରୁ ବାହାରକୁ ବାହାରିିବାକୁ ଡରୁଛନ୍ତି ।କିନ୍ତୁ ଯେତେ ଖରା ହେଲେ ବି ଦୈନଦିନ କାର୍ଯ୍ୟ ତ କରିବାକୁ ପଡିଥାଏ । ଖରାକୁ ଅଟକାଇ ହେବନାହିଁ ମାତ୍ର ଏହା ଦାଉରୁ ନିଜକୁ କିପରି ରକ୍ଷା କରିବା ଆସନ୍ତୁ…

ବୁର୍ଲା ଭିସୁଟ୍ ସଟ୍ ଡାଉନ

ସମ୍ବଲପୁର: ବୁର୍ଲା ଭିସୁଟ୍ ରେ କରୋନା ପଜିଟିଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସେଠାରେ ସଟ୍ ଡାଉନ ଘୋଷଣା କରାଯାଇଛି । ଏଠାରେ ୨୯ ଜଣ ଛାତ୍ରଛାତ୍ରୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏହି ପଦକ୍ଷପେ ନିଆଯାଇଛି । ଭିସୁଟ୍‌ର ହଷ୍ଟେଲଗୁଡିକୁ…

କାର ଘଷି ହୋଇ ଯିବାରୁ ବରିଷ୍ଠ ନାଗରିକଙ୍କୁ ମାଡ ଅଭିଯୋଗ, ଜଣେ ଗିରଫ

ଭୁବନେଶ୍ୱର: ପେଟ୍ରୋଲ ପମ୍ପ ନିକଟରେ ପେଟ୍ରୋଲ ପକାଇବା ବେଳେ ଜଣେ ଯୁବକଙ୍କ କାର ମିରର୍ ସହ ଜଣେ ବରିଷ୍ଠ ନାଗରିକଙ୍କ କାର ଘଷି ହୋଇଯିବାରୁ ତୁମୁଳକାଣ୍ଡ । ଯୁବକ ଜଣକ ବରିଷ୍ଠ ନାଗରିକଙ୍କୁ ନିସ୍ତୁକ ମାଡ ମାରିବା ସହ ପାଞ୍ଚ ହଜାର ଟଙ୍କା ଦାବି କରିଥିଲା । ଏୟାରଫିଲ୍ଡ ଥାନାରେ ଅଭିଯୋଗ ପରେ…

ଓଡିଶାରେ ଗ୍ରୀଷ୍ମପ୍ରବାହ; ଲଗାତାର ଚତୁର୍ଥ ଦିନ ପାଇଁ ଭୁବନେଶ୍ବର ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ୱର: ଲଗାତାର କିଛି ଦିନ ଧରି ରାଜଧାନୀ ଭୁବନେଶ୍ବର ଦେଶର ସବୁଠୁ ଉତ୍ତପ୍ତ ସହର ଭାବେ ରେକର୍ଡ କଲାଣି। ଖରାର ପ୍ରଖରତା ଅତିଷ୍ଠ କରୁଥିବା ବେଳେ ଏବେଠୁ ଝାଞ୍ଜି ପବନ ବହିବା ଆରମ୍ଭ ହୋଇଗଲାଣି। ବେଶ୍ କିଛି ଦିନ ହେଲା ରାଜଧାନୀର ସର୍ବାଧିକ ତାପମାତ୍ରା ବଢ଼ି ଚାଲିଛି ଓ ସର୍ବନିମ୍ନ…

ଚତୁର୍ଥ ଅନ୍ତର୍ଜାତୀୟ ଶିଶୁ ଚିତ୍ରକଳା ପ୍ରଦର୍ଶନୀ ଉଦଘାଟିତ

ଭୁବନେଶ୍ୱର :  ଧଉଳି କଳା ମହୋତ୍ସବ ଅବସରରେ ଧଉଳି ଚାରୁକଳା ମହାବିଦ୍ୟାଳୟ ଦ୍ୱାରା ଆୟୋଜିତ ଚତୁର୍ଥ ଅନ୍ତର୍ଜାତୀୟ ଶିଶୁ ଚିତ୍ରକଳା ପ୍ରଦର୍ଶନୀ-୨୦୨୧ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଧର୍ମପଦ ପୁରସ୍କାର ପ୍ରାପ୍ତ ଶିଳ୍ପୀ ବିନୋଦ ମହାରଣା , ଧଉଳି ସରପଞ୍ଚ…