Latest Odisha News

BREAKING NEWS

ଜିଲ୍ଲାପାଳମାନେ ନିଜ ଜିଲ୍ଲାର ଶିଳ୍ପାୟନର ନେତୃତ୍ୱ ନିଅନ୍ତୁ: ଅସିତ ତ୍ରିପାଠୀ

ଝାରସୁଗୁଡ଼ା : ନିଜ ଜିଲ୍ଲାରେ ଶିଳ୍ପାୟନର ନେତୃତ୍ୱ ନିଅନ୍ତୁ ଜିଲ୍ଲାପାଳ । ଏହି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଓ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ । ସୋମବାର ଝାରସୁଗୁଡ଼ା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୨୩-୨-୨୦୨୧ ମଙ୍ଗଳବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ଫେବୃୟାରୀ ତା ୨୩ରିଖ ମଙ୍ଗଳ ବାର କୁମ୍ଭ ୧୨ଦିନ ମାଘ ମାସ ଶୁକ୍ଳ ପକ୍ଷ ଏକାଦଶୀ ତିଥି ଆଦ୍ରା ନକ୍ଷତ୍ର ମିଥୁନ ଚନ୍ଦ୍ର ଆଜିର ଘାତ ବାର-: ମକର ରାଶିର ଆଜିର ଘାତ ଚନ୍ଦ୍ର-: କନ୍ୟା ରାଶି ପୁରୁଷ ଓ…

୧୧ ଦିନ ହତ୍ୟା ପରେ ଖୋଲିଲା ହତ୍ୟା ରହସ୍ୟ, ସାନ ପୁଅକୁ ମାରି ଘରେ ପୋତିଥିଲେ ମାଆ ଓ ବଡପୁଅ

ବାଲେଶ୍ୱର: ୧୧ ଦିନ ତଳେ ହୋଇଥିଲା ବିଭତ୍ସ ହତ୍ୟା । ଆଉ ହତ୍ୟାର ପର୍ଦ୍ଦାଫାଶ ହେଲା ଆଜି । ତେବେ ଏଥିରେ ହତ୍ୟାକାରୀ ଉଭୟ ମାଆ ଓ ବଡ ପୁଅକୁ ଗିରଫ କରିଛି ପୋଲିସ । ଏ ଘଟଣା ଘଟିଛି ସୋର ଥାନା ବାହାନଗା ଜାତୀୟ ରାଜପଥ ଇଚ୍ଛାପୁରରେ । ସୂଚନା ଅନୁଯାୟୀ, ଗାଁର ୨୨ ବର୍ଷୀୟ ବଳରାମ ଜେନା ମଦ ପିଇ…

ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ପକ୍ଷରୁ ‘ସାଇ ଥଟ୍ ଲିଡରସିପ୍’ର ପ୍ରଥମ ଅଧିବେଶନ

ଭୁବନେଶ୍ବର : ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ପକ୍ଷରୁ ‘ସାଇ ଥଟ୍ ଲିଡରସିପ୍’ର ପ୍ରଥମ ଅଧିବେଶନ ଆୟୋଜିତ ହୋଇଛି । ଅଧିବେଶନରେ ଦେଶର ବିକାଶ ଉପରେ ଆଲୋଚନା କରାଯାଇଛି । ଓଡ଼ିଶା ଦକ୍ଷତା ବିକାଶ ଅଥରିଟିର ଅଧ୍ୟକ୍ଷ ସୁବ୍ରତ ବାଗଚି ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ଆବାହତ ତଥା…

ଫିଟନେସ ଟେଷ୍ଟରେ ଉମେଶ ପାସ୍‌, ବାକି ୨ଟି ଟେଷ୍ଟ ପାଇଁ ଭାରତୀୟ ଦଳରେ ସାମିଲ

ଅହମ୍ମଦାବାଦ: ଭାରତୀୟ କ୍ରିକେଟ ଦଳର ପେସ ବୋଲର ଉମେଶ ଯାଦବ ଫିଟନେସ ଟେଷ୍ଟରେ ପାସ୍ ହୋଇଛନ୍ତି । ଫଳରେ ତାଙ୍କୁ ଇଂଲଣ୍ଡ ବିପକ୍ଷ ବାକି ଥିବା ୨ଟି ଟେଷ୍ଟ ପାଇଁ ଭାରତୀୟ ଦଳରେ ସାମିଲ କରାଯାଇଛି । ବିସିସିଆଇ ପକ୍ଷରୁ ସୋମବାର ଟୁଇଟ କରି ଏ ସମ୍ପର୍କରେ ସୂଚନା ଦିଆଯାଇଛି । ୪ ମ୍ୟାଚ ବିଶିଷ୍ଟ…

ରାଜସ୍ଥାନ ଯୋଧପୁରରେ ମାସେ ଯାଏ ଲାଗିଲା କର୍ଫ୍ୟୁ

ରାଜସ୍ଥାନ : ଦେଶରେ ପୁଣି ବୃଦ୍ଧି ପାଉଛି ମହାମାରୀ କରୋନା ଭାଇରସ୍‌ ସଂକ୍ରମଣ । ମହାରାଷ୍ଟ୍ର, କେରଳ ଭଳି ବିଭିନ୍ନ ରାଜ୍ୟରେ ଏବେ କରୋନା ପୁଣି ନିଜର କାୟା ବିସ୍ତାର କରିବାରେ ଲାଗଛି । ଯାହାକୁ ନେଇ ଦେଶର ଅନ୍ୟ ରାଜ୍ୟରେ ଦେଖାଦେଲାଣି ଭୟ । ରାଜସ୍ଥାନ ଯୋଧପୁରରେ ସଂକ୍ରମଣ ବ୍ୟାପୁଥିବାରୁ…

ଲଭଗୁରୁ ମଟୁକନାଥ ଜୟରାମପୁରରେ ଖୋଲିବେ ପ୍ରେମ ବିଦ୍ୟାଳୟ

ଜୟରାମପୁର:ଲଭଗୁରୁ ଭାବେ ଖ୍ୟାତି ଅର୍ଜନ କରିଥିବା ପ୍ରଫେସର ମଟୁକନାଥ ଜନ୍ମସ୍ଥାନ ଜୟରାମପୁରରେ ଏକ ପ୍ରେମ ବିଦ୍ୟାଳୟ ଖୋଲିବା ପାଇଁ ନିଷ୍ପତି ନେଇଛନ୍ତି । ଏହାର ନାମ ଓଶୋ ଇଂଟରନ୍ୟାଶନାଲ ସ୍କୁଲ ରହିବ ଏବଂ ଏହା ଚଳିତ ବର୍ଷ ଏପ୍ରିଲରୁ ଆରମ୍ଭ କରାଯିବ ବୋଲି ସେ କହିଛନ୍ତି । ଦୁନିଆର ସବୁଠାରୁ…

ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର VL-SRSAMର ସଫଳ ପରୀକ୍ଷଣ

ଚାନ୍ଦିପୁର : ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର ୩ ନମ୍ବର ଲଞ୍ଚପ୍ୟାଡ୍‌ରୁ ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର VL-SRSAMର ସଫଳ ପରୀକ୍ଷଣ ହୋଇଛି । ଦୁଇଟି ପର୍ଯ୍ୟାୟରେ ହୋଇଥିବା ଏହି କ୍ଷେପଣାସ୍ତ୍ରର ପ୍ରଥମ ପରୀକ୍ଷଣ ମଧ୍ୟାହ୍ନ ଗୋଟାଏ ୨୮ ମିନିଟ୍‌ରେ ହୋଇଥିବା…

ଲାଲକିଲ୍ଲାରେ ଚଢ଼ି ଖଣ୍ଡା ବୁଲାଇଥିବା ବ୍ୟକ୍ତି ଗିରଫ

ନୂଆଦିଲ୍ଲୀ : ଜାନୁଆରୀ ୨୬ରେ ଟ୍ରାକ୍ଟର ରାଲି ସମୟରେ ଦିଲ୍ଲୀ ଲାଲକିଲ୍ଲାରେ ହୋଇଥିବା ହିଂସା ଘଟଣାରେ ଆଉ ଜଣେ ଗିରଫ ହୋଇଛି । ଗିରଫ ଅଭିଯୁକ୍ତ ହେଲା ଯଶପ୍ରୀତ ସିଂହ । ସେ ଲାଲ୍ କିଲ୍ଲା ଉପରକୁ ଚଢ଼ିବା ସହିତ ଖଣ୍ଡା ବୁଲାଇଥିଲା । ଆଜି ଯଶପ୍ରୀତକୁ ଗିରଫ କରିବାରେ ସଫଳ ହୋଇଛି ଦିଲ୍ଲୀ…

ନ୍ୟାଶନାଲ ହେରାଲ୍ଡ ମାମଲା: ସୋନିଆ, ରାହୁଲଙ୍କୁ ନୋଟିସ

ନୂଆଦିଲ୍ଲୀ: ନ୍ୟାଶନାଲ ହେରାଲ୍ଡ ମାମଲାରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ସମସ୍ୟା ବଢ଼ିବାରେ ଲାଗିଛି । ଏହି ମାମଲାରେ ସୋମବାର ଦିଲ୍ଲୀ ହାଇକୋର୍ଟଙ୍କ ପକ୍ଷରୁ ସେମାନଙ୍କୁ ନୋଟିସ ଜାରି କରାଯାଇଛି । ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀଙ୍କ ଆବେଦନ ଆଧାରରେ ଏହି ନୋଟିସ…