Latest Odisha News

BREAKING NEWS

ଚାରି ସପ୍ତାହ ପାଇଁ ସ୍ଥଗିତ ରହିଲା ହାସ୍ୟ ଅଭିନେତା କୁନାଲ କାମ୍ରାଙ୍କ ଶୁଣାଣି

ନୂଆଦିଲ୍ଲୀ: ନ୍ୟାୟପାଳିକା ବିରୋଧରେ ହୋଇଥିବା କଳଙ୍କିତ ଟ୍ୱିଟକୁ ନେଇ ଷ୍ଟାଣ୍ଡ ଅପ୍ ହାସ୍ୟ ଅଭିନେତା କୁନାଲ କାମ୍ରାଙ୍କ ପ୍ରତି ଅବମାନନା ଶୁଣାଣିକୁ ସୁପ୍ରିମକୋର୍ଟ ସୋମବାର ଚାରି ସପ୍ତାହ ପାଇଁ ସ୍ଥଗିତ ରଖିଛନ୍ତି। ଜଷ୍ଟିସ୍ ଅଶୋକ ଭୂଷଣ ଏବଂ ଆର ଏସ୍ ରେଡ୍ଡୀଙ୍କୁ ନେଇ ଏକ ଖଣ୍ଡପୀଠରେ…

ଶୈବପୀଠ କପିଳାଶରେ କରୋନା କଟକଣା ଜାରି କଲା ଜିଲ୍ଲା ପ୍ରଶାସନ, ଫିକା ପଡିବ ମହାଶିବରାତ୍ରୀ 

ଢ଼େଙ୍କାନାଳ: ଏଥର ଫିକା ପଡିବ ଜାଗର ରାତି । ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଢେଙ୍କାନାଳର କପିଳାଶ ପୀଠ ଉପରେ ଜିଲ୍ଲା ପ୍ରଶାସନ କରୋନା କଟକଣା ଲଗାଇଛି ।  ଆସନ୍ତା ମାର୍ଚ୍ଚ ୧୧ ତାରିଖରେ ମହାଶିବରାତ୍ରି । ଜାଗର ଯାତ୍ରା ଦିନ ଏଠାରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥାଏ । ହେଲେ…

କୃଷି ଆଇନକୁ ନେଇ ମୋଦୀ ସରକାରଙ୍କ ଉପରେ ବର୍ଷିଲେ ରାହୁଲ

ନୂଆଦିଲ୍ଲୀ: କେରଳରେ ନିଜ ନିର୍ବାଚନମଣ୍ଡଳୀକୁ ଦୁଇ ଦିନିଆ ଗସ୍ତରେ ଆସିଥିବା ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ କହିଛନ୍ତି ଯେ ଭାରତୀୟ କୃଷକମାନେ ସମ୍ମୁଖୀନ ହେଉଥିବା ଅସୁବିଧାକୁ ସମଗ୍ର ବିଶ୍ୱ ଦେଖିପାରେ କିନ୍ତୁ କେନ୍ଦ୍ର ସେମାନଙ୍କ ଯନ୍ତ୍ରଣା ବୁଝିବାରେ ଅସମର୍ଥ। “ଆମର ପପ୍…

ପ୍ରସନ୍ନ ପାଟ୍ଟଶାଣୀଙ୍କୁ ୨୨ତମ ସାରଳା ଦାସ ସମ୍ମାନ

ଭୁବନେଶ୍ୱର : ଆଦିକବି ସାରଳା ଦାସଙ୍କ ମହାପ୍ରୟାଣ ଦିବସରେ ସାରଳା ଆର୍ଟ ଏକାଡେମୀ ଟ୍ରଷ୍ଟ ପକ୍ଷରୁ ୨୨ତମ ସାରଳା ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି।  ଏହି ଅବସରରେ ପୂର୍ବତନ ସାଂସଦ ତଥା କବି ପ୍ରସନ୍ନ ପାଟ୍ଟଶାଣୀଙ୍କୁ ମର୍ଯ୍ୟାଦା ଜନକ ସାରଳା ଦାସ ସମ୍ମାନ ପ୍ରଦାନ କରାଯାଇଥିଲା। ଏହି…

ଆମରିସତ୍ୟ ସଂଗଠନର ଏକାଦଶତମ ବାର୍ଷିକ ଉତ୍ସବ ଉଦଘାଟିତ

ଖୋର୍ଦ୍ଧା : ଶିକ୍ଷା, ସାହିତ୍ୟ ଓ ସମାଜସେବା କ୍ଷେତ୍ରରେ ପ୍ରୟାସ ଜାରିରଖିଥିବା ଆମରିସତ୍ୟ ସଂଗଠନର ଏକାଦଶତମ ବାର୍ଷିକ ଉତ୍ସବ ଉଦଘାଟିତ ହୋଇଯାଇଛି। ପ୍ରାଣନାଥ ସ୍ୱଂୟଶାସିତ ମହାବିଦ୍ୟାଳୟର ମୈତ୍ରୀ ଭବନ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ବହୁ ଲେଖକ କବି ଓ…

ପ୍ରଥମ ଥର ପାଇଁ ପରଦା‌‌ରେ ଏକାଠି ନଜର ଆସିବେ ତାପସୀ ଏବଂ ପ୍ରତୀକ ଗାନ୍ଧି

ନୂଆଦିଲ୍ଲୀ: ବଲିଉଡର ଅଭିନେତ୍ରୀ ତାପସୀ ପନ୍ନୁ ବର୍ତ୍ତମାନ ବଲିଉଡର ସର୍ବୋତ୍ତମ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ। ୨୦୧୯ ରେ, ତାପସୀଙ୍କର ଦୁଇଟି ଚଳଚ୍ଚିତ୍ର 'ସାଣ୍ଡ କି ଆଁଖ୍‌' ଏବଂ 'ମିଶନ୍ ମଙ୍ଗଲ' ମୁକ୍ତିଲାଭ କରିଥିଲା। ଏହା ପରେ, ତାପସୀଙ୍କ ଫିଲ୍ମ 'ଥାପଡ୍' ୨୦୨୦ ମସିହାରେ ମୁକ୍ତିଲାଭ…

ଦାଦ୍ରା ଓ ନଗର ହାବେଳି ସାଂସଦଙ୍କ ମୃତଦେହ ଉଦ୍ଧାର, ଆତ୍ମହତ୍ୟା ଆଶଙ୍କା

ମୁମ୍ବାଇ: ମୁମ୍ବାଇର ଏକ ହୋଟେଲରୁ ଦାଦ୍ରା ଓ ନଗର ହାବେଳିର ସାଂସଦ ମୋହନ ଡେଲକରଙ୍କ ମୃତଦେହ ଉଦ୍ଧାର ହୋଇଛି । ମୁମ୍ବାଇର ମେରାଇନ୍‌ ଡ୍ରାଇଭରେ ଥିବା ଏକ ହୋଟେଲରୁ ମୋହନ ଡେଲକରଙ୍କ ମୃତଦେହ ଉଦ୍ଧାର କରାଯାଇଛି । ନ୍ୟୁଜ୍‌ ୧୮ରେ ପ୍ରକାଶିତ ଖବର ଅନୁସାରେ ସାଂସଦଙ୍କ ମୃତଦେହ ଗ୍ରିନ୍‌ ହୋଟେଲରୁ…

ଚାଲିଥିଲା ଜୁମ୍ କଲ୍ ମିଟିଂ…

ଭୁବନେଶ୍ୱର: କରୋନା ପାଇଁ ଲକ୍‌ଡାଉନ୍ ପରଠୁ ଲୋକେ ଅନଲାଇନ୍ ମିଟିଂ ଉପରେ ନିର୍ଭର କରିଆସୁଛନ୍ତି । ଜୁମ୍ ଠାରୁ ଆରମ୍ଭ କରି ଗୁଗଲ୍ ମିଟ୍ ଓ ଅନେକ ଆପ୍ଲିକେସନ୍ ଜରିଆରେ ଜାରି ରହିଛି ଭିଡିଓ କଲ୍ ମିଟିଂ । ହେଲେ ଏହି ଅନ୍‌ଲାଇନ୍ ମିଟିଂ ଆରମ୍ଭ ହେବା ପରଠୁ ବେଶ କିଛି ମଜାଳିଆ ଘଟଣା ବି ପ୍ରତିଦିନ…

ଉନ୍ନାଓ ମାମଲା: ମିଥ୍ୟା ଖବର ପ୍ରଚାର ଅଭିଯୋଗରେ ଆଠଟି ଟ୍ୱିଟର ହ୍ୟାଣ୍ଡେଲ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ: ଗତ ସପ୍ତାହରେ ଉନ୍ନାଓରେ ଦୁଇ ଝିଅଙ୍କ ମୃତ୍ୟୁ ଘଟଣାରେ ମିଥ୍ୟା ଖବର ପ୍ରଚାର କରୁଥିବା ଅଭିଯୋଗରେ ଆଠଟି ଟ୍ୱିଟର ହ୍ୟାଣ୍ଡେଲ ବିରୋଧରେ ଏଫଆଇଆର ଦାଖଲ କରାଯାଇଛି ବୋଲି ପୋଲିସ କହିଛି। ଟ୍ୱିଟର ହ୍ୟାଣ୍ଡେଲରେ ବରିଷ୍ଠ ସାମ୍ବାଦିକ ବରଖା ଦତ୍ତଙ୍କ ନେତୃତ୍ୱରେ ନ୍ୟୁଜ୍ ପୋର୍ଟାଲ୍…

ସାଂପ୍ରତିକ ସମୟରେ ଗାନ୍ଧୀଦର୍ଶନ ବିଚାରର ପ୍ରାସଂଗିକତା

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ସାଂପ୍ରତିକ ସମୟ ଏକ ତ୍ରିବିଧ ଚରିତ୍ରାତ୍ମକ କାଳଖଣ୍ଡ । ନୈତିକ ଚରିତ୍ର, ରାଜନୈତିକ ଚରିତ୍ର ଓ ଅର୍ଥନୈତିକ ଚରିତ୍ର ଦୃଷ୍ଟିରୁ ସାଂପ୍ରତିକ ସମୟ ଏକପ୍ରକାର ଶୂନ୍ୟକାଳର ସଂଶୟ । ଏହି ସମୟରେ ଗାନ୍ଧୀଦର୍ଶନର ବିଚାରଣା ଅନେକଙ୍କ ପାଇଁ…