Latest Odisha News

BREAKING NEWS

କଟକରେ କଡାକଡି ହେଲା କୋଭିଡ୍‌ ଗାଇଡ୍‌ ଲାଇନ୍‌: ନିୟମ ଉଲଂଘନ କଲେ କାର୍ଯ୍ୟାନୁଷ୍ଠାନ

କଟକ:କଟକରେ କଡାକଡି ହେଲା କୋଭିଡ୍ ଗାଇଡ୍‌ଲାଇନ୍ସ । ଦୋକାନ,ବଜାର, କର୍ମକ୍ଷେତ୍ର, ପର୍ଯ୍ୟଟନସ୍ଥଳୀମାନଙ୍କରେ ମାସ୍କ ବ୍ୟବହାର ସହ ସାମାଜିକ ଦୂରତା ବାଧ୍ୟତାମୂଳକ । ନିୟମ ଉଲଂଘନ କଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ଏନେଇ ବିଜ୍ଞପ୍ତି ଜାରି କରିଛି କଟକ ମହାନଗର ନିଗମ ବା ସିଏମ୍‌ସି ।…

ଦିଗପହଣ୍ଡିରେ ନକଲି ଲେବର ଅଫିସ୍‌ ସିଲ୍‌ 

ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସହର ପୁଞ୍ଜିକୟାଁ ଛକ ନିକଟରେ ଥିବା ନକଲି ଲେବର କାର୍ଡ କାର୍ଯ୍ୟାଳୟକୁ ଶ୍ରମ ଅଧିକାରୀଙ୍କ ଦ୍ବାରା ସିଲ୍ କରାଯାଇଛି । ବି ୱାନ କଷ୍ଟ୍ରକ୍ସନ ଲେବର ନାଁରେ ସାଧାରଣ ଲୋକଙ୍କ ଠାରୁ ଲେବର କାର୍ଡ କରେଇ ଦେବା ନାଁରେ ଜଣଙ୍କ ପିଛା ୪୫୦ ଟଙ୍କା ଲେଖା…

ରାଜ୍ୟରେ ପ୍ରଥମ ହ୍ୱିଲ୍ ଚେୟାର ଟେନିସ କର୍ମଶାଳା ଉଦଯାପିତ, ଜାତୀୟ ପ୍ରତିଯୋଗିତା ପାଇଁ ଓଡ଼ିଶାରୁ ୮ ଖେଳାଳି ଚୟନ 

ଭୁବନେଶ୍ବର: ରାଜ୍ୟରେ ପ୍ରଥମ ହ୍ୱିଲ୍ ଚେୟାର ଟେନିସ କର୍ମଶାଳା ଉଦଯାପିତ । କର୍ମଶାଳାରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ବିଭିନ୍ନ ବର୍ଗର ମୋଟ ୧୫ ଜଣ ଖେଳାଳି ସାମିଲ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଭଲ ପ୍ରଦର୍ଶନ କରିଥିବା ୮ ଜଣଙ୍କୁ ଜାତୀୟ ପ୍ରତିଯୋଗିତା ପାଇଁ ଚୟନ କରାଯାଇଛି ।…

ଶାହାରୁଖଙ୍କ ପଠାନ ଫିଲ୍ମ ୨୦୨୨ରେ ରିଲିଜ ହେବ !

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହାରୁଖ ଖାଁଙ୍କ ଆଗାମୀ ଫିଲ୍ମ ପଠାନ ଚଳିତ ବର୍ଷ ରିଲିଜ ହେବନି । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ଏବେ ଏହା ୨୦୨୨ରେ ରିଲିଜ ହେବ ବୋଲି ଜଣାପଡିଛି । ଜୀରୋ ଫିଲ୍ମ ପରେ ଶାହାରୁଖଙ୍କ ଆଉ କୌଣସି ବଡ ଫିଲ୍ମ ପରଦାକୁ ଆସି ନାହିଁ । ସିଦ୍ଧାର୍ଥ ଆନନ୍ଦ…

ସୁଦେଷ୍ଣା ଦାସଙ୍କ ଗଳ୍ପ ସଂକଳନ ସକାଳ ଧୂପ ଲୋକାର୍ପିତ

ଭୁବନେଶ୍ୱର : ଲେଖିକା ସୁଦେଷ୍ଣା ଦାସଙ୍କ ଗଳ୍ପ ସଂକଳନ ସକାଳ ଧୂପ ଲୋକାର୍ପିତ ହୋଇଯାଇଛି। ଏହି ସମାରୋହରେ ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପୁସ୍ତକଟିକୁ ଲୋକାର୍ପିତ କରିଥିଲେ। ନିତିଦିନିଆ ଜୀବନରେ ଭେଟିଥିବା ସାଧାରଣ ଚରିତ୍ର ମାନଙ୍କୁ ଅସାଧାରଣ ରୂପରେ…

ତୈଳ ଦର ବୃଦ୍ଧି ନେଇ ପ୍ରଧାନମନ୍ତ୍ରୀଙ୍କୁ ସୋନିଆ ଗାନ୍ଧୀଙ୍କ ପତ୍ର

ନୂଆଦିଲ୍ଲୀ: ଦେଶରେ ତୈଳ ଦର କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଚିନ୍ତା ଜାହିର କରିଛନ୍ତି ।  ପେଟ୍ରୋଲ-ଡିଜେଲ୍‌ ଦର ବୃଦ୍ଧିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପତ୍ର ଲେଖିଛନ୍ତି ସୋନିଆ ଗାନ୍ଧୀ । ସେ ଲେଖିଛନ୍ତି ଦର ବୃଦ୍ଧି ଐତିହାସିକ ଏବଂ ଅବ୍ୟବହାରିକ ।  ଏହାସହ…

ପତ୍ନୀଙ୍କ ପରେ ଅଭିଷେକଙ୍କ ଶାଳୀଙ୍କୁ ସିବିଆଇର ସମନ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ସ୍ତ୍ରୀ ରୁଜିରା ବାନାର୍ଜୀଙ୍କ ପରେ ଏବେ ଶାଳୀ ମେନକା ଗମ୍ଭୀରଙ୍କୁ ସିବିଆଇ ସମନ ଜାରୀ କରିଛି । କୋଇଲା ଚୋରା ଚାଲାଣ ନେଇ ୨୪ ଘଂଟା ମଧ୍ୟରେ ମେନକାଙ୍କୁ ହାଜର ହେବା ପାଇଁ ସିବିଆଇ ପକ୍ଷରୁ କୁହାଯାଇଛି…

ଆସନ୍ତା ଫେବୃଆରୀ ୨୮ରେ ସହିଦ କପ: ଏକାଠି ହେବେ ଅଭିନେତା, ରାଜନେତା 

ଭୁବନେଶ୍ୱର: ଫ୍ରେବୃଆରୀ ୨୮ ତାରିଖ ରବିବାର ଦିନ ଜୟଦେବ ବିହାର ଏନ-6 ପଡିଆ ଠାରେ "ସହୀଦ କପ" ଅନୁଷ୍ଠିତ ହେବାକୁ ଯାଉଛି l ଏଥିରେ ମିଡିଆ, ଅଭିନେତା, ରାଜନେତା ଏବଂ ସଚିବାଳୟ ଅଧିକାରୀ ଟିମ, ଏହିପରି ୪ ଗୋଟି ଟିମ ଭାଗ ନେବାର କାର୍ଯ୍ୟକ୍ରମ ରହିଛି l ପରସ୍ପର ମଧ୍ୟରେ ଭାଇ ଚାରାର ବାର୍ତା…

୨ ଦିନିଆ ମାଳଦ୍ୱୀପ ଗସ୍ତରେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଂକର, ଦୁଇ ଦେଶ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ

ନୂଆଦିଲ୍ଲୀ: ଦୁଇ ଦିନିଆ ମାଳଦ୍ୱୀପ ଗସ୍ତରେ ପ୍ରତିରକ୍ଷାମନ୍ତ୍ରୀ ଏସ.ଜୟଶଂକର । ମାଳଦ୍ୱୀପର ସର୍ବଦା ଏକ ଭରସାଯୋଗ୍ୟ ପ୍ରତିରକ୍ଷା ସହଯୋଗୀ ହୋଇ ଭାରତ ରହିବ ବୋଲି ମାଳଦ୍ୱୀପ ଗସ୍ତ କରୁଛନ୍ତି  ବୋଲି କହିଛନ୍ତି ଏସ.ଜୟଶଂକର । ସେ ଆହୁରି କହିଛନ୍ତି କି ଭାରତ ମାଳଦ୍ୱୀପ ସହିତ ୫ କୋଟି ଡଲାରର…

୨୦୨୨ରେ ଲଂଚ କରାଯିବ ଚନ୍ଦ୍ରଯାନ-୩

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ର ଉତକ୍ଷେପଣ ୨୦୨୨ରେ ହେବ ବୋଲି ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ) ମୁଖ୍ୟ କ.ଶିବନ କହିଛନ୍ତି । ଚନ୍ଦ୍ରଯାନ-୨ ପରି ଏଥିରେ ମଧ୍ୟ ଲ୍ୟାଣ୍ଡର ଓ ରୋଭର ରହିବ । ତେବେ ଚନ୍ଦ୍ରଯାନ-୩ର କକ୍ଷପଥ ରହିବ ନାହିଁ ବୋଲି ଇସ୍ରୋ ପକ୍ଷରୁ ସ୍ପଷ୍ଟ କରାଯାଇଛି । ୨୦୨୦…