Latest Odisha News

BREAKING NEWS

ଓଡିଶା ଆଥଲେଟିକ୍ସ ଆସୋସିଏସନର ସଭାପତି ଜି.ଏସ୍ ପଟ୍ଟନାୟକ ସମ୍ବର୍ଦ୍ଧିତ

ଭୁବନେଶ୍ୱର: ଆଥଲେଟିକ୍ କ୍ରୀଡାରେ ଓଡିଶା ହେବ ୧ ନମ୍ବର । ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ମାଧ୍ୟମରେ ତୃଣମୂଳ ସ୍ତରରୁ ପ୍ରତିଭା ଅନ୍ୱେଷଣ କରାଯାଇ ସେମାନଙ୍କୁ ସାମ୍ନାକୁ ଅଣାଯିବ । କୌଣସି କ୍ରୀଡାବିତ ନିରାଶ ହେବେ ନାହିଁ । ସଂଘ ପକ୍ଷରୁ ସମସ୍ତ କ୍ରୀଡାବିତ୍ ଓ କ୍ରୀଡା ସଂଗଠନ ଗୁଡିକୁ ସହଯୋଗ…

ଭୁବନେଶ୍ୱରରେ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତ

ଭୁବନେଶ୍ୱର: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତ ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ତେବେ ଯାହା ଅନୁମାନ କରାଯାଉଛି କୌଣସି କାର୍ଯ୍ୟକ୍ରମରେ ନୁହେଁ ବରଂ ସେ ବୁଲିବା ପାଇଁ ଆସିଛନ୍ତି । ଏକ ସୂତ୍ରରୁ ଜଣାପଡିଛି ଯେ ସେ ରାଜଧାନୀର ଏକ ପ୍ରିମିୟର ହୋଟେଲରେ ରହିଛନ୍ତି । ସେ…

ଭୁବନେଶ୍ବରରେ ଯୁବତୀଙ୍କ ଠାରୁ ଲୁଟ୍

ଭୁବନେଶ୍ବର : ରାଜଧାନୀରେ ଯୁବତୀଙ୍କ ଠାରୁ ଲୁଟ୍ । ବାଣୀବିହାର ଛକରେ ଯୁବତୀଙ୍କ ଠାରୁ ୨୦ ହଜାର ଲୁଟି ନେଇଛନ୍ତି ଦୁର୍ବୃତ୍ତ । ୨୦ ହଜାର ଟଙ୍କା ମୋବାଇଲ ଫୋନ୍, ଏଟିଏମ କାର୍ଡ ସହ ଭ୍ୟାନ୍‌ଟି ବ୍ୟାଗ ଛଡ଼ାଇ ନେଇଛନ୍ତି ଲୁଟେରା । ସସ୍ମିତା ପାତ୍ର ନାମକ ଜଣେ ଯୁବତୀ ସ୍କୁଟି ଚଳାଇ ଯାଉଥିବା…

ଭିଜିଲାନ୍ସ ଜାଲରେ ପ୍ରିନ୍ସିପାଲ

କଳାହାଣ୍ଡି : ଭିଜିଲାନ୍ସ ଜାଲରେ ମଦନପୁର ଆଦର୍ଶ ବିଦ୍ୟାଳୟର ପ୍ରିନ୍ସିପାଲ ଖିତିଶ ଭୂଷଣ ବିଶ୍ବାଳ । ଗଙ୍ଗାଧର ବାଗ ନାମକ ଜଣେ ବ୍ୟକ୍ତି ମଦନପୁର ଆଦର୍ଶ ବିଦ୍ୟାଳୟରେ ଜଗୁଆଳ ଭାବେ ନିଯୁକ୍ତି ପାଇଥିଲେ। ହେଲେ ସେ କାର୍ଯ୍ୟରେ ଯୋଗ ଦେଇ ନଥିଲେ। କାର୍ଯ୍ୟ​‌ରେ ଯୋଗ ଦେବାକୁ ହେଲେ ୪୦ ହଜାର ଟଙ୍କା…

ଇଣ୍ଡିଆନ ଗ୍ରାଁପ୍ରି ଆଥଲେଟିକ୍ସ: ୧୦୦ ମିଟରରେ ବାଜି ମାରିଲେ ଦୂତୀ, ଅଲିମ୍ପିକ କ୍ୱାଲିଫାଇଂ ଟାଇମିଂ ହାସଲରେ ବିଫଳ

ଭୁବନେଶ୍ୱର: ପଟିୟାଲାରେ ଚାଲିଥିବା ଇଣ୍ଡିଆନ ଗ୍ରାଁପ୍ରି ଆଥଲେଟିକ୍ସରେ ଓଡିଶାର ଦୂତି ଚାନ୍ଦ କମାଲ ଦେଖାଇଛନ୍ତି । ସେ ମହିଳା ୧୦୦ ମିଟର ଦୌଡକୁ ୧୧.୫୧ ସେକେଣ୍ଡରେ ଜିତି ନେଇଛନ୍ତି । ସେ ତାଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ରେକର୍ଡକୁ ଭାଙ୍ଗିବାରେ ବିଫଳ ହୋଇଛନ୍ତି । ସେହିପରି ଅଲିମ୍ପିକ…

ଜାଲ୍ ଶିକ୍ଷକ ଗିରଫ, ଧାମନଗରରୁ ବାନ୍ଧିଲା ପୋଲିସ

ନବରଙ୍ଗପୁର : ଜାଲ ପ୍ରମାଣପତ୍ର ଦେଖାଇ ଶିକ୍ଷକତା କରୁଥିବା ଅଭିଯୋଗରେ ଫେରାର ଥିବା ଜାଲ ଶିକ୍ଷକଙ୍କୁ ଗିରଫ କରିଛି ପୋଲିସ । ନବରଙ୍ଗପୁର ଜିଲ୍ଲାରେ ଶିକ୍ଷା ସହାୟକ ଭାବେ ନିଯୁକ୍ତି ପାଇଥିବା ଶ୍ରୀକାନ୍ତ ଦଳେଇଙ୍କୁ ଗିରଫ କରିଛି କୋଡ଼ିଙ୍ଗା ଥାନା ପୋଲିସ । ଅଭିଯୋଗ ଅନୁସାରେ ଶ୍ରୀକାନ୍ତ…

ଆଇପିଏଲ ନିଲାମରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ସାଜିଲେ ଏହି ଦୁଇ କଳାକାରଙ୍କ ପିଲାମାନେ

ନୂଆଦିଲ୍ଲୀ: ଆଇପିଏଲ ୨୦୨୧ ନିଲାମ ପ୍ରକ୍ରିୟା ଶେଷ ହୋଇଯାଇଛି । ଗୁରୁବାର ଖେଳାଳିମାନଙ୍କ କିଣାବିକାରେ ସମସ୍ତେ ବ୍ୟସ୍ତ ଥିଲା ବେଳେ ଚର୍ଚ୍ଚାରେ ରହିଥିଲେ ଦୁଇ କଳାକାରଙ୍କ ପିଲାମାନେ । ସେମାନେ ହେଲେ କୋଲକାତା ନାଇଟ ରାଇଡର୍ସର ଶାହାରୁଖ ଖାଁଙ୍କ ପୁତ୍ର ଆର୍ଯ୍ୟନ ଖାଁ ଏବଂ ଜୁହି ଚାୱାଲାଙ୍କ…

୭ ବର୍ଷ ପରେ IPLରେ ବିକ୍ରି ହେଲେ ଚେତେଶ୍ବର ପୂଜାରା

ଚେନ୍ନାଇ : ଆଇପିଏଲ ୧୪ ତମ ସଂସ୍କରଣ ପାଇଁ ସରିଛି ଖେଳାଳି ନିଲାମ । ୭ ବର୍ଷ ପରେ ପୁଣି ଆଇପିଏଲରେ ଖୋଳିବାକୁ ସୁଯୋଗ ପାଇବେ ଚେତେଶ୍ବର ପୂଜାରା । ଆଜିର ନିଲାମ ପ୍ରକ୍ରିୟାରେ ପୂଜାରାଙ୍କୁ ୫୦ ଲକ୍ଷ ଟଙ୍କାରେ କିଣିଛି ଚେନ୍ନାଇ ସୁପର କିଙ୍ଗ୍‌ସ । ଶେଷଥର ପାଇଁ ୨୦୧୪ରେ ଆଇପିଏଲ ଖେଳିଥିଲେ…

ରାଜ୍ୟରେ ଆଉ ୧୦୦ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ, ପୁଣି ସୁସ୍ଥ ହୋଇ ଫେରଛନ୍ତି ଆଉ ୧୦୦ କରୋନା ଆକ୍ରାନ୍ତ । ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୫ ଜଣ ସୁସ୍ଥ ହୋଇଥିବା ବେଳେ, କଟକରୁ ୧୩, ସୁନ୍ଦରଗଡ଼ରୁ ୧୧ ଜଣ ସୁସ୍ଥ ହୋଇ ଫେରିଛନ୍ତି । ସେହିପରି ଅନୁଗୁଳରୁ ୮, ପୁରୀରୁ ୬,…

ମହାରାଷ୍ଟ୍ର କଂଗ୍ରେସ ନେତା ନାନା ପଟେଲଙ୍କ ଧମକ: ଅମିତାଭ, ଅକ୍ଷୟଙ୍କ ଫିଲ୍ମ ଶୁଟିଂ କରାଇ ଦେବୁନି

ମୁମ୍ବାଇ: ପେଟ୍ରୋଲ ଦର ବୃଦ୍ଧି ନେଇ ଏବେ ବିପକ୍ଷ ଦଳ ସରକାରଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଛନ୍ତି । ଏ ନେଇ ବିଭିନ୍ନ ପ୍ରକାର ବୟାନବାଜି ଆରମ୍ଭ ହୋଇଛି । ତେବେ ଏ ସବୁ ଭିତରେ ମହାରାଷ୍ଟ୍ର କଂଗ୍ରେସର ନେତା ନାନା ପଟେଲ ସମସ୍ତଙ୍କୁ ଟପି ଯାଇଛନ୍ତି । ସେ ସିଧାସଳଖ ଏ ନେଇ ଅମିତାଭ ବଚ୍ଚନ ଓ…