ହଙ୍ଗମା-୨ରେ ଅକ୍ଷୟ ଖାନ୍ନାଙ୍କ ଏଂଟ୍ରି
ମୁମ୍ବାଇ: ନିର୍ଦ୍ଦେଶକ ପ୍ରିୟଦର୍ଶନଙ୍କ ସୁପରହିଟ ଫିଲ୍ମ ହଙ୍ଗାମା(୨୦୦୩)ର ସିକ୍ୱେଲ ହଙ୍ଗାମା-୨ରେ ଅକ୍ଷୟ ଖାନ୍ନାଙ୍କ ଏଂଟ୍ରି ହୋଇଛି । ଫିଲ୍ମର ଶୁଟିଂ ସମ୍ପୂର୍ଣ୍ଣ ଶେଷ ହୋଇଯାଇଥିବା ବେଳେ ଏବେ ଏହାର ପୋଷ୍ଟ ପ୍ରଡକ୍ସନ କାର୍ଯ୍ୟ ଚାଲୁଛି । ଫିଲ୍ମରେ ଶିଲ୍ପା ସେଟ୍ଟୀ, ପରେଶ ରାୱଲ ଓ ମିଜାନ…