Latest Odisha News

BREAKING NEWS

କବିତା: ଜୀବନ

ମିହିର ତ୍ରିପାଠୀ ପଚାରେ ମୁଁ ମୋ ଜୀବନକୁ ସେ କାହିଁ ହଇଚଇ ହେଉଛି ଚଳିବନି କି ଶାନ୍ତ ରହିଲେ ତୁଛାରେ ସେ କାହିଁ ଡେଉଁଛି ଆଗୁଆ ରହି ଉଖାଡିବ କି ବେଶୀ କାହିଁ ଭାଉ ଖାଉଛି ଅନ୍ୟ ଠାରୁ ସେ ଅଲଗା ରହି ନିଆରା କି ସୁଖ ପାଉଛି ଠିକ୍ ଲାଗୁନି ସବୁ ଜାଣିକି ଚୁପ୍…

ଓଡ଼ିଶାର ବିରୋଧ ସତ୍ତ୍ୱେ କୋଟିଆରେ ପଞ୍ଚାୟତ ନିର୍ବାଚନ କରୁଛି ଆନ୍ଧ୍ରପ୍ରଦେଶ

କୋରାପୁଟ: ଓଡ଼ିଶାର କଡ଼ା ବିରୋଧ ସତ୍ତ୍ୱେ ଶୁଣିଲାନି ଆନ୍ଧ୍ରପ୍ରଦେଶ । କୋରାପୁଟ ଜିଲ୍ଲା କୋଟିଆର ଫାଟୁସିନେରୀରେ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ କରିଛି ଆନ୍ଧ୍ରପ୍ରଦେଶ । ସକାଳ ସାଢ଼େ ୬ଟାରୁ ଆରମ୍ଭ ହୋଇଛି ଭୋଟିଂ । ସେହିପରି ୧୭ ତାରିଖରେ କୋଟିଆର ତିନିଟି ଗାଁରେ ମତଦାନ ହେବ । କୋଟିଆରେ…

ଆଜିଠୁ ଦେଶରେ ଆରମ୍ଭ ହେବ କରୋନା ଟିକାକରଣର ଦ୍ୱିତୀୟ ଡୋଜ୍

ନୂଆଦିଲ୍ଲୀ: କରୋନା ଟିକାକରଣର ଦ୍ୱିତୀୟ ଡୋଜ୍ ଶନିବାର ଦିନ ଭାରତରେ ଆରମ୍ଭ ହେବ। ଅର୍ଥାତ୍ ଆଜି ସେହି ଲୋକମାନଙ୍କୁ ଟିକା ଦିଆଯିବ ଯେଉଁମାନେ ୨୮ ଦିନ ପୂର୍ବରୁ ଅର୍ଥାତ୍ ଜାନୁଆରୀ ୧୬ରେ ଟିକାକରଣ କରିଥିଲେ। ଉଲ୍ଲେଖ ଥାଉ କି, ଜାନୁଆରୀ ୧୬ ରେ, ୨୦୨,୦୦୦ ରୁ ଅଧିକ ଲୋକଙ୍କୁ ପ୍ରଥମ ଡୋଜ୍…

୮ ବର୍ଷର କୁକୁର ହେଲା ୫ ମିଲିୟନ୍ ଡଲାର୍‌ର ଉତ୍ତରାଧିକାରୀ

ନୂଆଦିଲ୍ଲୀ: ଗୋଟିଏ ୮ ବର୍ଷର କୁକୁର ତା ମାଲିକଙ୍କ ମୃତ୍ୟୁ ପରେ ୫ ମିଲିୟନ୍ ଡଲାର୍‌ର ଉତ୍ତରାଧିକାରୀ ହେବା ପରେ ଏହି ଘଟଣା ଏବେ ଇଣ୍ଟରନେଟରେ ଭାଇରାଲ ହୋଇଛି। ସୂଚନା ଅନୁଯାୟୀ ଏହି ଟଙ୍କା ଏକ ଟ୍ରଷ୍ଟକୁ ହସ୍ତାନ୍ତର କରାଯିବ, ଯାହା ଦ୍ବାରା ଏହି ଅର୍ଥରାଶି କୁକୁରଟିର ଯତ୍ନ ନେବାରେ…

ଖୁବ୍ ଶୀଘ୍ର ଦ୍ୱିତୀୟ ବିବାହ କରିବେ ଦିୟା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଦିୟା ମିର୍ଜା ଖୁବ୍ ଶୀଘ୍ର ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି । ରିପୋର୍ଟ ମୁତାବକ ଦିୟା ମିର୍ଜା ଓ ବ୍ୟବସାୟୀ ବୈଭବ ରେଖୀଙ୍କ ବିବାହ ଫେବୃୟାରୀ ୧୫ରେ ଆୟୋଜିତ ହେବ । ଏଥିରେ ବହୁତ କମ୍ ଲୋକ ଯୋଗ ଦେବେ । ତେବେ ଏ ନେଇ ବିଧିବଦ୍ଧ ଭାବେ ଉଭୟଙ୍କ ପକ୍ଷରୁ କୌଣସି…

ରେଡିଓ ଏକ ଚମତ୍କାର ମାଧ୍ୟମ ଯାହା ସାମାଜିକ ସଂଯୋଗକୁ ଗଭୀର କରେ: ପିଏମ୍‌ ମୋଦୀ

ନୂଆଦିଲ୍ଲୀ: ଆଜି ବିଶ୍ୱ ରେଡିଓ ଦିବସ। ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ରେଡିଓକୁ ଏକ ଚମତ୍କାର ମାଧ୍ୟମ ବୋଲି ବର୍ଣ୍ଣନା କରିଛନ୍ତି ଯାହା ସାମାଜିକ ସଂଯୋଗକୁ ଗଭୀର କରିଥାଏ। ସେ ଟୁଇଟ୍ କରି କହିଛନ୍ତି ଯେ ତାଙ୍କର ବ୍ୟକ୍ତିତ୍ୱ…

କଙ୍ଗନାଙ୍କ ଶୁଟିଂ ସେଟରେ କଂଗ୍ରେସ କର୍ମୀଙ୍କ ଉତ୍ପାତ

ବୈତୁଲ: ମଧ୍ୟପ୍ରଦେଶ ବୈତୁଲ ଜିଲ୍ଲାରେ କଙ୍ଗନା ରାନାୱତଙ୍କ ଧାକଡ ଫିଲ୍ମ ଶୁଟିଂ ଅବସରରେ କଂଗ୍ରେସ କର୍ମୀମାନେ ବାଧା ସୃଷ୍ଟି କରିବା ପାଇଁ ଉଦ୍ୟମ କରିଥିଲେ । ପୋଲିସ କଡା ପଦକ୍ଷେପ ଗ୍ରହଣ କରିବା ଫଳରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା । ଜିଲା ମହିଳା କଂଗ୍ରେସ ଅଧ୍ୟକ୍ଷ ସୀମା ଅତୁଲକରଙ୍କ…

ଦେଶରେ କରୋନାରୁ ସୁସ୍ଥ ହେଲେଣି ୧କୋଟି ୬ଲକ୍ଷ ଆକ୍ରାନ୍ତ, ଲକ୍ଷେ ୪୦ ହଜାର ତଳେ ଆକ୍ଟିଭ୍ କେସ

ନୂଆଦିଲ୍ଲୀ: ଦେଶରେ ଖସୁଚି କରୋନା ଆକ୍ଟିଭ୍ କେସ୍ । ସୁସ୍ଥହାର ବଢୁଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧୨ହଜାର ୧୪୩ ନୂଆ ଆକ୍ରାନ୍ତ । ଏହି ସମୟରେ ସୁସ୍ଥ ହୋଇଛନ୍ତି ୧୧ହଜାର ୩୯୫ ସଂକ୍ରମିତ । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧କୋଟି ୮ଲକ୍ଷ ୯୨ହଜାର ୭୪୬କୁ ବୃଦ୍ଧି…

(ଅନୁପମା) ସିରିଏଲ୍‌ ଆକ୍ଟର ପାରସ୍ କଲନାୱାତଙ୍କୁ କରୋନା

ନୂଆଦିଲ୍ଲୀ: ଷ୍ଟାରପ୍ଲସ୍‌ରେ ପ୍ରସାରିତ ହେଉଥିବା ଲୋକପ୍ରିୟ ଶୋ 'ଅନୁପମା'ରେ ଅଭିନୟ କରୁଥିବା ଅଭିନେତା ପାରସ୍ କଲନାୱାଟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଶୋ’ର ନିର୍ମାତା ରାଜନ ଶାହି ଏକ ସରକାରୀ ବିବୃତ୍ତିରେ ଏହାକୁ ନେଇ ସ୍ପଷ୍ଟୀକରଣ ହେଇଛନ୍ତି। ଏହାସହିତ ସେ କହିଛନ୍ତି ଯେ ପାରସ…

ଆଜି ଦୁର୍ଲଭ ପଦ୍ମବେଶରେ ବିଭୂଷିତ ହେବେ ଶ୍ରୀବିଗ୍ରହ

ପୁରୀ: ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ଦୁର୍ଲଭ ପଦ୍ମ ବେଶ । ମସ୍ତକଠାରୁ ପାଦ ଯାଏ ପଦ୍ମ ଫୁଲରେ ବିଭୂଷିତ ହେବେ ଶ୍ରୀଜିଉ । ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି । ଆଜି ରାତିରେ ବଡସିଂହାର ନୀତିରେ ମହାପ୍ରଭୁ ପଦ୍ମବେଶରେ ସଜିତ ହେବେ । ଆସନ୍ତାକାଲି ଅବକାଶ ନୀତି ପର୍ଯ୍ୟନ୍ତ ରତ୍ନସିଂହାସନରେ…