Latest Odisha News

BREAKING NEWS

ଖୋଲିବ ରାଷ୍ଟ୍ରପତିଙ୍କ ମୋଗଲ ଉଦ୍ୟାନ

ନୂଆଦିଲ୍ଲୀ: ସର୍ବସାଧାରଣଙ୍କ ପାଇଁ ଖୋଲିବ ରାଷ୍ଟ୍ରପତିଙ୍କ ମୋଗଲ ଉଦ୍ୟାନ । ଆସନ୍ତାକାଲି ୧୩ ତାରିଖ ଶନିବାର ଠାରୁ ରାଷ୍ଟ୍ରପତିଙ୍କ ମୋଗଲ ଉଦ୍ୟାନ ଖୋଲାଯିବ । ମାର୍ଚ୍ଚ ୨୧ ତାରିଖ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଏହି ଉଦ୍ୟାନ ଖୋଲା ରହିବ । ତେବେ କୋଭିଡ ଯୋଗୁ ବିଭିନ୍ନ ନିୟମ ରହିଛି ।…

ଆସିଲା ଫିଲ୍ମ ‘ରାଧେ ଶ୍ୟାମ୍‌’ର ଟିଜର୍‌ ଡେଟ୍‌

ନୂଆଦିଲ୍ଲୀ: 'ବାହୁବଲୀ' ସୁପରଷ୍ଟାର ପ୍ରଭାସଙ୍କ ପ୍ରତ୍ୟେକ ଚଳଚ୍ଚିତ୍ର ପାଇଁ ତାଙ୍କ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଥାନ୍ତି। ଦକ୍ଷିଣ ଭାରତୀୟ ସୁପରଷ୍ଟାର ପ୍ରଭାସ ଆଜିକାଲି ତାଙ୍କର ଦୁଇଟି ଚଳଚ୍ଚିତ୍ର 'ଆଦିପୁରୁଷ' ଏବଂ 'ରାଧେ ଶ୍ୟାମ୍‌' ପାଇଁ ଚର୍ଚ୍ଚାରେ ଅଛନ୍ତି। ଏହି ସମୟରେ…

ମିଥ୍ୟା ଖବର ଯାଞ୍ଚ କରିବାର ‌କୌଶଳ ପ୍ରସ୍ତୁତ କରିବାକୁ ସୁପ୍ରିମକୋର୍ଟଙ୍କ ଟ୍ୱିଟର୍‌କୁ ଏବଂ ‌କେନ୍ଦ୍ରକୁ ନୋଟିସ୍‌…

ନୂଆଦିଲ୍ଲୀ: ଶୁକ୍ରବାର ଦିନ ସୁପ୍ରିମକୋର୍ଟ କେନ୍ଦ୍ର ତଥା ଟ୍ୱିଟର ସମେତ ଅନେକ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ନୋଟିସ ଜାରି କରି ସୋସିଆଲ ମିଡିଆ ମାଧ୍ୟମରେ ମିଥ୍ୟା ଖବର ତଥା ପ୍ରଚାରିତ ବାର୍ତ୍ତା ଯାଞ୍ଚ କରିବାର ‌କୌଶଳ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ମାଗିଛନ୍ତି। ଭାରତ ଜନତା ପାର୍ଟି…

ମାଘମାସ ଶୁକ୍ଳପକ୍ଷ ପଞ୍ଚମୀତିଥି ଦିନ ପାଳନ ହୁଏ ସରସ୍ୱତୀ ପୂଜା

ମାଘମାସ ଶୁକ୍ଳପକ୍ଷ ପଞ୍ଚମୀତିଥି ଦିନ ସରସ୍ୱତୀ ପୂଜା ପାଳନ କରାଯାଏ । ବିଦ୍ୟାପ୍ରାପ୍ତି ନିମିତ୍ତ ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ବିଦ୍ୟାଦାୟିନୀ, ହଂସବାହିନୀ, ବୀଣା ପୁସ୍ତକ ଧାରିଣୀ ଦେବୀ ସରସ୍ୱତୀଙ୍କର ପୂଜା ଓ ଆରାଧନା ଏଇ ଦିନ ମୁଖ୍ୟତଃ ଶିକ୍ଷାନୁଷ୍ଠାନରେ କରାଯାଏ । ଛାତ୍ରଛାତ୍ରୀମାନେ…

ଆଜି ଝାଡଖଣ୍ଡ ଏଚ୍‌ସିରେ ଲାଲୁ ଯାଦବ ଜାମିନ ଆବେଦନ ଶୁଣାଣି

ନୂଆଦିଲ୍ଲୀ: ଜେଲରେ ଥିବା ଆରଜେଡି ମୁଖ୍ୟ ଲାଲୁ ଯାଦବଙ୍କ ଜାମିନ ଆବେଦନର ଶୁଣାଣି ଶୁକ୍ରବାର ହେବାର କାର୍ଯ୍ୟକ୍ରମ ରହିଛି। ଯଦି ଝାଡଖଣ୍ଡ ହାଇକୋର୍ଟ ଜାମିନ ପ୍ରଦାନ କରନ୍ତି, ତେବେ ଲାଲୁ ଚୋରା ସ୍କାମ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଜେଲରୁ ମୁକୁଳିଯିବେ। ଅନ୍ୟ ସ୍କାମ୍ ମାମଲାରେ ସେ…

ଧାନ ଢ଼ାଳି ରାସ୍ତା ଅବରୋଧ କଲେ ଚାଷୀ

ଭଦ୍ରକ: ଧାନ କିଣାରେ ଅନିୟମିତତା ଅଭିଯୋଗରେ ତାତିଲେ ଚାଷୀ । ରାସ୍ତାରେ ଧାନ ଢ଼ାଳି ପ୍ରତିବାଦ କରିଛନ୍ତି । ଭଦ୍ରକ-ଆନନ୍ଦପୁର ରାଜ୍ୟ ରାଜପଥ ଗଣିଜାଙ୍ଗ ନିକଟରେ ରାସ୍ତା ଉପରେ ଧାନ ଢାଳି ରାସ୍ତା ଅବରୋଧ କରିଲେ ଚାଷୀ । ଗଣିଜାଙ୍ଗ ସେବା ସମବାୟ ସମିତିରେ ଚାଷୀଙ୍କ ଧାନ କିଣାରେ ଅନିୟମିତତାକୁ…

ପ୍ୟାଙ୍ଗୋଗ ପରେ ଲଦାଖ-ଦେପସାଙ୍ଗ ନେଇ ଚୀନ ସହ ହୋଇପାରେ ବୁଝାମଣା

ନୂଆଦିଲ୍ଲୀ: ଭାରତ ଓ ଚୀନ ମଧ୍ୟରେ ପୂର୍ବ ଲଦାଖକୁ ନେଇ ବର୍ଷେ ହେଲା ଜାରି ରହିଥିବା ବିବାଦ ଶେଷ ହେବା ଉପରେ । ଦୁଇ ଦେଶ ମଧ୍ୟରେ ପ୍ୟାଙ୍ଗୋଗକୁ ନେଇ ବୁଝାମଣା ହୋଇଛି । ଏପ୍ରିଲ୍ ୨୦୨୦ ପୂର୍ବ ସ୍ଥିତି ଲାଗୁ କରିବାକୁ ଚେଷ୍ଟା କରାଯାଉଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗୁରୁବାର…

ଗୁଲାମ ନବୀ ଆଜାଦଙ୍କ ପରେ ରାଜ୍ୟସଭାରେ ବିରୋଧୀ ଦଳର ନେତା ହେବେ ମଲ୍ଲିକାର୍ଜୁନ ଖାର୍ଗେ!

ନୂଆଦିଲ୍ଲୀ: କଂଗ୍ରେସ ରାଜ୍ୟସଭାରେ ଏହାର ବିରୋଧୀ ଦଳର ନୂତନ ନେତା ଚୟନ କରିଛି। ବିରୋଧୀ ଦଳର ନେତା ଗୁଲାମ ନବୀ ଆଜାଦଙ୍କ କାର୍ଯ୍ୟକାଳ ବଜେଟ୍ ଅଧିବେଶନର ଶେଷ ଦିନରେ ଅର୍ଥାତ୍ ୧୫ ଫେବୃଆରୀରେ ଶେଷ ହେବ। ଏହାପୂର୍ବରୁ କଂଗ୍ରେସ ଦଳ ଏହାର ବିରୋଧୀ ଦଳର ନେତା ଚୟନ କରିଛି। ଗୁଲାମ ନବୀ…

ପୁଣି ରିମାଣ୍ଡରେ ପାଠକ ବାପା-ପୁଅ

ବ୍ରହ୍ମପୁର: ପୁଣି ପୋଲିସ ରିମାଣ୍ଡରେ ଗଲେ ପାଠକ ବାପା-ପୁଅ । ଆଇଏଫଏସ୍ ଅଫିସର ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକଙ୍କୁ ରିମାଣ୍ଡରେ ନେଇଛି ଗୋଳନ୍ଥରା ଥାନା ପୋଲିସ । ବ୍ରହ୍ମପୁର ମଣ୍ଡଳ କାରାଗାରରୁ ସେମାନଙ୍କୁ ନେଇଛି ପୋଲିସ । ୩ଟି ଠକେଇ ମାମଲାରେ ଉଭୟଙ୍କୁ ପଚରାଉଚରା କରାଯିବ । ଦୁଇ…

ଗତ ୨୨ ମାସରେ ଟ୍ରେନ୍ ଦୁର୍ଘଟଣା ଯୋଗୁଁ କୌଣସି ଯାତ୍ରୀଙ୍କ ମୃତ୍ୟୁ ହୋଇନାହିଁ: ରେଳମନ୍ତ୍ରୀ ପୀୟୁଷ ଗୋୟଲ

ନୂଆଦିଲ୍ଲୀ: ରେଳମନ୍ତ୍ରୀ ପୀୟୁଷ ଗୋୟଲ ଶୁକ୍ରବାର ଦିନ କହିଛନ୍ତି ଯେ ଗତ ୨୨ ମାସ ମଧ୍ୟରେ ଗତ ମାର୍ଚ୍ଚ ଟ୍ରେନ ଦୁର୍ଘଟଣାରେ କୌଣସି ଯାତ୍ରୀଙ୍କ ମୃତ୍ୟୁ ହୋଇନାହିଁ। ୨୨, ୨୦୧୯ ରେ ଟ୍ରେନ୍‌ ଦୁର୍ଘଟଣା ଯୋଗୁ ଶେଷ ଥର ପାଇଁ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା। ମନ୍ତ୍ରୀ କହିଛନ୍ତି, ଗତ ୬ ବର୍ଷ…