Latest Odisha News

ଦୁଇ ସ୍କୁଲରେ ୧୮୭ ଛାତ୍ରଛାତ୍ରୀ ଓ ୭୫ ସ୍କୁଲ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ

ମଲପ୍ପୁରମ: କେରଳରେ ସ୍କୁଲ ଖୋଲିବାର ମାସେ ପରେ ମଲପ୍ପୁରମର ଦୁଇଟି ସ୍କୁଲର ୧୮୭ ଛାତ୍ରଛାତ୍ରୀ ଓ ୭୫ ସ୍କୁଲ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଜଣେ ଶିକ୍ଷକ ଓ ଛାତ୍ର କରୋନା ପଜିଟିଭ ଚିହ୍ନଟ ହେବା ପରେ ସ୍କୁଲର ଅନ୍ୟ କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ କରୋନା ଯାଞ୍ଚ କରାଯାଇଥିଲା ।…

ଅଷ୍ଟ୍ରେଲିଆନ ଓପନ ଟେନିସ: ଜୋକୋଭିଚ, ଥିଏମ ଓ ହାଲେପ ଦ୍ୱିତୀୟ ରାଉଣ୍ଡରେ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆନ ଓପନ ଟେନିସ ଟୁର୍ଣ୍ଣାମେଂଟ ଆରମ୍ଭ ହୋଇଯାଇଛି । ପୁରୁଷ ସିଙ୍ଗଲ୍ସ ପ୍ରଥମ ରାଉଣ୍ଡରେ ନୋଭାକ ଜୋକୋଭିଚ, ଡୋମିନିକ ଥିଏମ ଓ ଏଲେକ୍ସ ଜ୍ୟୁରେଭ ସହଜ ବିଜୟ ସହ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି । ସେହିପରି ମହିଳା ସିଙ୍ଗଲ୍ସରେ ସାଇମନ ହାଲେପ, ସେରେନା ୱିଲିୟମ୍ସ…

ଉତ୍ତରାଖଣ୍ଡରେ ଭୟଙ୍କର ହିମସ୍ଖଳନ: ମୃତ୍ୟୁ ସଂଖ୍ୟା ୨୪କୁ ବୃଦ୍ଧି

ଚମୋଲି: ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାରେ ହିମସ୍ଖଳନ ଘଟଣାରେ ୨୪ ଜଣଙ୍କ ମୃତ୍ୟୁ ହୋଇଛି । ଏବେ ବି ୧୮୦ରୁ ଅଧିକ ଲୋକ ନିଖୋଜ ଥିବା ଜଣାପଡିଛି । ସ୍ଥାନୀୟ ପ୍ରଶାସନ ଓ ସେନା ପକ୍ଷରୁ ମିଳିତ ଭାବେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ବଢ଼ିବା…

କରୋନାର ଜାତୀୟ ସୁସ୍ଥ ହାର ୯୭%

ନୂଆଦିଲ୍ଲୀ: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ଘଟିଛି । ସୋମବାର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ଦେଇଥିବା ରିପୋର୍ଟ ଅନୁସାରେ ୨୪ ଘଣ୍ଟାରେ ଦେଶରେ ୧୧,୮୩୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୦୮,୩୮,୧୯୪ ହୋଇଛି । ସେହିପରି ମୋଟ…

ଜିଲ୍ଲାପାଳ ଦେଖାଇଲେ ମହାନତା…

ନବରଙ୍ଗପୁର: ଜିଲ୍ଲାପାଳ ଦେଖାଇଲେ ମହାନତା । ପଦବୀର ଗର୍ବ ନୁହେଁ ଗାରିମା ଦେଖାଇ ସହାୟତା କଲେ ଦୁର୍ଘଟଣାଗ୍ରସ୍ତ ଆହତଙ୍କୁ । ଏପରି ମହତ କାମ କରି ଚର୍ଚ୍ଚାକୁ ଆସିଛନ୍ତି ନବରଙ୍ଗପୁର ଜିଲ୍ଲାପାଳ ଡ. ଅଜିତ ମିଶ୍ର । ସରକାରୀ କାମ ସାରି ଫେରୁଥିବାବେଳେ ୨ ଜଣ ଆହତଙ୍କୁ ଦେଖି ସେ ଗାଡି…

ପ୍ରେମିକାକୁ ନିଆଁ ଲଗାଇ ହତ୍ୟା ଉଦ୍ୟମ ପରେ ନିଜ ଦେହରେ ନିଆଁ ଲଗାଇଦେଲା ପ୍ରେମିକ

ମୁମ୍ବାଇ : ପ୍ରେମିକା ଦେହରେ ନିଆଁ ଲଗାଇ ହତ୍ୟା ଉଦ୍ୟମ କରିବା ପରେ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିଛି ପ୍ରେମିକ । ଘଟଣାସ୍ଥଳରେ ପ୍ରେମିକର ମୃତ୍ୟୁ ହୋଇଥିବା ବେଳେ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ପ୍ରେମିକାର ମୃତ୍ୟୁ ହୋଇଛି । ମୁମ୍ବାଇର ମେଘୱାଡ଼ି ଅଞ୍ଚଳରେ ଦେଖିବାକୁ…

ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ସୂଚୀ

ଭୁବନେଶ୍ବର: ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ସୂଚୀ । ମେ ୩ରୁ ମେ ୧୫ ଯାଏଁ ଚାଲିବ ପରୀକ୍ଷା । ମେ’ ୩ ତରିଖରେ ମାତୃଭାଷା ଓଡିଆ, ୫ ରେ ଇଂରଜ, ୭ରେ ତୃତୀୟ ଭାଷା ହିନ୍ଦୀ ଏବଂ ୮ ରେ ସସ୍କୃତ ପରୀକ୍ଷା ହେବ । ମେ’ ୯ ତାରିଖରେ ଭର୍ଚୁଆଲ ଆକ୍ଟ ( ପ୍ରାକ୍ଟିକାଲ) ହେବ । ୧୦ରେ ଗଣିତ ପରୀକ୍ଷା,…

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ୩୩ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତଙ୍କ ଜନ୍ମ ତିଥି ଅବସରରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗସ୍ତ ଅବସରରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ୪ଟି ନବନିର୍ମିତ ସୌଧର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ଚେନ୍ନାଇ ଟେଷ୍ଟରେ ଭାରତ ଆଗରେ ୪୨୦ ରନର ବିଜୟ ଲକ୍ଷ୍ୟ

ଚେନ୍ନାଇ : ଚେନ୍ନାଇର ଏମ.ଏ. ଚିଦାମ୍ବରମ ଷ୍ଟାଡିୟମରେ ଚାଲିଥିବା ଭାରତ-ଇଂଲାଣ୍ଡ ଟେଷ୍ଟ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି । ପ୍ରଥମେ ବ୍ୟାଟିଂ କରି ୫୭୮ ରନ କରିଥିବା ଇଂଲଣ୍ଡ ଟିମ୍ ଦ୍ବିତୀୟ ଇନିଂସରେ ମାତ୍ର ୧୭୮ ରନ କରି ଅଲଆଉଟ ହୋଇଯାଇଛି । ଫଳରେ ପ୍ରଥମ ଇନିଂସରେ ୩୩୭ ରନରେ ଅଲଆଉଟ…

ପାଣିରୁ ଇନ୍ଧନ ପ୍ରସ୍ତୁତ କରିବା କୌଶଳ ଖୋଜି ପାଇଲେ ଭାରତୀୟ ବୈଜ୍ଞାନିକ

ନୂଆଦିଲ୍ଲୀ: ଭାରତରେ ପେଟ୍ରୋଲ-ଡିଜେଲ୍‌ ଦର ଶତକ ମାରିବାକୁ ବସିଲାଣି । ଲୋକେ ଗାଡ଼ି ଚଳାଇବାକୁ କୁନ୍ଥୁ କୁନ୍ଥୁ ହେଉଛନ୍ତି । ଏହି ଟେନ୍‌ସନ୍‌ ଖୁବ ଶୀଘ୍ର ଦୂର ହୋଇଯିବ ବୋଲି ଶୁଣିବାକୁ ମିଳିଛି । ଦିଲ୍ଲୀର ବିଶେଷଜ୍ଞମାନେ ଜଳରୁ ଉଦଜାନ୍ (ହାଇଡ୍ରୋଜେନ୍‌)‌ ଇନ୍ଧନ ପ୍ରସ୍ତୁତ କରିବାର…